ଭାରତ ବନାମ ଇଂଲଣ୍ଡ : ନି-ୟ-ମ ଭା-ଙ୍ଗିଲେ ବେନ ଷ୍ଟୋକ୍ସ,ବଲ ସହ କଲେ ଏମିତି କାମ,ଜାଣନ୍ତୁ ପୁରା ଖବର

ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ପିଙ୍କ ବଲ ଟେଷ୍ଟ। ଗତକାଲି ପ୍ରଥମ ଦିନରେ ଇଂଲଣ୍ଡ ଦଳ ୧୧୨ ରନ କରି ଅଲଆଉଟ ହୋଇଯାଇଥିଲେ। ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନରେ ୩ ୱିକେଟ ବିନିମୟରେ ୯୯ ରନ୍ କରିଛି। ରୋହିତ ଶର୍ମା ୮୨ ବଲରେ ୫୭ ରନ ଓ ଅଜୀଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ଅଛନ୍ତି।

ଭାରତୀୟ ଇନିଂସରେ ଗୋଟିଏ ବଡ ଖବର ନଜରକୁ ଆସିଛି। ଇଂଲଣ୍ଡ ଦଳର ଅଲରାଉଣ୍ଡର ବେନ ଷ୍ଟୋକ୍ସ କରୋନା କଟକଣାକୁ ଉ-ଲ୍ଲ-ଙ୍ଘ-ନ କରି ବଲରେ ଲାଳ ଦେଇ ଏହାକୁ ସାଇନ କରିବାକୁ ଚେଷ୍ଟା କରୁଥିଲେ। ଆଉ ବେନ ଷ୍ଟୋକ୍ସଙ୍କ ଏପରି କା-ରନା-ମା କ୍ୟାମେରାରେ କ-ଏ-ଦ ହୋଇଥିଲା। ଅମ୍ପାୟାର ଷ୍ଟୋକ୍ସଙ୍କ ଏହି କା-ରନା-ମାକୁ ଦେଖି ତୁରନ୍ତ ବଲକୁ ସାନିଟାଇଜ କରିଥିଲେ।

ଭାରତୀୟ ଦଳର ୧୨ ତମ ଓଭର ସରିବା ପରେ ଏହି ଘ-ଟ-ଣା ଘଟିଥିଲା। ବେନ ଷ୍ଟୋକ୍ସ ଭୁଲବଶତଃରେ ବଲରେ ଲାଳ ମାରି ସାଇନ କରିବାକୁ ଚେଷ୍ଟା କରିଥିଲେ।ଅମ୍ପାୟାର ନୀତୀନ ମେନନ ଏହି ଘ-ଟ-ଣା ଦେଖିବା ପରେ ବେନ ଷ୍ଟୋକ୍ସଙ୍କ ସହ କଥା ହୋଇଥିଲେ ଏବଂ କରୋନା କଟକଣାର ନି-ୟ-ମ ଅନୁସାରେ ବଲକୁ ସାନିଟାଇଜ କରିଥିଲେ।

Google

କରୋନା କଟକଣାକୁ ଦୃଷ୍ଟିରେ ରଖି ଆଇସିସି ବଲରେ ଲାଳ ମାରିବା ପାଇଁ ବାରଣ କରାଯାଇଥିଲା। ଏହି କାରଣ ପାଇଁ ଏକ ସ୍ବତନ୍ତ୍ର ନି-ୟ-ମ ମଧ୍ୟ କରାଯାଇଛି। ପ୍ରତି ଇନିଂସରେ ପ୍ରତି ଦଳକୁ ଲାଳ ମା-ରି-ବା ପାଇଁ ଦୁଇ ଦର ୱାର୍ଣ୍ଣିଂ ଦିଆଯିବ। ଏହାପରେ ଯଦି ଟିମର କୌଣସି ଖେଳାଳି ନିୟମକୁ ଉ-ଲ୍ଲଂଘ-ନ କରେ, ତାହେଲେ ୫ରନ ଦଳୀୟ ସ୍କୋରରୁ କା-ଟି ଦିଆଯିବ। ଆଉ ସେହିପରି ଭାବରେ, ଯଦି କୌଣସି ଖେଳାଳି ବଲରେ ଲାଳ ପକାଇକି ବଲକୁ ସାଇନ କରିବା ପାଇଁ ଚେଷ୍ଟା କରୁଥିବେ, ତୁରନ୍ତ ଅମ୍ପାୟାର ଖେଳକୁ ବନ୍ଦ କରି ବଲକୁ ପ୍ରଥମେ ସାନିଟାଇଜ କରିବେ। ଆଉ ପରେ ଖେଳକୁ ଆରମ୍ଭ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *