ଆଖି ମରା ଭିଡ଼ିଓ ଠାରୁ ମଧ୍ୟ ବହୁତ ଫେମସ ଅଟେ ପ୍ରିୟା ପ୍ରକାଶ ୱାରିଅରଙ୍କ ଏହି ଭିଡ଼ିଓ । ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ,ଏବେ ଆପଣ ମଧ୍ୟ ଦେଖି ନିଅନ୍ତୁ

ଉଇଙ୍କ ଗାର୍ଲ ପ୍ରିୟା ପ୍ରକାଶ ୱାରିଅରଙ୍କ ତେଲୁଗୁ ଫିଲ୍ମ ‘ଚେକ’ ଫେବୃଆରୀ 26 ତାରିଖ 2021 ରେ ସିନେମା ଜଗତରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବାପୁର୍ବରୁ ଫିଲ୍ମ ନିର୍ମାତା ଏକ ଗୀତକୁ ପ୍ରଥମେ ରିଲିଜ କରିଥାନ୍ତି । ବର୍ତ୍ତମାନ ପ୍ରିୟା ନିଜର ଏହି ଗୀତରେ ସାଉଥ ଅଭିନେତା ନିତିନଙ୍କ ସହିତ ଅଭିନୟ କରିଛନ୍ତି ଓ ଏହି ଗୀତଟିର ନାମ ହେଉଛି ନିନୁ ଚୁଡ଼କୁଣ୍ଡା ।

ଗୀତ ରିଲିଜ ହେବାପରେ ପ୍ରିୟା ଟ୍ୱିଟରରେ ଟ୍ରେଣ୍ଡ ହେବାକୁ ଲାଗିଥିଲେ । ଏହି ଗୀତର ମ୍ୟୁଜିକ କଲ୍ୟାଣୀ ମଲ୍ଲିକ ଦେଇଛନ୍ତି । ସେହିପରି ଶ୍ରୀ ମଣି ଗୀତ ଲେଖିଥିଲେ । ହରିଚରଣ ଓ ଶକ୍ତିଶ୍ରୀ ଗୋପାଳନ ଏହାକୁ ରୋମାଣ୍ଟିକ ନମ୍ବର୍ ଦେଇଥିଲେ ।

ତେଲୁଗୁ ଆକ୍ସନ ଥ୍ରୀଲର ମୁଭିରେ ଆସିବେ ପ୍ରିୟା :-

ଫିଲ୍ମ ଚେକ ଏକ ତେଲୁଗୁ ଆକ୍ସନ ଥ୍ରୀଲର ମୁଭି ଅଟେ ଯାହାକୁ ଚନ୍ଦ୍ରଶେଖର ୟେଲେଟି ଦ୍ୱାରା ଲେଖାଯାଇଥିଲା ଓ ନିର୍ଦ୍ଦେଶିତ ମଧ୍ୟ କରାଯାଇଥିଲା । ଏହାର ନିର୍ମାତା ବି ଆନନ୍ଦ ପ୍ରସାଦ ଅଟନ୍ତି । ଏହି ଫିଲ୍ମ ଭାବ କ୍ରିଏସନ ଅଣ୍ଡରରେ ପ୍ରସ୍ତୁତ ହୋଇଛି। ଫିଲ୍ମରେ ନିତିନ, ରାକୁଲ ପ୍ରୀତି ଓ ପ୍ରିୟା ପ୍ରକାଶ ନଜର ଆସିବେ । ପ୍ରିୟା ପ୍ରକାଶ ପ୍ରଥମଥର ତେଲୁଗୁ ଫିଲ୍ମରେ ନଜର ଆସିବେ ।

ଏହିଦିନ ଫିଲ୍ମ ରିଲିଜ ହେବ :-

ଏହି ଫିଲ୍ମ ଫ୍ରେବୃଆରୀ 26 ତାରିଖ 2021 ରେ ରିଲିଜ ହେବାକୁ ଯାଉଛି ।

କିଏ ଅଟନ୍ତି ପ୍ରିୟା ପ୍ରକାଶ ୱାରିଅର :-

କହିଦେଉଛୁ, ପ୍ରିୟା ପ୍ରକାଶ ସୋସିଆଲ ମିଡ଼ିଆରେ ଫେମସ ହୋଇଯାଇଥିଲେ । 2017 ମସିହାରେ ପ୍ରିୟାଙ୍କ ଏକ ଗୀତ ଆସିଥିଲା । ଏହି ଗୀତରେ ସେ ଆଖି ମାରି ରାତାରାତି ଫେମସ ହୋଇଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *