ପର ପୁରୁଷ ସହ ସ୍ତ୍ରୀ ଫେ-ରା-ର, ଧା-ର-ଣାରେ ବସିଲେ ସ୍ବାମୀ, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ବିବାହ ବେଦୀ ନି-ଆକୁ ସା-କ୍ଷୀ ରଖି ସାତ ଜନମର ସାଥୀ ହେବେ ବୋଲି ହାତ ଧରିଥିଲେ ପତ୍ନୀ। କିନ୍ତୁ, ସାତ ଜନମର ସା-କ୍ଷୀ ସହିତ ନିଜର ଦୁଇ କଅଁଳ ଛୁଆକୁ ତୁଚ୍ଛ କରି ପର ପୁରୁଷ ସହିତ ଫେ-ରା-ର ହୋଇଗଲେ ସ୍ତ୍ରୀ। ପର ପୁରୁଷ ପାଇଁ ନିଜର ୫ ବର୍ଷର ସମ୍ପର୍କ ଫିକା ପଡ଼ିଗଲା। ୨୦ ଦିନ ଧରି ଦୁଇ କୁନି ଛୁଆଙ୍କ ସହ ବାର ଦୁଆର ବୁଲି ସ୍ତ୍ରୀଙ୍କୁ ଖୋଜି ବୁଲୁଛନ୍ତି ସ୍ବାମୀ। ଶେଷରେ ହାରାଶ ହୋଇ ପ୍ରେମିକ ଘର ସାମ୍ନାରେ ଧା-ର-ଣାରେ ବସିଲେ। ଏହିଭଳି ଦୁଃ-ଖ-ଦ ଘ-ଟ-ଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ନାଉଙ୍ଗା ଥାନା ଏରେଡା ଗ୍ରାମରେ।

ଏରେଡା ଗ୍ରାମର ତୁଷାର ସ୍ୱାଇଁଙ୍କ ପତ୍ନୀଙ୍କୁ ନିଆଳି ଥା-ନା ଅଳତଳଙ୍ଗ ଗ୍ରାମର ରିଣ୍ଟୁ ପ୍ରଧାନ ୨୦ ଦିନ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ଅପହରଣ କରି କେଉଁ ଆଡେ ନେଇ ଯାଇଥିବା ଅ-ଭି-ଯୋ-ଗ ହେଇଛି। ତୁଷାରଙ୍କ ଗାଁରେ ରିଣ୍ଟୁଙ୍କର ପିଉସୀ ଘର ହେଇଥିବାରୁ ରିଣ୍ଟୁ ବେଳେ ବେଳେ ତୁଷାରଙ୍କ ଘରକୁ ବୁଲି ଯାଏ। ପୋଡ଼ିଶି ମାନଙ୍କ କହିବା ଅନୁସାରେ, ରିଣ୍ଟୁ ଫୋନରେ ତୁଷାରଙ୍କ ପତ୍ନୀ ସହ କଥା ବାର୍ତ୍ତା ମଧ୍ୟ ହୁଏ। କିନ୍ତୁ, ଗତ ୨୦ ଦିନ ହେଲାଣି ତୁଷାରଙ୍କ ପତ୍ନୀ ଘରୁ ସମସ୍ତ ଟଙ୍କା ସୁନା ସହ ଏହି ଅ-ଭି-ଯୁ-କ୍ତ ରିଣ୍ଟୁ ପ୍ରଧାନଙ୍କ ସହ ଫେ-ରା-ର ହୋଇଯାଇଛନ୍ତି।

Google

ଆଉ ପତ୍ନୀଙ୍କୁ ବହୁ ଖୋ-ଜାଖୋ-ଜି କରି ନପାଇବା ପରେ ରିଣ୍ଟୁ ପ୍ରଧାନଙ୍କ ଘର ସମ୍ମୁଖରେ ଧା-ର-ଣାରେ ବସିଛନ୍ତି। ଏହି ଘ-ଟ-ଣା ଦେଖିବା ପରେ ରିଣ୍ଟୁଙ୍କ ବାପା ମା ଘରେ ତାଲା ପକାଇ କେଉଁ ଆଡେ ଚାଲି ଯାଇଛନ୍ତି। ଆଉ ନିଜ ପତ୍ନୀଙ୍କୁ ନପାଇବା ପର୍ଯ୍ୟନ୍ତ ତାଙ୍କ ଦୁଇ କଅଁଳ ଛୁଆଙ୍କୁ ଧରି ଧା-ର-ଣାରେ ବସି ରହିଥିବେ ବୋଲି ଜି-ଦ୍ ଧରି ବସିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *