ଅଫିସ ଖୋଲା ଯିବାର ଖବର ପାଇବା ପରେ ଝିଅଟିର ଉଡ଼ିଗଲା ହୋ-ସ,ଦେଖନ୍ତୁ ଭିଡ଼ିଓ ଆଉ ଜାଣନ୍ତୁ କଣ ରହିଛି ପ୍ରକୃତ ରହସ୍ୟ

କରୋନା ଭାଇରସ ଲକଡାଉନ କାରଣରୁ କେତେକ କାର୍ଯ୍ୟାଳୟ ଓ କମ୍ପାନୀ ବନ୍ଦ ରହିଥିଲା ଓ ନିଜର କର୍ମଚାରୀ ମାନଙ୍କୁ ୱାର୍କ ଫ୍ରମ ହୋମ ଜରିଆରେ କାମ କରାଇବା ଆରମ୍ଭ କରିଥିଲେ । ଯାହାଦ୍ୱାରା ଦୀର୍ଘ ଏକବର୍ଷ ହେବ କର୍ମଚାରୀ ମାନେ ନିଜର ଘରେ ବସି ୱାର୍କ ଫ୍ରମ ହୋମ ଜରିଆରେ ସହଜରେ ନିଜ ଘରେ କାମ କରୁଥିଲେ ।

ବର୍ତ୍ତମାନ କରୋନା ପରିସ୍ଥିତି ସୁଧୁରୁଥିବା ସମୟରେ କମ୍ପାନୀ ଓ କିଛି ସଂସ୍ଥା ପୁଣିଥରେ ନିଜାଫ ଅଫିସ ଖୋଲିବା ଆରମ୍ଭ କରିଛନ୍ତି ଓ କର୍ମଚାରୀ ମାନଙ୍କୁ ଯାହାଦ୍ଵାରା ଅଫିସ ଯିବାକୁ ପଡ଼ିବ ଓ ଏଥିରେ କର୍ମଚାରୀ ବହୁତ ଦୁଃଖିତ ମଧ୍ୟ ଅଛନ୍ତି । ଜଣେ ମହିଳା ତାଙ୍କର ଅଫିସ ଖୋଲିବାକୁ ନେଇ ଏକ ଭିଡ଼ିଓ ଶେୟର କରି ଦୁଃଖ ମଧ୍ୟ ପ୍ରକାଶ କରିଥିଲେ । ଇଂଷ୍ଟାଗ୍ରାମ ୟୁଜର୍ସ ହରଜସ ସେଠି ଏକ ଭିଡ଼ିଓ ଶେୟର କରି କହୁଛନ୍ତି କି, ଲକଡାଉନ ପରେ ତାଙ୍କ ଅଫିସ ଖୋଲିବାକୁ ଯାଉଛି ଓ ଏତିକି କହି ସେ କାନ୍ଦିବାକୁ ଆରମ୍ଭ କରିଦେଇଛନ୍ତି ।

ମହିଳା ଜଣକ କହିଛନ୍ତି, ଲକଡାଉନରେ ଘରେ ରହି କାମ କରିବା ଆଭ୍ୟାସରେ ପରିଣତ ହୋଇଯାଇଛି । ଏହାଦ୍ୱାରା ବହୁତ ଖର୍ଚ୍ଚ ବଞ୍ଚିଯାଉଛି, ଏବେ ମୋର ଡାର୍କ ସର୍କଲ ମଧ୍ୟ ଚାଲିଯାଇଛି । ମୁଁ ଏବେ ଜିନ୍ସ ପିନ୍ଧିବା ଅଭ୍ୟାସ ଛାଡି ଦେଇଛି। କଣ ଆବଶ୍ୟକ ଅଫିସ ଖୋଲିବା ?

ଏହାପରେ ସେ କହିଥିଲେ, ମୋର ଏହି ଭିଡ଼ିଓ ଇଂଷ୍ଟାଗ୍ରାମରେ ବହୁତ ଜୋରରେ ଭାଇରାଲ ହେଉଛି ଓ ଟ୍ୱିଟରରେ ମଧ୍ୟ ଶେୟର କରାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *