ଘୋର କଳିଯୁଗ : ମନ୍ଦିରରେ ପଶି ଭଗବାନଙ୍କୁ ଚୋ-ରି କରିନେଇଗଲେ ଚୋର, ସିସିଟିଭିରେ ଦେଖନ୍ତୁ ସମ୍ପୂର୍ଣ ନଜର

ଲକଡାଉନ ପରେ ଚୋରି ମାମଲାରେ ତୀବ୍ରତା ଆସିଛି। ବର୍ତ୍ତମାନ ସମୟରେ ଚୋ-ରିର ମାମଲା ସାମ୍ନାକୁ ଆସୁଛି। ଆଶ୍ଚର୍ଯ୍ୟର କଥା ହେଉଛିକି ଚୋ-ରମାନେ ଭଗବାନଙ୍କୁ ମଧ୍ୟ ଛାଡି ନାହାନ୍ତି। ତାଙ୍କ ମନ୍ଦିରରେ ମଧ୍ୟ ନ ଡରି ଚୋରି କରିବାକୁ ଲାଗିଛନ୍ତି। ବର୍ତ୍ତମାନ ମଧ୍ୟ ପ୍ରଦେଶ ସହରର ଇନ୍ଦୋରର ଏହି ମାମଲାକୁ ଧରି ନିଅନ୍ତୁ। ଏଠାରେ ଗୋଟିଏ ଚୋର ମନ୍ଦିରରୁ ଭଗବାନଙ୍କର ବହୁ ମୂଲ୍ୟବାନ ୧୦ଟି ମୂର୍ତ୍ତିକୁ ଚୋରି କରିନେଇଛନ୍ତି।

ମାମଲା ଇନ୍ଦୋରର ପଢରୀନାଥ ଥାନା ଅଞ୍ଚଳର ଅଟେ। ଜବାହାର ମାର୍ଗ ସ୍ଥିତ ନରସିଂହ ମନ୍ଦିରରେ ବୁଧୁବାର ରାତିରେ ଆ-କ୍ର-ମ-ଣ କରିଛନ୍ତି। ସେମାନେ ମନ୍ଦିରରେ ରଖାଯାଇଥିବା ଭଗବାନ ନରସିଂଙ୍କ ଅଷ୍ଟଧାତୁରେ ପ୍ରସ୍ତୁତ ହୋଇଥିବା ୧୦ଟି ମୂର୍ତ୍ତିକୁ ଚୋରି କରି ଫେରାର ହୋଇଗଲେ। ମନ୍ଦିର ପ୍ରବନ୍ଧକ ତାରା ଦେବୀ କୁହନ୍ତିକି ଚୋ-ର ରାତିରେ ପାଖାପାଖି ତିନିଟା ବେଳେ ପଶିଥିଲା। ମୋତେ ମନ୍ଦିରରେ କେହି ଅଛନ୍ତି ବୋଲି ଅନୁଭବ ହେଉଥିଲା। ମୁଁ ଡ଼ାକିଥିଲି ମଧ୍ୟ କିନ୍ତୁ ଚୋ-ର ମୋର ରୁମକୁ ବାହାରୁ ବନ୍ଦ କରିଦେଇଥିଲା।

ଚୋ-ରର ଏହି କରନାମା ସିସିଟିଭ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ସିସିଟିଭି ଫୁଟେଜରେ ପରିଷ୍କାର ଭାବରେ ଦେଖାଯାଉଛିକି ଏକ ଝୁଲାରେ ଭଗବାନଙ୍କ ମୂର୍ତ୍ତି ଭରି ଚୋ-ରି କରିନେଇଗଲେ। କୁହାଯାଉଛିକି ଏଥିରେ କିଛି ମୂର୍ତ୍ତି ୪୦୦ବର୍ଷରୁ ଅଧିକ ପୁରୁଣା ଅଟେ। ସିସିଟିଭ ଫୁଟେଜ ଆଧାରରେ ପୋ-ଲି-ସ ଚୋ-ରକୁ ଖୋଜିବାକୁ ଚେଷ୍ଟା କରୁଛି।

ମନ୍ଦିର ପ୍ରବନ୍ଧନ ଦ୍ଵାରା ଏହି ଘଟଣାର ଅ-ଭି-ଯୋ-ଗ ପଢରୀନାଥ ପୋ-ଲି-ସ ଥାନାରେ ରୁଜ୍ଜୁ କରାଯାଇଛି। ପୋ-ଲି-ସର କହିବା କଥାକି ଅତିଶୀଘ୍ର ଚୋ-ରକୁ ଧରିବାକୁ ଚେଷ୍ଟା କରିବେ। ଏହି ଘ-ଟ-ଣା ପରେ ସାରା ରହବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ମଧ୍ୟ ବୁଝିପାରୁନାହାନ୍ତିକି ଭଗବାନଙ୍କୁ ମଧ୍ୟ ଛାଡିଲେ ନାହିଁ। ଭଗବାନଙ୍କ ମନ୍ଦିରରେ କେମିତି ଜଣେ ଚୋ-ରି କରିପାରିବ। ଲୋକଙ୍କୁ ବିଶ୍ବାସ ଅଛିକି ଭଗବାନ ଚୋରକୁ ତାର ଉଚିତ ଦ-ଣ୍ଡ ଦେବେ।

ଜଣାଇଦେଉଛୁକି ଏହା ପ୍ରଥମଥର ନୁହେଁ ଯେତେବେଳେ ଚୋରମାନେ ମନ୍ଦିରରେ ଚୋ-ରି କରିଛନ୍ତି। ଏହା ପୂର୍ବରୁ ଏମିତି ଅନେକ ଘଟଣା ଶୁଣିବାକୁ ମିଳୁଛି ଯେତେବେଳେ ଚୋର ମନ୍ଦିରରେ ପଶି ଚୋ-ରି କରୁଛନ୍ତି। ଏମିତି ଘଟଣା ହୃଦୟ ଦୁଃଖ ଦିଏ। ଦେଖିବାକୁ ଗଲେ କରୋନା ମହାମାରୀ ସମୟରେ ଚୋ-ରିର ଘଟଣା ବଢିଯାଇଛି। ଏହାର ଏକ କାରଣରୁ ଲୋକଙ୍କ ଚାକିରି ଯିବା, ଧନ୍ଦା ଚପଟ ହୋଇଯିବା ଓ କୌଣସି ଇନକମ ସର୍ସ ନଥିଲା। ଏହାର ଅର୍ଥ ମଧ୍ୟ ନୁହେଁକି ଅନ୍ୟ କାହାରି ଘରେ ଚୋରି କରିବା ଏକ ଉଚିତ ବିକଳ୍ପ ବୋଲି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *