କୋଠାରେ ଲାଗିଗଲା ନିଆଁ, ନିଜର ଛୁଆଙ୍କୁ ବଞ୍ଚାଇବାକୁ ଯାଇ ମାଆ କଲା ଏମିତି କାମ,ଦେଖନ୍ତୁ ପୁରା ଭିଡ଼ିଓ

ମାଆଟି ନିଜର ଛୁଆ ପାଇଁ କିଛିବି କରିପାରେ, ସୋସିଆଲ ମିଡିଆରେ ଠିକ ଏହିପରି ଘ-ଟ-ଣା ଘଟିଛି ଯାହାକୁ ଦେଖି ଆପଣ ଭାବୁକ ହୋଇଯିବେ ! ଏହି ଘଟଣାଟି ତୁର୍କୀର ଇସ୍ତାନବୁଲ ଅଞ୍ଚଳର ଅଟେ । ଯେଉଁଠାରେ ଏକ କୋଠାରେ ନିଆଁ ଲାଗିବା ପରେ ଭିତରେ ଥିବା ଛୁଆ ଓ ମାଆ ଫସିଯାଇଥିଲେ । ଏହିସମୟରେ ମାଆ ନିଜର ଛୁଆକୁ ବଞ୍ଚାଇବାକୁ ପିଲାଙ୍କୁ ତୃତୀୟ ମହଲା ଉପରୁ ପକାଇ ଦେଇଥିଲେ ।

ଏହି ଭିଡ଼ିଓକୁ ଜଣେ ଟ୍ୱିଟର ୟୁଜର ଶେୟର କରିଥିଲେ, ତାଙ୍କ ମୁତାବିକ, ଏହି ଘ-ଟ-ଣା ଇସ୍ତାନବୁଲର ଏସେଲର ଡ଼ିଷ୍ଟ୍ରିକ୍ଟ ଅଞ୍ଚଳର ଅଟେ । ଏଠାରେ ଏକ ପାଞ୍ଚ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ତୃତୀୟ କୋଠାରେ ଚାରୋଟି ଛୁଆ ଓ ମାଆ ଫସିଯାଇଥିଲେ । ପିଲାମାନଙ୍କୁ ବଞ୍ଚାଇବାକୁ ଯାଇ ମାଆଟି ନିଜର ଚାରି ଛୁଆକୁ ଝରକା ପଟରୁ ତିନି ମହଲା ଉପରୁ ତଳକୁ ଫିଙ୍ଗିଥିଲା ଯାହାକୁ ତଳେ ଥିବା ବ୍ୟକ୍ତି କମ୍ବଳ ସହାୟତାରେ ଧରିନେଇଥିଲେ ।

ଲୋକମାନଙ୍କ ହୃଦୟ ଜିତିଲେ ମାଆ :-

ସ୍ଥାନୀୟ ଅଧିକାରୀଙ୍କ ମୁତାବିକ, ପିଲା ଓ ମାଆ ଠିକ ଅଛନ୍ତି । ସେଠାରେ ଏକ ବ୍ୟକ୍ତିଙ୍କ କହିବାନୁଯାୟୀ ପ୍ରଥମେ ବିଲ୍ଡିଂରୁ କଳା ଧୂଆଁ ବାହାରିଥିଲା ଓ ପରେ ବିଲ୍ଡିଂରୁ ଛୁଆଙ୍କ କାନ୍ଦିବା ଓ ମହିଳା ଙ୍କ ଚିଲାଇବା ଶୁଣାଗଲା । ଆମେ ତଳେ ରହି କମ୍ବଳ ଦେଖାଇଥିଲୁ ଓ ମହିଳା ଜଣକ ନିଜର ଚାରି ଛୁଆଙ୍କୁ ଏକ ଏକ କରି ଫିଙ୍ଗିଥିଲେ । ପରେ ନିଆଁକୁ ଅଗ୍ନି ବିଭାଗ ବାଲା ଲିଭାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *