ଚୋ-ରକୁ ଧରିବା ପାଇଁ ପାକିସ୍ତାନ ପୋ-ଲି-ସ ଆପଣାଇଲା ଏହି ଖାସ ଉପାୟ । ଦେଖନ୍ତୁ ଭିଡ଼ିଓ

ପକିସ୍ତାନର କରାଚୀ ପୋ-ଲି-ସ ଚାରିଜଣ ବ୍ୟକ୍ତିଙ୍କୁ ଧରିବା ପାଇଁ ଏକ ନୂଆ ପ୍ରଣାଳୀ ଆପଣାଇଛି । ଚାରିଜଣଙ୍କୁ ବହୁତ ଜଲଦି ଧରିବାପାଇଁ ଏଥର ରୋଲର ବ୍ଲେଡର୍ସ ପ୍ରଣାଳୀ ନିଆଯିବ ।

ରାୟତର୍ସ ଭିଡ଼ିଓକୁ ଶେୟର କରିଥିଲେ, ଏଥିରେ ଦେଖାଯାଉଛି ପୋଲିସ କର୍ମୀ ରୋଲର ବ୍ଲେଡର୍ସ ଉପାୟ ଆପଣାଇଛନ୍ତି । ଏଥିରେ ଦେଖାଯାଉଛି କିଭଳି ନୂଆ ଉପାୟରେ ଚୋ-ରକୁ ଧରିହେବ । ଯଦି ଚୋର ପଳାଇବାକୁ ଚେଷ୍ଟା କରେ ତାହେଲେ ଏହି ଉପାୟ ଦ୍ୱାରା ଅତି ସହଜରେ ତା’କୁ ଧରିହେବ ।

ଏହି ରୋଲର ବ୍ଲେଡର୍ସରେ ଯାହାକୁ ସାମିଲ କରାଯାଇଛି ତାଙ୍କୁ ପ୍ରଥମେ ବହୁତ ଟ୍ରେନିଂ ଦିଆଯାଇଛି । ଏଥିରେ ମୋଟ 20 ଜଣ ରହିଥାନ୍ତି, 10 ଜଣ ପୁରୁଷ କର୍ମୀ ଥିବାବେଳେ ଆଉ 10 ଜଣ ମହିଳା କର୍ମୀ ରହିଛନ୍ତି । ଚିଫ ଫାରୁକ ଅଲ୍ଲୀଙ୍କ କହିବା ହେଉଛି ସହରରେ ହେଉଥିବା ଅ-ପ-ରା-ଧ କାରଣରୁ ଏହି ଉପାୟ ଦ୍ୱାରା ସହଜରେ ଅପରାଧୀକୁ ଧରାଯିବ ।

ଜଣେ ୟୁଜର ରାସ୍ତାର ଆବଡା ଖବଡ଼ା ଭିଡିଓ ମଧ୍ୟ ଶେୟର କରିଥିଲା । ସେ କହିଥିଲେ କି, ଏତେ ଖରାପ ରାସ୍ତାରେ ରୋଲର ବ୍ଲେଡର୍ସ ଜରିଆରେ କେମିଟି ଅପରାଧୀକୁ ପୋଲିସ ଧରିପାରିବ ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *