ଆରମ୍ଭ ହେବା ପୁର୍ବରୁ ବି-ବା-ଦରେ ଆଇପିଏଲ 2021, ଏହି ତିନୋଟି ଫ୍ରାଞ୍ଚାଇଜ ଆଣିଲେ ଭେଦଭାବର ଆ-ରୋ-ପ,ଜାଣନ୍ତୁ ପୁରା ଖବର

ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସିଜିନ ଆରମ୍ଭ ହେବାପୁର୍ବରୁ ନିଜ ସହିତ ବି-ବା-ଦ ଆଣି ଆସିଛି । ତିନୋଟି ଫ୍ରାଞ୍ଚାଇଜ ଆୟୋଜନ ସ୍ଥଳରେ ବି-ବା-ଦ ଆଣିଛନ୍ତି । ଖବର ତ ଏହାକି, ଲିଖିତ ରୂପରେ ଅଭି-ଯୋଗ ହୋଇଯାଇଛି ।

ମିଡ଼ିଆ ରିପୋର୍ଟସ କଥା ମାନିବାକୁ ଗଲେ କରୋନା କାଳରେ ବିସିସିଆଇ ମୁକାବିଲା ପାଇଁ ମୁମ୍ବାଇ ଓ ପୁନେକୁ ଚୟନ କରିଥିଲା ଓ ପ୍ଲେ ଅଫ ପାଇଁ ଅହମ୍ମଦାବାଦ ଚୟନ ହୋଇଥିଲା। କିନ୍ତୁ ଏବେ ଚାରି ରୁ ପାଞ୍ଚଟି ସ୍ଥାନରେ ଆୟୋଜନ ହେବାର ଚର୍ଚ୍ଚା ରହିଛି ।

କ୍ରିକବଜର ଏକ ରିପୋର୍ଟ ମୁତାବିକ, ରାଜସ୍ଥାନ ରୟାଲସ, ପଞ୍ଜାବ କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା ହେବାକୁ ଥିବା ସ୍ଥାନକୁ ନେଇ ବି-ରୋ-ଧ କରିଛନ୍ତି । ବିସିସିଆଇର ସିଇଓ ହେମଙ୍ଗ ଅମୀନ ଏହାଉପରେ କଥାବାର୍ତ୍ତା କରିଛନ୍ତି । ତିନି ଫ୍ରାଞ୍ଚାଇଜ ଏହାଉପରେ ଲିଖିତ ଅଭି-ଯୋଗ ଆଣିଛନ୍ତି ।

କେଉଁ କଥାକୁ ନେଇ ବି-ବା-ଦ :-

ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ସ୍ଥାନରେ କୋଭିଡ-19 ମାମଲା ପୁଣି ବଢିଥିବାରୁ ବିସିସିଆଇ ନିଜର ଦ୍ଵିତୀୟ ପ୍ଲାନ ଆପଣାଇଛି । ଯେଉଁଥିରେ ବିସିସିଆଇ ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ଦିଲ୍ଲୀ ଓ ଅହମ୍ମଦାବାଦ ନାମ ଯୋଡି ଦେଇଛି। କୋଭିଡକୁ ଦେଖି ମୁମ୍ବାଇକୁ ଷଷ୍ଠ ସ୍ଥଳ ଭାବରେ ଚୟନ କରାଯାଇଛି । ଏହିକଥା ଅନ୍ୟ ତିନି ଫ୍ରାଞ୍ଚାଇଜକୁ ସହଜରେ ହଜମ ହେଉନାହିଁ କାରଣ ତାଙ୍କ ଘରୋଇ ଷ୍ଟାଡିୟମରେ କୌଣସି ମ୍ୟାଚ ହେଉନାହିଁ ।

କୁହାଯାଉଛି ଏହି ନିଷ୍ପତ୍ତି ଦ୍ୱାରା ରାଜସ୍ଥାନ ରୟାଲସ, ପଞ୍ଜାବ କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବେ । ଟୁର୍ଣ୍ଣାମେଣ୍ଟ ପ୍ଲେ ଅଫ ପର୍ଯ୍ୟନ୍ତ ସେହି ଦଳ ପହଞ୍ଚିଥାଏ ଯିଏକି ନିଜର ଘରୋଇ ଷ୍ଟାଡିୟମରେ ଭଲ ପ୍ରଦର୍ଶନ କରିଥାଏ । ଅନୂକୁଳ ପରିସ୍ଥିତି ଓ ଅଭ୍ୟସ୍ତ ପିଚରେ 5 ରୁ 6ଟି ମ୍ୟାଚ ଜିତିବା ସହଜ ହୋଇଥାଏ । ଏମିତିରେ ଆରସିବି, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ମୁମ୍ବାଇକୁ ଏହାର ଫାଇଦା ମିଳିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *