୬ଟି ଗୋଡ଼ ଓ ୨ଟି ଲାଞ୍ଜ ଥାଇ ଜନ୍ମ ହେଲା କୁକୁର,ଏମିତି ଅବସ୍ଥାରେ ଜୀ-ବି-ତ ରହିବାରେ ଦୁନିଆରେ ହେଲା ପ୍ରଥମ ଜୀ-ବ

କେତେଥର ଶୁଣିବା ଓ ଦେଖିବାକୁ ମିଳିଥାଏ କି, କୌଣସି ଜୀବ ଓ ଜନ୍ତୁଙ୍କ ଦୁଇଟି ମୁଣ୍ଡ ଥିବା ପ୍ରାଣୀ ଜନ୍ମ ନେଇଥାଏ, କୌଣସି ଅତିରିକ୍ତ ଗୋଡ଼ କିମ୍ବା ତିନୋଟି ଆଖି ଥାଏ । ସାଧାରଣତଃ ଏହିପରି ଜୀବ ବେଶୀ ସମୟ ବଞ୍ଚିପାରନ୍ତିନାହିଁ । ଆମେରିକାର ଓଲକାହୋମ ଠାରେ ଏକ ଏଭଳି ଜୀବ ଦେଖିବାକୁ ମିଳିଛି ଯାହାର 6ଟି ଗୋଡ଼ ଓ ଦୁଇଟି ଲାଞ୍ଜ ରହିଛି ଓ ଏହାର ଦୁଇଟି ଜ-ନନା-ଙ୍ଗ ମଧ୍ୟ ରହିଛି । ଅଦ୍ଭୁତ କଥା ଏହାକି ଯେ, ଜୀ-ବଟି ଏବେବି ଜୀ-ବି-ତ ରହିଛି ।

Google

ଏହି କୁକୁରର ନାମ ସ୍କିପର ଅଟେ, ଏହା ବର୍ଡର କୋଲି ଓ ଅଷ୍ଟ୍ରେଲିଆନ ଶେଫାର୍ଡର କ୍ରଶ ଅଟେ । ସ୍କିପର ସହିତ 8 ଜଣ ଭାଇ ଭଉଣୀ ଜନ୍ମ ନେଇଛନ୍ତି । ସେ ଫେବୃଆରୀ 16 ତାରିଖରେ ଜନ୍ମ ହୋଇଥିଲା ।

ନୀଲ ଭେଟେରେନାରୀ ହସ୍ପିଟାଲର ଡ଼କ୍ଟର ଟିନା ନୀଲ କହିଥିଲେ କି, ଯେତେବେଳେ ଏହି ପପି ଜନ୍ମନେଲେ ସେତେବେଳେ ବରଫ ତୋଫାନ ଆସିଥିଲା । ଏହି କୁକୁର ମାଲିକ ଏହାକୁ ନେଇ ହସ୍ପିଟାଲ ଆଣିଥିଲେ ।

ଡ଼କ୍ଟର ଟିନା ନୀଲ କହିଥିଲେ କି, ଏହି କୁକୁର ବର୍ତ୍ତମାନ ସୁଦ୍ଧା ଜୀ-ବି-ତ ଅଛି । ଏହାର ସବୁ ଅଙ୍ଗ ସଠିକ ଭାବରେ କାମ କରୁଛି। ପୂର୍ବରୁ ଏହିପରି କୁକୁର ମଧ୍ୟ ଜନ୍ମ ନେଇସାରିଛନ୍ତି କିନ୍ତୁ ଦୁଇ-ଚାରିଦିନ ଭିତରେ ମ-ରିଯାଇଛନ୍ତି । ଏହି କୁକୁର ଶରୀରରେ ଦୁଇଟି ୟୁନିକ ଜ-ନନା-ଙ୍ଗ ରହିଛି । ଦୁଇଟି ଲାଞ୍ଜ ଓ 6ଟି ଗୋଡ଼ ରହିଛି ।

Google

ସ୍କିପର ଏକ ମହିଳା କୁକୁର ଅଟେ । ଏହାକୁ ଏକ ଖାଆସ ପ୍ରକାର କୋଜେନାଇଟଲ କୋଯାଇଣ୍ଡ ଡ଼ିସଅର୍ଡର ରହିଛି। ଯାହାକୁ ମୋନୋସିଫେଲସ ଡ଼ାଇଫିଗସ ଓ ମୋନୋ ରାଚିପାଗସ ଟେପ୍ରାପସ କୁହାଯାଏ ।

ଡ଼କ୍ଟର କହିଥିଲେ, ଏହି କୁକୁର ବହୁତ ଶକ୍ତିଶାଳୀ ଓ ମଜବୁତ ଅଟେ । ଏହାର ଶରୀରର ହାଡ଼ ମଧ୍ୟ ସବଳ ଅଟେ, ଏହାର ବିକାଶ ସାମାନ୍ୟ କୁକୁର ପରି ହେଉଛି । ଏହାର ସାରା ଗୋଡ଼ କାମ କରୁଛି । ଯେବେ ଏହା ବଡ଼ ହେବ ସେତେବେଳେ ତାକୁ ବୁଲିବା ଓ ଚାଲିବାକୁ ମେଡିକାଲ ଆସିଷ୍ଟାଣ୍ଟ ଆବଶ୍ୟକ ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *