ମୃ-ତ୍ୟୁ ପ୍ରମାଣପତ୍ର ଖୋଲିଦେଲା ଗୁମର,‘ମୋ-ଷ୍ଟ ଓ୍ବା-ଣ୍ଟେ-ଡ୍‌ ପଳାତକ ଅ-ଭି-ଯୁ-କ୍ତ’ ବିବନ ବିଶ୍ବାଳ କେମିତି ପଡିଥିଲା ପୋ-ଲି-ସ ପଞ୍ଝାରେ,ଜାଣନ୍ତୁ ପୁରା କାହାଣୀ !

ଓଡ଼ିଶା ଅ-ପରା-ଧ ଇତିହାସର ମୋ-ଷ୍ଟ ଓ୍ବା-ଣ୍ଟେ-ଡ୍‌ ପଳାତକ ଅ-ଭିଯୁ-କ୍ତ ବିବନ ବିଶ୍ବାଳ ଶେଷରେ ଗତକାଲି ପୋ-ଲି-ସ ହାତରେ ଧରା ପଡ଼ିଛି। ବିବନ ବିଶ୍ଵାଳ ଓରଫ ବାରଙ୍ଗ କିଙ୍ଗ(ବିକେ) ହେଉଛି,ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗ-ଣଦୁ-ଷ୍କ-ର୍ମ ମା-ମ-ଲା-ର ମୁଖ୍ୟ ଅ-ଭିଯୁ-କ୍ତ।

ମୃ-ତ୍ୟୁ ପ୍ରମାଣପତ୍ର ଆବେଦନ ଧରାଇଦେଲା..!

ଜମି ବିକ୍ରି କରିବା ପାଇଁ କିଛି ଦିନ ପୂର୍ବରୁ ବିବନର ସାନପୁଅ ଓ ପତ୍ନୀ ବାରଙ୍ଗ ଥା-ନାକୁ ଆସି ବିବନ ବିଶ୍ୱାଳର ମୃ-ତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ସେହି ସମୟରେ ବାରଙ୍ଗ ଥା-ନା ଅଧିକାରୀ ଚତୁରତାର ସହ ସାନ ପୁଅର ମୋବାଇଲ ନମ୍ୱର ରଖିଥିଲେ। ଏହି ମୋବାଇଲ ନମ୍ବରକୁ ବାରଙ୍ଗ ଥା-ନା ପୋ-ଲି-ସ ଅଧିକାରୀ ଟ୍ରାକିଂ କରିଥିଲେ। ଏହି ଟ୍ରାକିଂରୁ ଜଣାପଡିଥିଲା ଯେ, ଏହି ନମ୍ବରକୁ ଅଧିକ କଲ ଜଳନ୍ଧର ସ୍ୱାଇଁଙ୍କ ନାମରେ ଆସୁଥିଲା। ଫଳରେ, ପୋ-ଲି-ସ ଉକ୍ତ ନମ୍ବରକୁ ସ-ନ୍ଦେ-ହ କରି ବିବନକୁ ଧରିବାରେ ସକ୍ଷମ ହୋଇଥିଲେ। ଜଳନ୍ଧର ସ୍ୱାଇଁ ନାମରେ ବିବନ ତା’ପୁଅ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ପଠାଉଥିଲା। ଏହିକଥା ଜାଣିବା ପରେ ଜଳନ୍ଧର ସ୍ୱାଇଁ ହିଁ ବିବନ ବିଶ୍ଵାଳ ବୋଲି ଏବଂ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗ-ଣଦୁ-ଷ୍କ-ର୍ମ ମା-ମ-ଲାର ମୁଖ୍ୟ ଅ-ଭିଯୁ-କ୍ତ ବୋଲି ସ୍ପଷ୍ଟ ହୋଇଥିଲା।

ମୃ-ତ୍ୟୁ ପ୍ରମାଣପତ୍ର ପାଇଁ ଉଦ୍ୟମ କରୁଥିଲେ ପରିବାର ଲୋକ

ଅ-ପରା-ଧ ଘଟାଇବା ପରଠାରୁ ବିବନ ବିଶ୍ୱାଳ ଫେ-ରା-ର ହୋଇଯାଇଥିଲା। ବହୁତ ଲୋକମାନେ କହୁଥିଲେ ଯେ, ସେ ମ-ରିଯାଇଛି କିମ୍ବା ତାକୁ କିଏ ମା-ରିଦେଇଛି। କିନ୍ତୁ, ପରିବାର ଲୋକମାନେ ଜାଣିଥିଲେ ଯେ, ସେ ବଞ୍ଚିଛି। ଲୋକମାନେ ଚର୍ଚ୍ଚା କରୁଥିବା ବିବନ ମୃ-ତ୍ୟୁ କଥାକୁ ପରିବାର ଲୋକମାନେ ଅସ୍ତ୍ର କରିଥିଲେ। ଆଉ ବିବନ ମୃ-ତ ବୋଲି ସରକାରୀ ନିୟମ ଅନୁଯାୟୀ ଦେଖାଇବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ। ପରିବାର ଲୋକେ ବାରଙ୍ଗ ଥା-ନାକୁ ଯାଇ ମୃ-ତ୍ୟୁ ପ୍ରମାଣ ପତ୍ର ଦେବାପାଇଁ ଗୁହାରି ମଧ୍ୟ କରିଥିଲେ। ଏପରିକି ପୋ-ଲି-ସ ବିବନ ମୃ-ତ ବୋଲି ଖଣ୍ଡେ କାଗଜରେ ଲେଖିଦେଉ ବୋଲି ଅ-ନୁରୋ-ଧ କରିଥିଲେ। କେବଳ ଏତିକି ନୁହେଁ, ବିବନ ମୃ-ତ ବୋଲି ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖକୁ ମଧ୍ୟ ଯାଇ ନେ-ହୁ-ରା ହୋଇଛନ୍ତି। ସୂଚନା ଅନୁସାରେ, ଏହିସବୁ କାମ ବିବନର ନିର୍ଦ୍ଦେଶ ଅନୁସାରେ କରୁଥିଲେ ପରିବାର ଲୋକେ। ଆଉ ବିବନର ମୃ–ତ୍ୟୁ ପ୍ରମାଣ ପତ୍ର ମିଲିଯାଇଥିଲେ, ବିବନକୁ ଧରିଲା ପରେ ପ୍ରମାଣ କରାଯାଇପାରିନଥାନ୍ତା ଯେ, ସେ ହିଁ ଗ-ଣଦୁ-ଷ୍କ-ର୍ମ ମା-ମ-ଲାର ମୁଖ୍ୟ ଅ-ଭିଯୁ-କ୍ତ।

ଅନ୍ୟ ବ୍ୟକ୍ତିଙ୍କ ଜରିଆରେ ପରିବାର ସହ ସମ୍ପର୍କରେ ଥିଲା

ବିବନ ବାରଙ୍ଗରୁ ଫେ-ରା-ର ହେବା ପରେ ମୁମ୍ବାଇରେ ଯାଇ ରହିଥିଲା। ଆଉ କିଛି ବର୍ଷ ପର୍ଯ୍ୟନ୍ତ ସେ ପରିବାର ବର୍ଗ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିନଥିଲା। ଆଉ ମା-ମ-ଲା ଟିକେ ଶାନ୍ତ ହେବାପରେ ନରଣପୁର ଅଞ୍ଚଳର କିଛି ପରିଚିତ ଲୋକଙ୍କୁ ଫୋନ କରି ମୁମ୍ବାଇରେ ରହୁଥିବା କଥା କହିଥିଲା। ଆଉ ପରେ ସେହି ସାଙ୍ଗ ମାନେ ବିବନର ପରିବାର ଓ ସମ୍ପର୍କୀୟଙ୍କ ଜରିଆରେ ଖବର ଦେଇଥିଲେ। ଏପରିକି ସେ ପାଉଥିବା ତାର ଦରମା ପଇସା ମଧ୍ୟ ସମ୍ପର୍କୀୟଙ୍କ ଜରିଆରେ ଘର ଲୋକଙ୍କ ପାଖକୁ ପଠାଉଥିଲା। ଆଉ ପରେ ସମ୍ପର୍କୀୟମାନେ ଟଙ୍କାକୁ ବିବନର ପୁଅ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ।ଏହିପରି ଭାବରେ ବିବନ ତାର ଦରମା ଟଙ୍କା ପରିବାର ଲୋକଙ୍କ ପାଖକୁ ପଠାଉଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *