୨୪୪ କିଲୋ ଥିଲା ଏହି ବ୍ୟକ୍ତି,ପ୍ରେମ ପାଇଁ ହୋଇଗଲା ପୁରା ପତଳା ଏବଂ ସାଜିଲା ସୁପରଷ୍ଟାର,ଦେଖନ୍ତୁ ଏହି ବ୍ୟକ୍ତି କେମିତ ନିଜର ଓଜନକୁ କମାଇଲେ

ଜାଣନ୍ତୁ ଏହି ବ୍ୟକ୍ତିଙ୍କୁ :-

ଫଟୋ ଦେଖିବା ପରେ ଠିଆ ହୋଇ ନିଜକୁ ଦେଖିବାକୁ ଲାଗନ୍ତୁ ନାହିଁ | ସବୁ ପ୍ରେମର ଉପହାର ଅଟେ | ଜନ ଆଲାଇରଙ୍କ ଓଜନ ୨୪୪ କିଲୋ ଥିଲା | ତାଙ୍କ ପୁରା ପରିବାରରେ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଫିଟ ହୋଇନାହାନ୍ତି | ସବୁ ଲୋକ ମୋଟା ଅଟନ୍ତି | କିନ୍ତୁ ଜନଙ୍କୁ ଫିଟ ହେବାକୁ ପଡିଲା | କାହିଁକି ?

ନିଜ ପ୍ରେମ ପାଇଁ :-

ଯେତେବେଳେ ତାଙ୍କ ପ୍ରେମ ତାଙ୍କୁ ବିବାହ କରିବା ପାଇଁ ହଁ କହିଦେଲା, ସେତେବେଳେ ସେ ନିଷ୍ପତ୍ତି ନେଲେ ଯେ ସେ ନିଜର ହେବାକୁ ଯାଉଥିବା ସ୍ତ୍ରୀଙ୍କ ପାଇଁ ଫିଟ ହେବେ |

ବହୁତ ଅଧିକ ଖାଉଥିଲେ :-

ଜନଙ୍କୁ ଅଧିକ ଖାଦ୍ୟ ଖାଇବାର ଅଭ୍ୟାସ ଥିଲା | ଏହି ଖାଇବା ସହ ମୁକାବିଲା କରିବା ପାଇଁ ତାଙ୍କୁ ବହୁତ ଅସୁବିଧା ହେଲା | କିନ୍ତୁ ଯେଉଁ ଝିଅ ସହିତ ବିବାହ କରିବାକୁ ଯାଉଥିଲେ ସେ ତାଙ୍କୁ ହାଇ ସ୍କୁଲରୁ ଜାଣିଥିଲେ | ଅର୍ଥାତ, ସେ ଜନଙ୍କଠାରେ ବିଶ୍ୱାସ କରୁଥିଲେ ଯେ ସେ ଏହା କରିପାରିବେ | ସେ ଫିଟ ହୋଇପାରିବେ | ଜନ କହିଛନ୍ତି ଯେ ତାଙ୍କ ବାପାମାଙ୍କର ଛାଡପତ୍ର ହୋଇଥିଲା | ଏହି କାରଣରୁ ମଧ୍ୟ ତାଙ୍କ ଖାଇବା ସିଷ୍ଟମ ବିଗିଡି ଯାଇଥିଲା |

ସୋଫା, ଚେୟାର ଭାଙ୍ଗି ଦେଉଥିଲେ :-

ତେବେ ଜନଙ୍କ ବାପାଙ୍କ ମୃତ୍ୟୁ ପରେ ସେ ବହୁତ ମୋଟା ହୋଇଯାଇଥିଲେ | ସେ ନିଜକୁ ସମସ୍ତଙ୍କ ଠାରୁ ଅଲଗା କରିନେଇଥିଲେ | ଏମିତିକି ତାଙ୍କ ଓଜନ ଏତେ ବଢିଯାଇଥିଲା ଯେ ସେ ଫର୍ନିଚର ଉପରେ ବସିଲେ ତାହା ଭାଙ୍ଗିଯାଉଥିଲା | ସେ ଅନେକ ସୋଫା ଏବଂ ଚେୟାର ଭାଙ୍ଗିଦେଇଛନ୍ତି |

ମରିବାକୁ ମଧ୍ୟ କରିଥିଲେ ଚିନ୍ତା :-

ଲୋକମାନେ ତାଙ୍କୁ ବହୁତ ଥଟ୍ଟା କରୁଥିଲେ | ଏହି ସମୟରେ ଜନଙ୍କ ମୁଣ୍ଡରେ ଅନେକ ଥର ମରିବାର ଚିନ୍ତା ମଧ୍ୟ ଆସିଥିଲା | କିନ୍ତୁ ତାଙ୍କ ସାଙ୍ଗ କାଇଲା ତାଙ୍କ ସହ ଥିଲେ | ପରେ ଜନ ତାଙ୍କୁ ହିଁ ବିବାହ କରିଥିଲେ | ସେ କହିଛନ୍ତି ଯେ ସେ ତାଙ୍କୁ ସେପରି ଭଲ ପାଉଥିଲେ, ଯେପରି ସେ ଅଟନ୍ତି | କିନ୍ତୁ ଜନ ଚାହୁଁଥିଲେ ଯେ ସେ ମଧ୍ୟ ଏହି ସମ୍ପର୍କରେ ନିଜର ବେଷ୍ଟ ଦେବେ |

ଧୀରେ ଧୀରେ କରିବାକୁ ଲାଗିଲେ ଫିଟନେସ ଉପରେ କାମ :-

ସବୁଠାରୁ ପ୍ରଥମେ ସେ ନିଜର ଡାଏଟ ଠିକ କଲେ | ସେ ଜଙ୍କ ଫୁଡ ଖାଇବା ବନ୍ଦ କରିଦେଲେ | ସେ ବହୁତ ୱାର୍କ କରିବାକୁ ଲାଗିଲେ | ଏହା ଦ୍ୱାରା ତାଙ୍କ ଶରୀରର ଅଙ୍ଗରେ ପରିବର୍ତ୍ତନ ହେବାକୁ ଲାଗିଲା |

ଜନ ଏହାପରେ ଜିମ ଜଏନ କରିଲେ | ସେ ଡେ଼ଡିକେଶନ ସହିତ ଏହା ଉପରେ କାମ କଲେ |

ଏ କ’ଣ ସେହି ଜନ ଅଟନ୍ତି ?

ଜିମରେ ସେ ବ୍ୟାୟାମ କରିବାରୁ ତାଙ୍କୁ ଦେଖି କୋଚ ଏବଂ ତାଙ୍କ ଆଖପାଖର ଲୋକମାନେ ମଧ୍ୟ ବହୁତ ଖୁସି ଥିଲେ | ଜନ ବହୁତ ଉତ୍ସାହିତ ଭାବରେ ଥିଲେ | ତାଙ୍କୁ କୌଣସି ପ୍ରକାରେ ତାଙ୍କ ଫିଟନେସ ଉପରେ କାମ କରିବାକୁ ଥିଲା |

ଗୋଟିଏ ବର୍ଷ ମଧ୍ୟରେ ଦେଖନ୍ତୁ ପାର୍ଥକ୍ୟ :-

ଗୋଟିଏ ବର୍ଷ ମଧ୍ୟରେ ଜନ ପାଖାପାଖି ୧୪୦ କିଲୋ ଓଜନକୁ କମାଇଥିଲେ |

ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇଲେ ନିଜର ପ୍ରକୃତ କାହାଣୀ :-

ଜନ ଇନଷ୍ଟା ମାଧ୍ୟମରେ ଲୋକମାନଙ୍କ ପର୍ଯ୍ୟନ୍ତ ନିଜର ପ୍ରକୃତ କାହାଣୀ ପହଞ୍ଚାଇଥିଲେ | ସେ ଲୋକମାନଙ୍କୁ ଏହା ଦେଖାଇଲେ ଯେ ଯଦି ଆମେ କିଛି କରିବାକୁ ଚାହିଁବା ତେବେ ସବୁ କିଛି କରିପାରିବା |

ବିଶ୍ୱାସ ହେଉନାହିଁ ନା ?

ନିଜ ବେବି ସହିତ ଜନ :-

ଡେଡ଼ଲିଫ୍ଟ ୱାର୍କ ଆଉଟ କରୁଥିଲେ :-

ତେବେ ଆପଣ ଦେଖିଲେ ତ… ଓଜନଠାରେ ହାରନ୍ତୁ ନାହିଁ | ତା’ଠାରୁ ଜିତିବାର ଅଛି | ଜନଙ୍କ ପ୍ରକୃତ କାହାଣୀରୁ ଆପଣ ମଧ୍ୟ ପ୍ରେରଣା ନେଇପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *