ଦେଖନ୍ତୁ ଭିଡ଼ିଓ : ଟ୍ରେନ ସାମ୍ନାକୁ ଡେଇଁ ଆ-ତ୍ମ-ହ-ତ୍ୟା ଉଦ୍ୟମ, ସୁରକ୍ଷା ବଳ ପୋ-ଲି-ସ ଜୀବନକୁ ବାଜି ଲଗାଇ କଲେ ଉଦ୍ଧାର

ଆଜିକାଲି ଜୀବନର କୈାଣସି ଭରୋସା ନାହିଁ|ଜଣାନାହିଁ କେତେବେଳେ ଧ-କ୍କା ମିଳିବ|ବହୁତ ରୋଗ ମଧ୍ୟ ମାଡି ଚାଲିଛନ୍ତି|ଦୁନିଆରେ ବହୁତ ଲୋକ ବେମାର ସହ ଲଢ଼ୁଛନ୍ତି ଜୀବନ ଜିଇଁବା ପାଇଁ|ଏହାର ଅନୁଭବ ଆନନ୍ଦ ଉଠାଇପାରିବେ|ଏମିତି ଲୋକମଧ୍ୟ ଅଛନ୍ତି ଯାହାର ଜୀବନ ପ୍ରତି ଲୋଭ ନାହିଁ|ଏହିଭଳି ମାମଲା ଆର୍ଥିକ ରାଜଧାନୀ ମୁମ୍ବାଇରେ ଘଟିଛି|

ମହାରାଷ୍ଟ୍ରର ମୁମ୍ବାଇର ବିରାର ରେଳ ଷ୍ଟେସନରେ ଏକ ଭ-ୟ-ଙ୍କ-ର ମାମଲା ସାମନାକୁ ଆସିଛି|ଏଠାରେ ଏକ ଅଜଣା ବ୍ୟକ୍ତି ରେଳ ଧାରଣାରେ ଆ-ତ୍ମ-ହ-ତ୍ୟା କରିବାର ଚେଷ୍ଟା କରିଥିଲେ|ସେହି ସମୟରେ ରେଳ ସୁରକ୍ଷା ବଳର ପୋ-ଲି-ସ ପହଞ୍ଚି ବ୍ୟକ୍ତିଙ୍କୁ ସୁରକ୍ଷିତରେ ବଞ୍ଚାଇଛନ୍ତି|ରେଳ ସୁରକ୍ଷା ବଳ ପୋ-ଲି-ସ ତାଙ୍କୁ ପଚରାଉଚରା କରିବାରୁ ଜଣା ପଡିଲା ଯେ ସେ ନିଜ ମାର ମୃ-ତ୍ୟୁ ଯୋଗୁଁ ଚିନ୍ତିତ ଥିଲେ|

ଏହି ଦୁଃଖରେ ସେ ଭାଙ୍ଗି ପଡିଥିଲେ|ମାଙ୍କ ମୃ-ତ୍ୟୁ ପରେ ସେ ଜୀଇଁ ବାକୁ ସକ୍ଷମ ହୋଇପାରୁ ନଥିଲେ|ସେଥିପାଇଁ ନିଜ ଜୀବନ ମଧ୍ୟ ତ୍ୟାଗ କରିବାକୁ ଚାହୁଁଥିଲେ|ଏଥିପାଇଁ ରେଳ ଟ୍ରାକରେ ଶୋଇଥିଲେ|ଯେମିତି ସେ ଟ୍ରେନ ଟ୍ରାକରେ ସୋଇଲେ ରେଳ ସୁରକ୍ଷା ବଳର ଜବାନ ଦେଖିବାରୁ ବ୍ୟ-କ୍ତି-ଙ୍କୁ ବଞ୍ଚାଇଥିଲେ ଓ ଟାଣିକି ପଟିରୀ ଠାରୁ ଦୂରକୁ ନେଇଗଲା|

ସୂଚନା ଅନୁସାରେ ଆତ୍ମହତ୍ୟା କରିବାକୁ ଥିବା ବ୍ୟକ୍ତିଙ୍କ ବୟସ ୩୨ବର୍ଷ ଅଟେ|ସେ ନିଜର ମାଙ୍କ ମୃ-ତ୍ୟୁ ପରେ ଦୁଃଖରୁ ବାହାରିବାକୁ ଆ-ତ୍ମ-ହ-ତ୍ୟା ପାଇଁ ମଙ୍ଶାରୁ ବିରାର ଷ୍ଟେସନରେ ଥିବା ଟ୍ରାକରେ ଶୋଇଥିଲେ|

କହିରଖେ ଯେ ମୁମ୍ବାଇରେ ପ୍ରତିଦିନ ବହୁତ ଟ୍ରେନ ଯାଇଥାଏ ଓ ଏଭଳି ମାମଲା ଦେଖିବାକୁ ମିଳିଥାଏ|ଏହାର ଲୋକ ଲୋକାଲ ଟ୍ରେନକୁ ଆ-ତ୍ମ-ହ-ତ୍ୟା କରିବାକୁ ବ୍ୟବହାର କରିଥାନ୍ତି|ବହୁବାର ଆରପିଏଫ ଜବାନଙ୍କ ଯୋଗୁଁ ଜୀବନ ଵଞ୍ଚିଥାଏ,ଓ ଅନ୍ୟ କେତେବେଳେ ପଟରୀରେ କେବଳ ଶ-ବ ମିଳେ|ମନେରଖନ୍ତୁ ଆ-ତ୍ମ-ହ-ତ୍ୟା କୈାଣସି ସମସ୍ୟାର ସମାଧାନ ନୁହେଁ|ଏହା ସହ ଆପଣଙ୍କ ପରିବାରକୁ ଅସମୟ ମୃ-ତ୍ୟୁର କଷ୍ଟ ସମ୍ଭାଳିବାକୁ ପଡେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *