ଆ-ନ୍ଦୋ-ଳ-ନ ମଧ୍ୟରେ ଚାଷୀଙ୍କ ଖାତାକୁ ଆସିବାକୁ ଯାଉଛି ଟଙ୍କା, ଜାଣନ୍ତୁ କେବେ ମିଳିବ ଟଙ୍କା,ଏହି ପରି ଭାବରେ ଚେକ କରିକି ଦେଖନ୍ତୁ ଆପଣଙ୍କ ନାମ ଅଛି ନା ନାହିଁ !

ପିଏମ କିଷାନ ନିଧି ଯୋଜନାକୁ 2 ବର୍ଷ ପୂରଣ ହୋଇଯାଇଛି ଓ କୃଷକଙ୍କୁ 14000 ଟଙ୍କା ସାତଟି କିସ୍ତିରେ ମଧ୍ୟ ମିଳିଛି । କୃଷକମାନେ ବର୍ତ୍ତମାନ 8ମ କିସ୍ତି ଚାତକ ପରି ଅପେକ୍ଷା କରିଛନ୍ତି । ଆଧା କରାଯାଉଛି ଏହି 8ମ କିସ୍ତି ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ମିଳିଯିବ ।

ଯୋଜନାରେ ରେଜିଷ୍ଟର୍ଡ଼ ହୋଇଥିବା କୃଷକଙ୍କୁ ବାର୍ଷିକ 6000 ଟଙ୍କା ତିନୋଟି କିସ୍ତିରେ ମିଳିଥାଏ । ସରକାରଙ୍କ ଏହି ଯୋଜନାର ଲକ୍ଷ୍ୟ ହେଉଛି କୃଷକ କିପରି ନିଜର ଆୟକୁ ଦ୍ଵିଗୁଣା କରିପାରିବେ । ଏଥିରେ ମୋଟ 11 କୋଟି କୃଷକ ଲାଭବାନ ହେଉଛନ୍ତି ।

ଯୋଜନାରେ ଜଡିତ ମହତ୍ୱ ସୂଚନା :-

କେନ୍ଦ୍ରସରକାର ବିଗତ ଦିନରେ ବୟାନ ଦେଇଥିଲେ କି, ଏହି ଯୋଜନାରେ କିଛି ଠକେଇ କୃଷକ ଲିଷ୍ଟ ହୋଇଛନ୍ତି ଓ ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟବାହୀ କରି ସେମାନଙ୍କ କିସ୍ତି ଫେରସ୍ତ ନେଇଛନ୍ତି ।

ଯଦି ଆପଣ ଏଥିରେ ରେଜିଷ୍ଟର୍ଡ ଅଛନ୍ତି ତାହେଲେ ଚେକ କରିନିଅନ୍ତୁ କି, ଏଥିରେ ଜଡିତ ସମସ୍ତ ପତ୍ରତା ଓ ସମସ୍ତ ସର୍ତ୍ତ ଆପଣ ପୁରା କରିଛନ୍ତି ।

ଏମିତି କୃଷକ ଯିଏକି ଏହି ଯୋଜନାରେ ନିଜର ସଂସ୍ଥାନିକ ଜମିର ବ୍ୟରା ଦେଇଛନ୍ତି ତାହେଲେ ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ ।

ଯଦି କୌଣସି କୃଷକ ଚାଷ କରୁଥାଏ ଓ ଜମି ତା’ ନିଜ ନାମରେ ନରହି ପରିବାରର ଅନ୍ୟ ସଦସ୍ୟ ନାମରେ ରହିଛି । ତାହେଲେ ସେମାନେ ଏହାର ଫାଇଦା ଉଠାଇପାରିବେ ନାହିଁ ।

ଯଦି କୌଣସି କୃଷକ ଭଡା ଜମିରେ ଚାଷ କରୁଥାଏ ତାହେଲେ ସେମାନେ ଏହାର ଫାଇଦା ଉଠାଇପାରିବେ ନାହିଁ ।

10,000 ରୁ ଉର୍ଦ୍ଧ୍ବ ପେନସନ ପାଉଥିବା କର୍ମଚାରୀ ମଧ୍ୟ ଏହାର ଫାଇଦା ଉଠାଇପାରିବେ ନାହିଁ ।

ଯଦି କୌଣସି କୃଷକ ପୂର୍ବରୁ କୌଣସି ଏକ ସାମ୍ବିଧାନିକ ପଦରେ ରହିଥିଲା ସେ ବି ଏହାର ଲାଭ ଉଠାଇପାରିବ ନାହିଁ ।

ସମ୍ଭାବନା ଏହାକି ଯେ, ଆଗ ସପ୍ତାହରେ ଏହାର କିସ୍ତି ଜାରି କରାଯିବ ।

କେମିତି ଚେକ କରିବା 8ମ କିସ୍ତିର ଷ୍ଟେଟସ ।

କୃଷକ ପ୍ରଥମେ pmkisan.gov. in ରେ ଯାଆନ୍ତୁ ।

ଏହାପରେ farmer corner ଉପରେ କ୍ଲିକ କରନ୍ତୁ ।

ଏହି ସେସନରେ ଯାଇ ଆପଣ ଲାଭାର୍ଥୀରେ କ୍ଲିକ କରନ୍ତୁ ।

ଏହାପରେ ଆପଣ ନିଜର ରାଜ୍ୟ, ଜିଲ୍ଳା, ଉପଜିଲ୍ଲା ଏହିପରି ସୂଚନା ଦିଅନ୍ତୁ ।

ଏହାପରେ Get report ରେ କ୍ଲିକ କରି ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ ।

ଏହି ଲିଷ୍ଟରେ ଆପଣ ନିଜର କିସ୍ତି ଷ୍ଟେଟସ ମଧ୍ୟ ଦେଖିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *