ଯେଉଁ ସମୟରେ ଶୌଚାଳୟରେ ଥିଲେ ମହିଳା, ସେହି ସମୟରେ ଆ-କ୍ର-ମ-ଣ କଲା ଭାଲୁ ,ତା ପରେ ଯାହା ହେଲା ..ଜାଣନ୍ତୁ ପୁରା ଘଟଣା

ଆମେରିକାର ଆଲାସ୍କାରେ ଏହି ଘ-ଟ-ଣା ଅଟେ। ସେଠାରେ ଜଣେ ମହିଳା ଶୌଚଳୟରେ ଥିଲେ। ସେତେବେଳେ ଭାଲୁ ତାଙ୍କ ଉପରକୁ ଆ-କ୍ର-ମ-ଣ କରିଦେଲା। ଅଲାସ୍କାରେ ଭାଲୁମାନଙ୍କର ଗଣନା ଦୁନିଆର ସବୁଠାରୁ ଖତରନାକ ଭାଲୁ ମଧ୍ୟରେ ଗଣନା କରାଯାଏ। ଗତ ସପ୍ତାହରେ ଚିଲିକା ହ୍ରଦ କଥା ଅଟେ। ଶାନନ ଷ୍ଟିଭେନ୍ସ ସେଠାରେ ବାଥୃମ ବ୍ୟବହାର କରୁଥିଲେ, ସେତେବେଳେ ତାଙ୍କ ସହିତ ଏପରି ଘଟିଲା।

ଭିତରୁ ଚିଲାଇବା ଶବ୍ଦ ଆସିଲା:-

ବିବିସି ନ୍ୟୁଜ ଅନୁସାରେ, ମିସ ଷ୍ଟିଭେନ୍ସ ଯେତେବେଳେ ଶୌଚଳୟ ବ୍ୟବହାର କରିବାକୁ ଯାଇଥିଲେ। କିଛି ସମୟ ପରେ ଭିତରୁ ଚିଲାଇବା ଶବ୍ଦ ଶୁଣାଗଲା। ଯେତେବେଳେ ତାଙ୍କ ଭାଇ ଦେଖିବା ପାଇଁ ଭିତରକୁ ଗଲେ ଶୌଚଳୟରେ କଣାରେ ଭାଲୁର ମୁଣ୍ଡ ଥିଲା। ଓ ଏହା ଭିତରେ ଅନ୍ଧାର ଥିଲା। ଭାଲୁ ସେଠାରୁ ତାଙ୍କ ଉପରେ ଆ-କ୍ର-ମ-ଣ କରିଥିଲା।

ପଞ୍ଝାରେ କରିଲା ଆ-କ୍ର-ମ-ଣ:-

ଷ୍ଟିଭେନ୍ସଙ୍କ କହିବା କଥାକି ଭାଲୁ ତାଙ୍କ ଉପରେ ନିଜର ପଞ୍ଝା ମାଧ୍ୟମରେ ଆ-କ୍ର-ମ-ଣ କରିଲା। ସେ ନିଜର ଭାଇ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହିତ ଏକ ଦୂର ୟର୍ଟକୁ ସାପ୍ତାହିକ ଛୁଟି ମନାଇବାକୁ ଯାଇଥିଲେ। ସେ କହିଥିଲେଯେ ସେ କେବଳ ଗୋଟିଏ ରାତିରେ ଖୋଲା ଜଙ୍ଗଲରେ ଖାଦ୍ୟ ରାନ୍ଧିଥିଲେ।

ଯେମିତି ବସିଲେ ସେମିତି କଟିଦେଲା:-

ନ୍ଯୁଜ ଏଜେନ୍ସି ଏପିଙ୍କୁ ଷ୍ଟିଭେନ୍ସ କହିଲେକି ସେ ଯେମିତି ଶୌଚଳୟରେ ବସିଲେ ସଙ୍ଗେ ସଙ୍ଗେ ତାଙ୍କୁ ଭାଲୁଟି କା-ମୁ-ଡି-ଦେ-ଲା। ସେ ପୁଣି ଚିତ୍କାର କରିବାରୁ ଲାଗିଲେ। ଏତିକି ସମୟ ମଧ୍ୟରେ ତାଙ୍କର ଭାଇ ଟର୍ଚ୍ଚ ନେଇ ଆସିଲେ। ସେ ଶୌଚଳୟରେ ଆଡକୁ ଇଶାରା କରିଲେ। ତାପରେ ସେ ଦୁଇଜଣ ବାହାରକୁ ଆସିଲେ। ଓ ବିଜୁଳୀର ଆସିବାକୁ ଅପେକ୍ଷା କରିଲେ। ପୁଣି ତାଙ୍କୁ ଫାଷ୍ଟ-ଏଡ କରିଲେ।

ବୋଧେ କଳା ଭାଲୁ ଥିଲା:-

ଅଲାସ୍କା ଡିପାର୍ଟମେଣ୍ଟ ଅଫ ଫିଶ ଏଣ୍ଡ ଗେମ ବାୟୋଲୋଜିଷ୍ଟ କାର୍ଟ କୋଚଙ୍କ ମୁତାବିକ,” ସେ ପ୍ରଥମ ଏମିତି ମହିଳା ଯାହାଙ୍କ ସହିତ ଏମିତି ହୋଇଛି।” ତାଙ୍କର କହିବା କଥାକି ଅଧିକ ସମ୍ଭାବନା ଅଛି ତାହା କଳା ଭାଲୁ ହୋଇଥିବା। ଅଲାସ୍କାରେ ଗ୍ରୀଜଲୀ ଭାଲୁ ଦେଖାଯାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *