ରୋହିତ ଶର୍ମାଙ୍କୁ ପଛରେ ପକାଇଲେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ,ସ୍ଥାପନ କଲେ ଏହି ବିଶ୍ୱ ରେ-କ-ର୍ଡ

ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଟି-୨୦ ଲିଗ ମ୍ୟାଚରେ ନିଜର ଜଲୱା ଦେଖାଇଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଚାଲିଥିବା ସୁପର ଲିଗ(ପିଏସଏଲ)ରେ କ୍ରିସ ଗେଲ ବିଶ୍ଵ ରେ-କ-ର୍ଡ କରିଛନ୍ତି।

ପାକିସ୍ତାନରେ ସୋମବାର ଦିନ ଖେଳାଯାଉଥିବା ପିଏସଏଲର ଏକ ମ୍ୟାଚରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରେ ଖେଳୁଥିବା କ୍ରିସ ଗେଲ ଲାହୋର କଲନ୍ଦର୍ସ ବିପକ୍ଷରେ ଅର୍ଦ୍ଧଶତକ ଇନିଂସ ଖେଳି ବିଶ୍ଵ ରେକର୍ଡ କରିଛନ୍ତି। ଏହାସହିତ କ୍ରିସ ଗେଲ ଦୁନିଆର ଏକମାତ୍ର ଖେଳାଳି ଯିଏ ୧୨ଟି ଦେଶରେ ୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି।

Google

ଗେଲ ନିଜର ଟି-୨୦ କ୍ୟାରିୟର ମଧ୍ୟରେ ଭାରତ ବିପକ୍ଷରେ ୩୭ଥର ୫୦ରୁ ଅଧିକ ରନ କରିଛନ୍ତି।ଏହା ପୂର୍ବରୁ ଗେଲ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ସହିତ ୧୧ଟି ଲେଖାଏଁ ଦେଶରେ ନିଜର ପ୍ରଦର୍ଶନ ଦେଖାଇଛନ୍ତି। କିନ୍ତୁ, କ୍ରିସ ଗେଲ ପାକିସ୍ତାନରେ ପିଏସଏଲର ମ୍ୟାଚରେ ୬୮ ରନର ଇନିଂସ ଖେଳି ବିଶ୍ୱ ରେକର୍ଡ କରିଛନ୍ତି।

ଗେଲ ଭାରତ ବ୍ୟତୀତ ୱେଷ୍ଟଇଣ୍ଡିଜରେ ୨୦,ଦକ୍ଷିଣ ଆଫ୍ରିକାରେ ୭,ନ୍ୟୁଜିଲ୍ୟାଣ୍ଡରେ ୧,ଅଷ୍ଟ୍ରେଲିଆରେ ୭,ଜିମ୍ବାୱେରେ ୩,ବାଂଲାଦେଶରେ ୧୧,ଇଂଲଣ୍ଡରେ ୭,ଶ୍ରୀଲଙ୍କାରେ ୩, ୟୁଏଇରେ ୮,ଆମେରିକାରେ ୩ ପାକିସ୍ତାନରେ ଥରେ ୫୦ରୁ ଅଧିକ ରନରେଟ ସ୍କୋର କରିଛନ୍ତି।

ରୋହିତ ଶର୍ମା ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା,ଶ୍ରୀଲଙ୍କା,ବାଂଲାଦେଶ,ୟୁଏଇ,ଅଷ୍ଟ୍ରେଲିଆ, ଆମେରିକା,ଆୟରଲ୍ୟାଣ୍ଡ,ନ୍ୟୁଜିଲ୍ୟାଣ୍ଡ,ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜରେ ସର୍ବାଧିକ ୪୪ଥର ଏବଂ ନିଜ ଦେଶରେ ୫୦ଅଧିକ ଥର ରନରେଟ ସ୍କୋର କରିଛନ୍ତି।

ଟି-୨୦ ରେ-କ-ର୍ଡ ଅନୁସାରେ, ଗେଲଙ୍କ ରେ-କ-ର୍ଡ ଦୁନିଆର କୌଣସି ଖେଳାଳି କରିନାହାନ୍ତି। ଗେଲ ନିଜ କ୍ୟାରିୟରରେ ୪୧୩ ମ୍ୟାଚରୁ ୩୮ ହାରରେ ୧୩୬୯୧ ରନ କରିଛନ୍ତି। ଆଉ ତାଙ୍କ କ୍ୟାରିୟର ମଧ୍ୟରେ ସର୍ବୋଚ୍ଚ ଅପରାଜିତ ସ୍କୋର ୧୭୫ ରନ।

Google

ଗେଲ ନିଜ କ୍ୟାରିୟର ମଧ୍ୟରେ ୨୨ଟି ଶତକ ଓ ୮୬ଟି ଅର୍ଦ୍ଧଶତକ କରିଛନ୍ତି। ୧ହଜାରରୁ ଅଧିକ ଛକା ଏବଂ ୧ହଜାରରୁ ଅଧିକ ଚୌକା କରିଛନ୍ତି। ଏହାବ୍ୟତୀତ ସେ ୮୦ଟି ୱିକେଟ ମଧ୍ୟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *