ଅଦ୍ଭୁତ ଘ-ଟ-ଣା : ପ୍ରଥମେ ପଡୋଶୀଙ୍କୁ ହ-ତ୍ୟା କରି ତା’ର କଲିଜା ବାହାର କଲା,ତା ପରେ ସେହି କାଳିଜାକୁ ଆଳୁ ଭଜାରେ ପକାଇ ନିଜ ପରିବାରକୁ ଖାଇବାକୁ ଦେଲା,ଜାଣନ୍ତୁ ପୁରା ଘ-ଟ-ଣା

ଆମେରିକାର ଓଲକାହୋମ ଠାରେ ଏକ ଅଦ୍ଭୁତ ଘ-ଟ-ଣା ସାମ୍ନାକୁ ଆସିଛି । ଏଠାରେ ଏକ ବ୍ୟକ୍ତି ନିଜ ପଡୋଶୀ ମହିଳାଙ୍କୁ ହ-ତ୍ୟା କରି ତାଙ୍କର କଲିଜା ବାହାର କରିଥିଲା ଓ ନିଜ ଘରକୁ ଯାଇ ଆଳୁ ଭଜାରେ ମିଶାଇ ନିଜ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇଥିଲା । ଏହାପରେ ବ୍ୟକ୍ତିଟି ସେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ହ-ତ୍ୟା କରିଦେଲା । ବର୍ତ୍ତମାନ ଆମେରିକା ପୋ-ଲି-ସ ଏହାଉପରେ ଯାଞ୍ଚ କରିବାରେ ଲାଗିଛି।

ଖବର ମୁତାବିକ, ବ୍ୟକ୍ତିଟିର ନାମ ଲରେନ୍ସ ପଲ ଆଣ୍ଡରସନ ଅଟେ । ଜଣେ ଏଜେଣ୍ଟ ଜଜଙ୍କୁ କହିଥିଲେ କି, ଲରେନ୍ସ ଓଲକାହୋମ ସିଟିର ଦକ୍ଷିଣ-ପଶ୍ଚିମରେ ପାଖାପାଖି 40 ମିଲ ଦୂରରେ ଚିକିଷାରେ ନିଜର ପଡୋଶୀ ଅନ୍ଦ୍ରିୟ ଲିନଙ୍କୁ ତାଙ୍କ ଘରେ ହ-ତ୍ୟା କରିଥିଲା ।

ହ-ତ୍ୟା କରିବାପରେ ଲରେନ୍ସ ତାଙ୍କ ହୃଦୟ କାଢି ନିଜ ପରିବାରର ଅଙ୍କଲ ଓ ଆଣ୍ଟିଙ୍କୁ ଖାଇବାକୁ ଦେଇଥିଲେ । ଏହାପରେ ମଧ୍ୟ ଲରେନ୍ସ ଅଟକିନଥିଲା ସେ ଅଙ୍କଲ ଓ ଆଣ୍ଟିଙ୍କ ଚାରିବର୍ଷର ଶିଶୁକୁ ମଧ୍ୟ ହ-ତ୍ୟା କରିଦେଲା । ଏହାପରେ ଆଣ୍ଟିଙ୍କୁ ମଧ୍ୟ ଆ-କ୍ର-ମ-ଣ କଲେ ଓ ବର୍ତ୍ତମାନ ସେ ଘାୟଲ ଅଛନ୍ତି।

ସୂଚନା ମୁତାବିକ, ଲରେନ୍ସ ନାମରେ କେତେକ ଅ-ପ-ରା-ଧ ରହିସାରିଛି । ଜେଲରୁ ଆସିବାପରେ ସେ ପୁଣି ଏକ ଜ-ଘ-ନ୍ୟ ଅ-ପ-ରା-ଧ ଘଟାଇ ସାରିଛି ।

ପୋ-ଲି-ସ କୋର୍ଟକୁ କହିଥିଲା କି, ଲରେନ୍ସ ଆଣ୍ଡରସନକୁ ଡ୍ର-ଗ୍ସ ଆଧାରରେ 2017 ରେ 20 ବର୍ଷର ଦ-ଣ୍ଡ ଦିଆଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *