ମହଙ୍ଗା ପେଟ୍ରୋଲ-ଡିଜେଲ ପାଇଁ ଆଉ ଟେନସନ ହେବାର ନାହିଁ ! ଏହିପରି ଭାବରେ ଆପଣ ପାଇ ପାରିବେ ୫୦ ଲିଟର ପେଟ୍ରୋଲ ମାଗଣାରେ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଦେଶରେ ପେଟ୍ରୋଲ ଡିଜେଲର ମୂଲ୍ୟ ଆକାଶଛୁଆଁ ହୋଇଗଲାଣି | ପେଟ୍ରୋଲ ୧୦୦ ଟଙ୍କାରେ ପହଞ୍ଚିବା ପରେ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ୟାକ୍ସ ହ୍ରାସ କରିବାକୁ ପ୍ରୋତ୍ସାହିତ କରୁଛନ୍ତି, କିନ୍ତୁ କେବେ ରିଲିଫ ମିଳିବ, ଏହାର ଆଶା ଦୂର ଦୂର ପର୍ଯ୍ୟନ୍ତ ଦେଖାଯାଉନାହିଁ |

୫୦ ଲିଟର ପେଟ୍ରୋଲ ପୁରା ମାଗଣା :-

ତଥାପି ନିରାଶ ହେବାର ଆବଶ୍ୟକତା ନାହିଁ, କାରଣ ଏପରି ଏକ ସ୍କିମ ଅଛି ଯେଉଁଥିରେ ଆପଣ ଚାହିଁଲେ ବର୍ଷସାରା ୫୦ ଲିଟର ପେଟ୍ରୋଲ ପୁରା ମାଗଣାରେ ନେଇପାରିବେ, ତେବେ ଆପଣଙ୍କ ପାଖରେ ଇଣ୍ଡିଆନ ଅଏଲ ଏଚଡ଼ିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ଥିବ ଏବଂ ଏହା ଦ୍ୱାରା ହିଁ ପେମେଣ୍ଟ କରନ୍ତୁ | ଏଚଡ଼ିଏଫସି ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି କ୍ରେଡିଟ କାର୍ଡ ଦ୍ୱାରା କିଣିବା ଉପରେ ଆପଣଙ୍କୁ ଫ୍ଲୁଲ ପଏଣ୍ଟ ମିଳିଥାଏ |

କିଣିବା ଉପରେ ଏପରି ମିଳିଥାଏ ପଏଣ୍ଟ :-

ଯେତେବେଳେ ଆପଣ ଏହି କ୍ରେଡିଟ କାର୍ଡରୁ ପେଟ୍ରୋଲ କିଣିବେ ସେତେବେଳେ ଆପଣ ଯେତିକି ଟଙ୍କା ଖର୍ଚ୍ଚ କରିଥିବେ ତାହାର ୫ ପ୍ରତିଶତ ଆପଣଙ୍କୁ ଫ୍ଲୁ ପଏଣ୍ଟ ଭାବରେ ମିଳିଥାଏ | ଇଣ୍ଡିଆନ ଅଏଲ ଆଉଟଲେଟ ଉପରେ ପୂର୍ବରୁ ୬ ମାସ ମଧ୍ୟରେ ପ୍ରତ୍ୟକ ମାସରେ ସର୍ବାଧିକ ୫୦ ଫ୍ଲୁଲ ପଏଣ୍ଟ ମିଳିଥାଏ | ୬ ମାସପରେ ଆପଣ ସର୍ବାଧିକ ୧୫୦ ଫୁଲ ପଏଣ୍ଟ ହାସଲ କରିପାରିବେ | ଏହାବ୍ୟତୀତ ଅନ୍ୟ ସପିଙ୍ଗ ଉପରେ ମଧ୍ୟ ୧୫୦ ଖର୍ଚ୍ଚ କରିବା ଉପରେ ୧ ଫ୍ଲୁଲ ପଏଣ୍ଟ ଯୋଡି ହୋଇଯାଇଥାଏ | ଏହି ଫ୍ଲୁଲ ପଏଣ୍ଟ କୁ ରିଦିମ କରି ଆପଣ ବର୍ଷକୁ ୫୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ପାଇଁ ପାରିବେ |

ଇଣ୍ଡିଆନ ଅଏଲ ଏଚଡ଼ିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ଼ର ଫିସ :-

କିନ୍ତୁ ଏହି କାର୍ଡ ଆପଣଙ୍କୁ ଫ୍ରିରେ ମିଳିଯିବ | ଏହୁ କ୍ରେଡିଟ କାର୍ଡ ପାଇଁ ଆବେଦନ କରିବା ଉପରେ ଆପଣଙ୍କୁ ମେମ୍ବରସିପ ଫିସ ଅଧୀନରେ ୫୦୦ ଟଙ୍କା ଏବଂ ଜିଏସଟି ଅଲଗା ଭାବରେ ଦେବାକୁ ପଡିଥାଏ | ଏହି କାର୍ଡ ପାଇଁ ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଲୋକ ଆବେଦନ କରି ପାରିବେ | ଯଦି ଆପଣ ଚାକିରୀ କରୁଥାନ୍ତି ତେବେ ଆପଣଙ୍କ ମାସିକ ଦରମା ଅତି କମରେ ୧୦ ହଜାର ଟଙ୍କା ହେବା ଦରକାର | ଯଦି ଆପଣଙ୍କ ଏହି କ୍ରେଡିଟ କାର୍ଡ ହଜିଗଲା ତେବେ ଆପଣ ୨୪ ଘଣ୍ଟା ମଧ୍ୟରେ ଏହାର ସୂଚନା କମ୍ପାନୀକୁ ଦେବା ଆବଶ୍ୟକ | ନୁଆଁ କାର୍ଡ ପାଇଁ ଆପଣଙ୍କ ଠାରୁ କୌଣସି ଫିସ ନିଆଯିବ ନାହିଁ |

ଏହି ସହର ଗୁଡିକରେ ଏହି ଅଫର ଉପଲବ୍ଧ ନାହିଁ :-

ବାସ୍ତବରେ ଏହି କ୍ରେଡିଟ କାର୍ଡ ସୁବିଧା କିଛି ଭାରତର କିଛି ବଛା ବଛା ସହରରେ ଉପଲବ୍ଧ ଅଛି | ଯଦି ଆପଣ ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ପୁନେ, ହାଇଦ୍ରାବାଦରେ ରହୁଛନ୍ତି ତେବେ ଏହି ଅଫର ଗୁଡିକର ଫାଇଦା ଉଠାଇ ପାରିବେନି | ଏଚଡ଼ିଏଫସି ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗୋଟେ କଥାକୁ ଧ୍ୟାନ ଦେବେ ଯେ ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କ ରୋଜଗାର ୬ ଲକ୍ଷ ବର୍ଷକୁ ହୋଇଥିବ, ତେବେ ଆପଣ ଏହି କ୍ରେଡିଟ କାର୍ଡ ପାଇଁ ଆବେଦନ କରି ପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *