ଲୋକମାନେ ହାତୀର ଭିଡ଼ିଓ ବନାଉଥିଲେ,ହଠାତ ଏହି ସମୟରେ ଅଚାନକ ଘଟିଲା ଏହି ଦୁ-ର୍ଘ-ଟ-ଣା,ଦେଖନ୍ତୁ ଭିଡ଼ିଓ

ହାତୀ ସବୁଠାରୁ ଶାନ୍ତ ସ୍ଵଭାବର ପଶୁ ମାନାଯାଇଥାଏ କିନ୍ତୁ ଯେତେବେଳେ ହାତୀକୁ କ୍ରୋଧ ଆସିଥାଏ ସେତେବେଳେ ମଣିଷ କଣ ସିଂହ ବି ତା’ ପାଖକୁ ଯିବାକୁ ଉଚିତ ମନେକରି ନଥାଏ । ସୋସିଆଲ ମିଡିଆରେ ଜଙ୍ଗଲ ସଫାରୀର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ହାତୀ କ୍ରୋ-ଧରେ ବସ ରେ ବସିଥିବା ଲୋକମାନଙ୍କ ଆଡ଼କୁ ମାଡି ଆସୁଛି । ଏକ ଜଙ୍ଗଲ ସଫାରୀରେ ଲୋକମାନେ ବସ ରେ ବସି ହାତୀର ଫୋଟୋ ଉଠାଉଥିଲେ କିନ୍ତୁ ପରେ ହାତୀକୁ କ୍ରୋ-ଧ ଆସିବାରୁ ସେ ବସ ଆଡ଼କୁ ଧାଇଁ ଆସିଥିଲା ।

ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ପ୍ରେମନାଥ ଶେୟର କରିଥିଲେ । ତାଙ୍କ ମୁତାବିକ ଭିଡ଼ିଓ ବନ୍ଦୀପୁର ଟାଇଗର ରିଜର୍ଭର ଅଟେ । ଯାହାକୁ ଆର୍ଟିକଲ ଲେଖିବା ପୂର୍ବରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିସାରିଥିଲା । ଲୋକମାନେ ଭିଡ଼ିଓରେ ନିଜର ଉତ୍ତର ଦେଇ କହିଥିଲେ, ଏହା ଦେଖି ତାଙ୍କର କଲିଜା ବାହାରକୁ ଚାଲିଆସିଥିଲା ।

କଣ ରହିଛି ଭିଡ଼ିଓରେ ?

ଆପଣ ଦେଖିପାରିବେ କିଛି ଲୋକ ଜଙ୍ଗଲରେ ସଫାରୀ କରୁଛନ୍ତି । ସେ ଜଙ୍ଗଲୀ ପଶୁଙ୍କ ଫୋଟୋ ମଧ୍ୟ ଉଠାଉଛନ୍ତି। ଏହାମଧ୍ୟରେ ଗୋଟିଏ ହାତୀ କ୍ରୋଧରେ ବସ ରେ ବସିଥିବା ଲୋକଙ୍କ ଆଡ଼କୁ ମାଡ଼ିଆସୁଛି । ବସ ଡ୍ରାଇଭର ବହୁତ ବୁଦ୍ଧିମତା ସହିତ କାମ କରିଥିଲେ । ସେ ସଠିକ ସମୟରେ ବସ କୁ ରିଭର୍ସ କରିଥିଲେ ଓ ସବୁ ଲୋକ ଶାନ୍ତିରେ ନିଶ୍ୱାସ ନେଇଥିଲେ ଓ ହାତୀ ତାଙ୍କ ପିଛା ଛାଡିଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *