ଏହି ଫଟୋରେ ଗଛ ଉପରେ କେଉଁଠି ଗୋଟିଏ ପେଚା ବସିଛି, କ’ଣ ଆପଣ ଦେଖିପାରିଲେ କି ?

ଇଣ୍ଟରନେଟରେ ପ୍ରାୟତଃ ବହୁତ ମଜାଦାର ଫଟୋ ଭାଇରଲ ହୋଇଥାଏ | ଅନେକ ଥର ଏହିପରି ଫଟୋ ମଧ୍ୟ ଭାଇରାଲ ହୋଇଥାଏ, ଯେଉଁଥିରେ ଆମକୁ କିଛି ଖୋଜିବାକୁ କୁହାଯାଇଥାଏ | ଏହିପରି ଫଟୋରେ ଲୋକମାନେ ବହୁତ ଆଗ୍ରହ ଦେଖାନ୍ତି ଏବଂ କିଛି ଲୋକ ତ ଯେପର୍ଯ୍ୟନ୍ତ ତାକୁ ଖୋଜି ପାଆନ୍ତି ନାହିଁ ସେମାନଙ୍କୁ ଶାନ୍ତି ଲାଗେନାହିଁ | ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଆଇଏଫଏସ ଅଫିସର ଧରମବୀର ମୀନା ସେୟାର କରିଛନ୍ତି |

ଏହି ଫଟୋରେ ଏକ ପେଚା ଲୁଚି ରହିଛି, ଯାହାକି ବହୁତ କମ ଲୋକଙ୍କୁ ଦେଖାଯାଉଛି | ଯଦି ଆପଣଙ୍କ ଦୃଷ୍ଟି ତୀକ୍ଷ୍ଣ, ତେବେ ଆପଣ ମଧ୍ୟ ଡେରି କରନ୍ତୁ ନାହିଁ ଏବଂ ସମୟ ନଷ୍ଟ ନକରି ପେଚାକୁ ଖୋଜି କମେଣ୍ଟରେ ନିଜର ଉତ୍ତର ଆମକୁ କୁହନ୍ତୁ | ସୋସିଆଲ ମିଡିଆରେ ଏହି ଫଟୋ @dharamifs_HP ସେୟାର କରିଛନ୍ତି | ଫଟୋ ସହିତ ସେ ଲେଖିଛନ୍ତି, ‘ପକ୍ଷୀକୁ ଖୋଜନ୍ତୁ’ | ଫଟୋଟିକୁ ଦେଖି ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରୁଛନ୍ତି ପେଚାଟିକୁ ଖୋଜିବାରେ | ଆପଣ ମଧ୍ୟ ଚେଷ୍ଟା କରନ୍ତୁ ଏବଂ ଆମକୁ କୁହନ୍ତୁ ଯେ ଆପଣଙ୍କୁ ପେଚାଟି ଦେଖାଗଲା କି ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *