୧୬ ଘଣ୍ଟା ଧରି ଚାଲିଲା ଭାରତ-ଚୀନ୍ ଭିତରେ କମାଣ୍ଡର ଲେବଲ ବୈଠକ,ଜାଣନ୍ତୁ କଣ କଣ ଆଲୋଚନା ହେଲା

ଭାରତ ଓ ଚୀନ ମଧ୍ୟରେ ସୀମା ବି-ବା-ଦ କାରଣକୁ ନେଇ ଦଶମ ପର୍ଯ୍ୟାୟ କମାଣ୍ଡର ସ୍ତରରେ ବୈଠକ ୧୬ ଘଣ୍ଟା ଧରି ଚାଲିଥିଲା। ୨୧ ତାରିଖ ଦିନ ମୋଲ୍ଡୋରେ ଏହି ବୈଠକ ଆରମ୍ଭ ହୋଇ ରାତି ଦୁଇଟାରେ ଶେଷ ହୋଇଥିଲା। ସେନା ତରଫରୁ ସୂଚନା ଅନୁସାରେ, ଦୁଇପଟର ବି-ବା-ଦୀ-ୟ କ୍ଷେତ୍ରରେ ବି-ଘ-ଟ-ନ (ଡିସଏନଗେଜମେଣ୍ଟ)କୁ ଆଧାର କରି ଏହି ଚର୍ଚ୍ଚା ଆରମ୍ଭ କରାଯାଇଥିଲା। ଯାହାଦ୍ବାରା, ଗୋଗରା ହାଇଟସ, ହଟ ସ୍ପ୍ରିଙ୍ଗ ଓ ଡେସପାଙ୍ଗ ଭଳି ସ୍ଥାନ ଏହି ବୈଠକରେ ସାମିଲ ଥିଲେ।

Google

ଏହି ବୈଠକ ପାଇଁ ଭାରତୀୟ ପ୍ରତିନିଧିଙ୍କର ନେତୃତ୍ୱ ଗ୍ରହଣ କରିଥିଲେ,ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ। ସେ ଲେହରେ ୧୪ ତମ କୋର କମାଣ୍ଡର ଅଛନ୍ତି। ଅନ୍ୟପକ୍ଷରେ ମେଜର ଜେନେରାଲ ଲିଉ ଲିନ୍ ଚିନ ବୈଠକ ପକ୍ଷରୁ ନେତୃତ୍ୱ ନେଇଥିଲେ। ଆଉ ସେ ଚୀନ ସେ-ନାର ଦକ୍ଷିଣ ଶିନାଜିୟାଙ୍ଗ ସେ-ନା ଜିଲା କମାଣ୍ଡରରେ ଅଛନ୍ତି।

ସୂଚନା ଅନୁଯାୟୀ, ଭାରତ ଓ ଚୀନ ମଧ୍ୟରେ ସୀମାର ଗତିରୋଧ ଦୀର୍ଘ ୯ ମାସ ଧରି ଜା-ରି ରହିଛି। ଆଉ ବହୁ ଥର ଏହି ସମ୍ପର୍କରେ ବୈଠକ ମଧ୍ୟ ହୋଇସାରିଛି। ପେଙ୍ଗୋଙ୍ଗ ହ୍ରଦରେ ସେ-ନା ପ୍ରତ୍ୟାହାର ପକ୍ରିୟା ୧୦ ଫେବୃଆରୀରୁ ଆରମ୍ଭ ହୋଇ ଗତ ଗୁରୁବାର ଦିନ ଶେଷ ହୋଇଥିଲା। ଜୁନ ମାସରେ ହୋଇଥିବା ସଂଘର୍ଷରେ ଆମ ଦେଶ ଭାରତର ୨୦ ଜଣ ଯ-ବା-ନ ସ-ହୀ-ଦ ହୋଇଥିଲେ ଏବଂ ଚୀନ ଅଞ୍ଚଳର ମଧ୍ୟ ଅନେକ ଯ-ବା-ନ ନି-ହ-ତ ମଧ୍ୟ ହୋଇଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ, ଚିନ ତରଫରୁ କୁହାଯାଇଛି ଯେ, ଜୁନ ମାସରେ ହୋଇଥିବା ସଂ-ଘ-ର୍ଷରେ ଚୀନର ଅନେକ ଯ-ବା-ନ ନି-ହ-ତ ମଧ୍ୟ ହୋଇଛନ୍ତି। ଚୀନ ତରଫରୁ ସୂଚନା ଅନୁସାରେ, ଏହି ସଂଘର୍ଷରେ ତାଙ୍କର ୪ ଜଣ ସୈ-ନି-କଙ୍କର ମୃ-ତ୍ୟ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *