ବ୍ୟାଙ୍କ ଲୁ-ଟି-ବା ପାଇଁ ଫିଲ୍ମ ଷ୍ଟାଇଲଇ ଚୋ-ରମାନେ ଖୋଲିଲେ ସୁଡ଼ଙ୍ଗ,ଭିତରର ଅବସ୍ଥା ଜାଣିଲେ ଆପଣ ମୁଣ୍ଡ ବାଡେଇ ଦେବେ

କରୋନା କାଳରେ ଚୋ-ରି ମାମଲା ବହୁତ ଜୋରରେ ବଢିଯାଇଛି । ସାଧାରଣ ଲୋକର ଘରଠାରୁ ଆରମ୍ଭ କରି ମନ୍ଦିର ଓ ଏପରିକି ବ୍ୟାଙ୍କ ମଧ୍ୟ ଲୁ-ଟି-ବାର ଘ-ଟ-ଣା ସାମ୍ନାକୁ ଆସୁଛି । ଆପଣ ଫିଲ୍ମ ମାଧ୍ୟମରେ ଦେଖିଥିବେ କେମିତି ଚୋର ବ୍ୟାଙ୍କ ଲୁ-ଟି-ବା ପାଇଁ ସୁଡ଼ଙ୍କ ଖୋଲି ବ୍ୟାଙ୍କ ଲୁଟୁଛି । ଏହିପରି ଏକ ଘ-ଟ-ଣା ସମ୍ବନ୍ଧରେ ଆଜି ଆଲୋଚନା କରିବା ।

ଏହି ଫିଲ୍ମ ଷ୍ଟାଇଲରେ ଦିଲ୍ଲୀର ଗୁରୁଗ୍ରାମ ଜିଲ୍ଲାରେ ଜଣେ ବ୍ୟକ୍ତି ବ୍ୟାଙ୍କ ଲୁ-ଟି-ବା ଚେଷ୍ଟା କରିଥିଲା । ସେ ବ୍ୟାଙ୍କ ବାହାରେ ଥିବା କବାଟ ପାଖରୁ ସୁଡ଼ଙ୍କ ଖୋଲିଥିଲା । ଏହି ସୁଡ଼ଙ୍କ ପାଞ୍ଚ ଫୁଟ ଗଭୀର ଓ ପାଞ୍ଚ ଫୁଟ ଲମ୍ବା ଥିଲା । ଏତେ ଚେଷ୍ଟା କରିବାପରେ ମଧ୍ୟ ଚୋର ହାତରେ କିଛି ଲାଗିନଥିଲା । ବ୍ୟାଙ୍କରୁ କୌଣସି ଟଙ୍କା ତାକୁ ମିଳିନଥିଲା ଓ ସେ ଖାଲି ହାତରେ ଫେରିଥିଲା ।

ଚୋ-ର ର ଏହି ହରକତ ବ୍ୟାଙ୍କ ବାହାରେ ଲାଗିଥିବା ସିସିଟିଭି ଫୁଟେଜ ଦ୍ୱାରା ରେକର୍ଡ଼ ହୋଇଗଲା । ଦେଖାଯାଉଛି କେମିତି ତାକୁ ଟଙ୍କା ନମିଳିବାରୁ ସେ ଫେରିଆସିଥିଲା । ଏହି ଘଟଣା ସୋହାନା ନଗର ପରିଷଦ ଗ୍ରାମ ଲାଖୁବାସ ଅଞ୍ଚଳର କାନାରା ବ୍ୟାଙ୍କ ଶାଖାର ଅଟେ । ଚୋର ଗୁରୁବାର ଭୋର 3 ଟା ସମୟରୁ ଏହା କରିବା ଆରମ୍ଭ କରିଥିଲା । ସକାଳ ସମୟରେ କର୍ମୀମାନେ ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ ।

ମ୍ୟାନେଜର ପୋଲିସକୁ କହିଥିଲେ, ବ୍ୟାଙ୍କରେ ଏକ ସୁଡ଼ଙ୍କ ଖୋଲାଯାଇ ସିଧା ରେକର୍ଡ଼ ରୁମ ପର୍ଯ୍ୟନ୍ତ ଆସିଛି । ପୋଲିସ ବର୍ତ୍ତମାନ ଘଟଣାସ୍ଥଳର ଯାଞ୍ଚ କରୁଛି । ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ଚୋ-ରକୁ ଜାଣିବାପାଇଁ ଚେଷ୍ଟା କରୁଛି । ଏହି ଘ-ଟ-ଣା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ବନିଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *