ନବ ବିବାହିତା ଶାଳୀଙ୍କୁ ଧରି ଭିଣୋଇ ଫେ-ରା-ର, ତା ସହିତ ଲକ୍ଷାଧିକ ଟଙ୍କା…ଜାଣନ୍ତୁ ପୁରା ଖବର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ସନ୍ଧିକୁଲିହାରୀ ଗ୍ରାମର ଜଣେ ନବବିବାହିତ ମହିଳା(ଶାଳୀ)ଙ୍କୁ ଧରି ଚମ୍ପଟ ମା-ରିଲା ଭେଣୋଇ। ଏହି ଘଟ-ଣାଟି ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସହିତ ଅ-ଭିଯୁ-କ୍ତ ବିପୁଳ ମାତ୍ରାରେ ସୁନା ଗହଣା ସହିତ ଟଙ୍କା ମଧ୍ୟ ଧରି ପଳାଇଛି। ଏହି ସମ୍ପର୍କରେ ଧର୍ମଗଡ ଥା-ନାରେ ଅଭି-ଯୋଗ ହୋଇଛି, ଯାହାଦ୍ଵାରା ଧର୍ମଗଡ ପୋ-ଲି-ସ ଏ ସମ୍ପର୍କରେ ତ-ଦ-ନ୍ତ ଆରମ୍ଭ କରିଛି।

ଅଭି-ଯୋଗ ଅନୁସାରେ, ଧର୍ମଗଡ଼ ଥା-ନା ଚିଲଚିଲା ଗ୍ରାମର ଜଣେ ମହିଳା ଗତ ୧୪ ତାରିଖରେ ସନ୍ଧିକୁଲିହାରୀ ଗାଁରେ ବିବାହ କରିଥିଲେ। ୨୩ ତାରିଖ ଦିନ ହଠାତ ତାଙ୍କ ଶାଶୁ ପକ୍ଷାଘାତରେ ଆ-କ୍ରା-ନ୍ତ ହେବାପରେ ଯୁବତୀଙ୍କ ସ୍ବାମୀ ଭୁବନେଶ୍ୱର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ବର୍ତ୍ତମାନ ମଧ୍ୟ ସେ ଚିକିତ୍ସାରେ ଅଛନ୍ତି। ନୂଆ ବିବାହିତ ମହିଳା ଜଣକ ଅନ୍ୟ ପରିବାର ଲୋକଙ୍କ ସହ ଘରେ ଥିଲେ। ୨୫ତାରିଖ ରାତିରେ ନବବିବାହିତ ମହିଳାଙ୍କର ଭିଣୋଇ ରୋହିତ ଠାକୁର ଘରକୁ ଆସି ଛୁ-ରୀ ଦେଖାଇ ପରିବାରର ସଦସ୍ୟ ମାନଙ୍କୁ ଭ-ୟଭୀ-ତ କରାଇଥିଲେ। ନବବିବାହିତ ମହିଳା ଭିଣୋଇଙ୍କୁ ଏହି କାମରେ ସହଯୋଗ ମଧ୍ୟ କରିଥିଲେ। ଏହାପରେ ଦୁହେଁ ୮ ଭରି ସୁନା ଓ ୨ ଲକ୍ଷ ୩୦ ହଜାର ଟଙ୍କା ଧରି ଫେ-ରା-ର ହୋଇଯାଇଥିଲେ। ଏହାପରେ ଘରେ ଉପସ୍ଥିତ ସଦସ୍ୟ ଧର୍ମଗଡ ଥା-ନାରେ ଲିଖିତ ଅ-ଭିଯୋ-ଗ କରିଥିଲେ।

ଧର୍ମଗଡ ଥା-ନାରେ ଏକ ମା-ମ-ଲା ରୁ-ଜୁ କରି କେ-ସ ନମ୍ବର-୩୧ ଦଫା ୪୪୮,୩୯୨,୪୯୪ ଓ ୩୪ରେ ତ-ଦ-ନ୍ତ ଆରମ୍ଭ କରିଛି। ଏହି ମା-ମ-ଲାରେ ତ-ଦ-ନ୍ତକାରୀ ଅଫିସର ଅମୋଲ୍‌ ସର୍ଦ୍ଦାର କହିଛନ୍ତି ଯେ, ଅଭି-ଯୁକ୍ତ ଭିଣୋଇ ରୋହିତ ଠାକୁରଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି,କିନ୍ତୁ ତାଙ୍କ ମୋବାଇଲ ସ୍ୱିଚଅଫ ଅଛି ବୋଲି ସେ କହିଛନ୍ତି। ଆଉ ଏବେ ଏହି ଘ-ଟ-ଣାର ତ-ଦ-ନ୍ତ ଚାଲିଛି, ତ-ଦ-ନ୍ତ ପରେ ଏ ସମ୍ପର୍କରେ ସମସ୍ତ ତଥ୍ୟ ସ୍ପଷ୍ଟ ଭାବରେ ଜଣା ପଡ଼ିଯିବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ, ଶାଳୀ ଭିଣୋଇଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥାଇପାରେ, ଯାହାଦ୍ଵାରା ଏହିପରି ଘ-ଟ-ଣା ଘଟିଛି ବୋଲି ଚର୍ଚ୍ଚା ହେଉଛି। ରୋହିତ ଠାକୁର ଧର୍ମଗଡ଼ ଥା-ନା ଖୁଟୁଲୁଗୁଡା ଗାଁର ବାସିନ୍ଦା ହୋଇଥିବା ସମୟରେ ସଂପ୍ରତି ଗୋଲାମୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ବୋଲି ଜଣାପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *