ବିବାହ ପାଇଁ ରଖା ଯାଇଥିବା 80 ହଜାର ଟଙ୍କା ହେଲା ଚୋ-ରି । ସିସିଟିଭି କ୍ୟାମେରାରେ କଏଦ ହେଲା ଏହି ଦୃଶ୍ୟ,ଜାଣନ୍ତୁ ପୁରା ଘଟଣା

ନୁହଁ ରେ ବିଳମ୍ବିତ ରାତିରେ ନଗଦ ଟଙ୍କା ଓ ଅଳଙ୍କାର ଚୋ-ରି ହୋଇଯାଇଥିବାର ଦେଖାଗଲା ଯାହାକି ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଯାଇଥିଲା ଓ ଦୃଶ୍ୟରେ ଦେଖାଯାଉଛି କି, କେମିତି ଜଣେ ଚୋ-ର ସିନ୍ଦୁକ ଚୋ-ରା-ଇ ଚାଲିଯାଉଛି । ଘଟଣାରେ ପୋଲିସ ପହଞ୍ଚି ସିସଟିଭି ଫୁଟେଜ ଦେଖି ଯାଞ୍ଚ ଅନୁଧ୍ୟାନ କରିବା ଆରମ୍ଭ କରିଦେଇଛନ୍ତି ।

ପୀଡିତ ଜଣକ କହିଥିଲେ କିଜ଼ ତାଙ୍କ ପରିବାରରେ ଦୁଇଜଣଙ୍କ ବିବାହ ହେବାର ଥିଲା । ଯାହାର ପ୍ରସ୍ତୁତି ପାଇଁ ଘରେ କାମ ଚାଲୁଥିଲା । ଏହାପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପରିବାର ଲୋକେ କାମ କରି ଥକି ଯାଇଥିଲେ ଓ ଶୋଇଯାଇଥିଲେ ମଧ୍ୟ।

ପୀଡିତ ସୋନୁ କହିଥିଲେ, ସକାଳୁ ଯେତେବେଳେ ତାଙ୍କୁ କିଛି ଟଙ୍କା ଦରକାର ଥିଲା ଓ ସେ ସିନ୍ଦୁକକୁ ଟଙ୍କା ପାଇଁ ଯାଇଥିଲେ ସେତେବେଳେ ସିନ୍ଦୁକ ସେଠାରେ ନଥିଲା । ସେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ମିଳିନଥିଲା । ଏହାପରେ ସେ ନିଜ ପଡୋଶୀ ଘର ପାଖକୁ ଗଲେ ଓ ସେଠାରେ ସିସିଟିଭି କ୍ୟାମେରା ଚେକ କରିବାରୁ ଜଣାପଡିଲା କି, ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ଆସିଥିଲା ଓ ସିନ୍ଦୁକକୁ ନିଜ ମୁଣ୍ଡରେ ଉଠାଇ ଚାଲିଯାଇଥିଲା । ସୋନୁଙ୍କ କହିବା ହେଲା, ସିନ୍ଦୁକରେ 80 ହଜାର ଟଙ୍କା, ଦୁଇଟି ସୁନା ମୁଦି, ଦୁଇଟି ପାୟଲ ଓ ଏକ ମଙ୍ଗଳସୁତ୍ର ସହିତ ଦରକାରୀ ଜିନିଷ ସବୁ ଥିଲା । ସିସିଟିଭିରେ ସଫା ସଫା ଦେଖାଯାଉଛି କି, ଅଜଣା ବ୍ୟକ୍ତିଟି ନିଜ ସିନ୍ଦୁକ ନେଇଯାଉଛି । ପୋ-ଲି-ସ ଆସି ସିସଟିଭି ଫୁଟେଜରୁ ଅପରାଧୀକୁ ଧରିବାକୁ ଚେଷ୍ଟା କରୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *