ଇଣ୍ଟରନେଟରେ ପ-ର୍ଣ୍ଣ ଭିଡିଓ ଦେଖିଲେ ପୋ-ଲି-ସ ପଠାଇବ ମେସେଜ, ଜାଣନ୍ତୁ ଏଥିରେ କେତେ ରହିଛି ସତ୍ୟତା !

ଇଣ୍ଟରନେଟରେ ଲୁଚି ଲୁଚି ପ-ର୍ଣ୍ଣ ଭିଡିଓ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ। କାରଣ, ପୋ-ଲି-ସ ଏହା ଉପରେ କଡା ନଜର ରଖିଛି ଏବଂ ପୋ-ଲି-ସ ତରଫରୁ ମେସେଜ ସହିତ ଘରକୁ ଆସି ଚେତାବନୀ ମଧ୍ୟ ଦେଇକି ଯାଉଛି। ଲୋକମାନେ ଇଣ୍ଟରନେଟରେ କଣ କଣ ସର୍ଚ୍ଚ କରୁଛନ୍ତି, ତାହା ଉପରେ ପୋ-ଲି-ସ ନଜର ରଖିଛି। ଗତ କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶରେ ଏକ ହିନ୍ଦୀ ଭାଷା ସହିତ ବିଦେଶୀ ଭାଷାରେ ଲେଖାଯାଇଥିବା ଏକ ମେସେଜ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।

ଏହି ଭାଇରାଲ ମେସେଜକୁ ୧୦୯୦ର ଏଡିଜି ନୀରା ରାୱତ ତ-ଦ-ନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଡିଜି ନୀରା ରାୱତଙ୍କ କହିବା ଅନୁଯାୟୀ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିଷୟ ଉପରେ ଇଣ୍ଟରନେଟରେ ସର୍ଚ୍ଚ କରୁଥିବା ଲୋକଙ୍କୁ ପପ-ଅପ ମେସେଜ ସାହାର୍ଯ୍ୟରେ ସାନିଟାଇଜ କରାଯିବ। କିନ୍ତୁ, କିଛି ଖରାପ ବ୍ୟକ୍ତି ଏହି ଭୁଲ ଯୋଗାଯୋଗର ଫାଇଦା ଉଠାଇଛନ୍ତି, ଯେଉଁ କାରଣ ପାଇଁ ଏହି ମେସେଜ ଏତେ ମାତ୍ରାରେ ଭାଇରାଲ ହେଉଛି। ଏହି ମା-ମ-ଲାରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Google

ସୂଚନା ଅନୁସାରେ, ଫେବୃଆରୀ ୧୨ରେ ୧୦୯୦ ତରଫରୁ ଡିଜିଟାଲ ଆଉଟରିଚ କାର୍ଯ୍ୟକ୍ରମର “ଆମ ସୁରକ୍ଷା” ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ମାନଙ୍କ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ୧୦୯୦ ଡିଜିଟାଲ ପ୍ଲାର୍ଟଫର୍ମ ଅନୁଯାୟୀ ଶିଶୁ ଓ ମହିଳା ମାନଙ୍କୁ ସୁରକ୍ଷା ଦିଆଯାଇପାରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ୱମେନ ପାୱାର ଲାଇନ ୧୦୯୦ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସାଇକୋଗ୍ରାଫିକ ପରି ଅତ୍ୟାଧୁନିକ ଜିନିଷର ବ୍ୟବହାର କରି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ସଂପୃକ୍ତ ଭିଡିଓ ଇଣ୍ଟରନେଟରେ ସର୍ଚ୍ଚ କରୁଥିଲେ ଲୋକମାନଙ୍କୁ ପପ-ଅପ ମେସେଜ ଦ୍ଵାରା ସାନିଟାଇଜ କରାଯିବ।

କିନ୍ତୁ, ଏହି ପପ-ଅପ ମେସେଜକୁ ସୋସିଆଲ ମିଡିଆରେ ଭୂଲ ପ୍ରକ୍ରିୟା ସାହାର୍ଯ୍ୟରେ ଭାଇରାଲ କରାଯାଇଛି। ଯାହାଦ୍ବାରା ଏହି ମେସେଜ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ମେସେଜର କ୍ୟାପସନରେ କୁହାଯାଇଛି ଯେ, ପର୍ଣ୍ଣ ଭିଡିଓ ଦେଖିଲେ ପୋଲିସ ତରଫରୁ ମେସେଜ ଆସିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେତେବେଳେ କଥା ରହୁଛି ଯେ, ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ଦେଖିବା ଉପରେ। ଆଇଟି ଆକ୍ଟ ଅନୁସାରେ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ସର୍ଚ୍ଚ କରିବା ହେଉଛି ଆ-ଇ-ନ ଗତ ଅ-ପରା-ଧ ଶ୍ରେଣୀରେ ଅନ୍ତର୍ଭୁକ୍ତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *