ଦେଖନ୍ତୁ ଭିଡିଓ: ମା ଙ୍କ ଧ୍ୟାନରେ ଆସିବା ପାଇଁ ‘ଚିଡିଆ’ ହେଲା ଶାବକ, ଲୋକମାନେ କହିବାକୁ ଲାଗିଲେ -‘ୱାନ୍ସ ମୋର’ ‘ୱାନ୍ସ ମୋର’..

ଆଠ ମାସର ବିଟାସଙ୍କୁ ଦେଖିବାକୁ ବହୁତ ଡର ଲାଗେ। କିନ୍ତୁ ଏହି ବାଘ ରୁଷିଆର ଏକ ଚିଡିଆଘରେ ହିରୋ ନିଜର କ୍ୟୁଟନେସ କାରଣରୁ ହୋଇଯାଇଛି। ଯେଉଁ ଅମୁର ପ୍ରଜାତିର ଏହି ବାଘ ଅଟେ, ଏହି ପଶୁ ଦୁନିଆର ସବୁଠୁ ବଡ ଓ ତୀକ୍ଷଣ ପ୍ରଜାତିର ହୋଇଥାନ୍ତି କିନ୍ତୁ ବିଟାସକୁ ଯେତେବେଳେ ତାର ମାଙ୍କର ଧ୍ୟାନ ଆବଶ୍ୟକ ହୁଏ, ସେତେବେଳେ ସେ ଗୀତ ଗାଇବା ଆରମ୍ଭ କରିଦିଏ। ବର୍ତ୍ତମାନ ବିଟାସର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି।

ଗୀତ ଗାଇବାକୁ ଲାଗିଲେ …

ବାସ୍ତବରେ, ବିଟାସ ନିଜ ମା’ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ଯେତେବେଳେ ଡାକିବା ଆରମ୍ଭ କରେ, ସେତେବେଳେ ତା ସ୍ୱର ବହୁତ ପତଳା ଲାଗେ। ସର୍ବିଆର ବର୍ଣ୍ଣାଲ ପ୍ରାଣୀ ଉଦ୍ୟାନର ଏହି ଶାବକର ଏହି ଶବ୍ଦକୁ ଲୋକମାନେ ପକ୍ଷୀର ଗୀତ ଭାବରେ ବର୍ଣ୍ଣନା କରିଛନ୍ତି। ସେହି ସମୟରେ, କିଛି ଲୋକ କହିଛନ୍ତି ଯେ, ଏହା ମାଙ୍କଡର ହସ ପରି ଶୁଣା ହେଉଛି। ଏହା କୌଣସି ଖତରନାକ ବାଘର ଗର୍ଜନ ପରି ଆଦୌ ନୁହେଁ।

ଏଠାରେ ଦେଖନ୍ତୁ ଭିଡିଓ:-

ଚିଡିଆଘରର କହିବା କଥାକି ଏହି ବାଘର ଅନେକ ଭାଇ ଭଉଣୀ ଅଛନ୍ତି। ସେଥିପାଇଁ ସେ ସବୁବେଳେ ନିଜର ମାର ଧ୍ୟାନ ପାଇବା ପାଇଁ ଚିଲାଇଥାଏ। ସେ ସେତେପର୍ଯ୍ୟନ୍ତ ଚିଲାଏ ଯେତେ ପର୍ଯ୍ୟନ୍ତ ମା ସବୁକିଛି କାମ ଛାଡି ତାଙ୍କ ପାଖରେ ପହଞ୍ଚି ନଥାନ୍ତି। ଏହାର ଗୀତ ଶୁଣି ଲୋକ କହିବାକୁ ଲାଗିଲେ-“ବିଟାସ, ଆମ ପାଇଁ ଦୟାକରି ଗାଓ’। ଆଶ୍ଚର୍ଯ୍ୟକର କଥା ହେଉଛିକି ବିଟାସର ନାମ ପ୍ରସିଦ୍ଧ ରୁଷୀୟ ଫୋଲସେଟୋ ଗାୟିକା ବିଟାଲି ଗ୍ରଚେବଙ୍କ ନାମରୁ ହୋଇଛି।

ଅମୁର ପ୍ରଜାତିର ବାଘ ଦୁନିଆର ସବୁଠୁ ବଡ ମନାଯାଏ କିନ୍ତୁ ଏହି ବାଘ ବି-ପ-ଦ-ରେ ଅଛି। ପୂର୍ବ ରୁଷିଆରେ କେବଳ ୬୦୦ ବାଘ ନିଜର ପ୍ରାକୃତିକ ଘରେ ବଞ୍ଚିଛନ୍ତି। ୟୁଏସଏସଆର ଶେଷ ହେବା ପରେ ଶିକାର କାରଣରୁ ଏମାନଙ୍କର ଅସ୍ତିତ୍ଵ ଉପରେ ସ-ଙ୍କ-ଟ ସୃଷ୍ଟି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *