ଯେଉଁ ବଡି ବିଲଡର ଏହି ଡଲକୁ କରିଥିଲେ ବିବାହ, ବର୍ତ୍ତମାନ ସେ ତାଙ୍କୁ ନେଇ କରିବାକୁ ଯାଉଛନ୍ତି ଏମିତି

ଦୁନିଆରେ ବହୁତ ପ୍ରକାର ଲୋକ ଅଛନ୍ତି, ଏତେ ପ୍ରକାରଯେ ଆପଣ ନିଜେ ମଧ୍ୟ ଦ୍ଵନ୍ଦରେ ପଡିଯିବେ। କେହି ନିଜକୁ ନିଜେ ବିବାହ କରୁଛି ତୋ ଆଉ କେହି ସେକ୍ସ ଡଲଙ୍କୁ ବିବାହ କରୁଛନ୍ତି। ଜଣେ ବଡିବିଲଡର ସେକ୍ସ ଡଲକୁ ବିବାହ କରିଲେ। ଏହି କାରଣରୁ ସେ ଗତ ବର୍ଷ ଚର୍ଚ୍ଚାରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ଯାହା କରିବାକୁ ଯାଉଛନ୍ତି ସେଥିପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିବା ଉଚିତ।

ତାଙ୍କର ନାମ କଣ?

କଜାକିସ୍ଥାନର ବାସିନ୍ଦା ଅଟନ୍ତି। ତାଙ୍କର ନାମ ୟୁରୀ ଟୋଲୋଚ୍କ ଅଟେ। ଏହି ଅଦ୍ଭୁତ ବିବାହର ଫୋଟକୁ ଲୋକମାନଙ୍କୁ ସହ ସୋସିଆଲ ମିଡିଆରେ ସେୟାର କରିଥିଲେ। ଗତ ବର୍ଷ ନଭେମ୍ବରରେ ସେ ଏହି ଡଲକୁ ବିବାହ କରିଥିଲେ।

ଡଲର ନାମ ମଧ୍ୟ ସେ ରଖିଛନ୍ତି:-

ୟୁରୀ ନିଜର ସେକ୍ସ ଡଲର ନାମ ମଧ୍ୟ ରଖିଛନ୍ତି। ତାଙ୍କର ନାମ ମାର୍ଗୋ ଅଟେ। ୟୁରୀଙ୍କ ନିକଟରେ ଏହି ଡଲ ବହୁତ ପୂର୍ବରୁ ଅଛି। ୨୦୧୯ରେ ମାର୍ଗୋଙ୍କୁ ବିବାହ କରିବା ପାଇଁ ୟୁରୀ ପ୍ରୋପଜ କରିଥିଲେ। ସେ ଏହି ଡଲ ସହିତ ମଧ୍ୟ ବୁଲିବାକୁ ଯାନ୍ତି। ଯୋଗ ମଧ୍ୟ କରନ୍ତି। ବାର ଓ ପାର୍ଟକୁ ମଧ୍ୟ ନେଇଯାନ୍ତି।

ବର୍ତ୍ତମାନ କଣ କରିବେ?

ବାଇଶ ଖବର ଅନୁସାରେ, ବର୍ତ୍ତମାନ ସେ ଆଉ ଏକ ସେକ୍ସ ଡଲଙ୍କୁ ଭେଟିଥିଲେ। ଏହାର ନାମ ଲୋଲା ଅଟେ ଓ ବର୍ତ୍ତମାନ ଏହାକୁ ବିବାହ କରିବେ ବୋଲି ଭାବୁଛନ୍ତି। ଏହି ଡଲ ଏକ ପ୍ରକାର ଚିକେନ ପ୍ରକାର ଅଟେ। ୟୁରୀ କୁହନ୍ତିକି ସେ ନିଜ ଜୀବନରେ ଅନେକ ସେକ୍ସ ଡଲଙ୍କୁ ବିବାହ କରିବାକୁ ଚାହାନ୍ତି।

ପୁଣି ଲୋକଙ୍କୁ କରିବେ ଆଶ୍ଚର୍ଯ୍ୟ:-

ଯେତେବେଳେ ୟୁରୀ ପ୍ରଥମ ସେକ୍ସ ଡଲଙ୍କୁ ବିବାହ କରିଥିଲେ, ସେତେବେଳେ ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବର୍ତ୍ତମାନ ପୁଣିଥରେ ଯଦି ସେ ଏହିପରି କରିଲେ…ତେବେ ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯିବ। ଏ ବିଷୟରେ ଆପଣ କଣ କହିବେ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *