ICC WTC : ଭାରତ ଓ ଇଂଲଣ୍ଡ ମଧ୍ୟରେ ଯଦି ଆଗାମୀ ଦୁଇ ମ୍ୟାଚ ଡ୍ର ହୋଇଯାଏ ତେବେ କେଉଁ ଦଳକୁ ହେବ ଫାଇଦା ?

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଆୟୋଜନ ୧୮ ଜୁନରୁ ଲଣ୍ଡନର ଲର୍ଡସ୍ କ୍ରିକେଟ ଗ୍ରାଉଣ୍ଡରେ କରାଯିବ|ଏଥିରେ ଭାରତ, ଇଂଲଣ୍ଡ, ନ୍ୟୁଜଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡା ପ୍ରତିଯୋଗିତା ହେବ|

ଭାରତ ଗୋଟିଏ ଟେଷ୍ଟରେ ହାରିବା ପରେ ଏଥିପାଇଁ ସମୀକରଣ ବଦଳିଛି|ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚ ଦୁଇ ଦଳର ଭବିଷ୍ୟତ ସ୍ଥିର କରିବ ଓ ଏହା ମଧ୍ୟ ହୋଇପାରେ ଅନ୍ୟ ଦଳ ଫାଇଦା ଉଠାଇପାରେ|

ଇଂଲଣ୍ଡ ଦଳ ପାଇଁ ଫାଇନାଲ ପହଞ୍ଚିବାକୁ କେବଳ ଗୋଟିଏ ରାସ୍ତା ଅଛି|ଏଥିପାଇଁ ଫାଇନାଲରେ ପହଞ୍ଚିବାକୁ ଆସନ୍ତା ଦୁଇ ମ୍ୟାଚ ଜିତିବାକୁ ପଡିବ|ଭାରତ ବିରୁଦ୍ଧରେ ଗୋଟିଏ ମ୍ୟାଚ ହାରିବାରୁ ତାକୁ ଡବ୍ଲୁଟିସି ରେଙ୍କିଙ୍ଗରେ ଚତୁର୍ଥ ସ୍ଥାନକୁ ଆସିଛି|ଏଵେ ତା ପାଖରେ ୬୭%ଅଙ୍କ ରହିଛି|

ଇଂଲଣ୍ଡ ପାଇଁ ବାସ୍ତବରେ ଏହି ସ୍ଥାନରେ ପହଞ୍ଚିବା ଅସମ୍ଭବ ଲାଗୁଛି|ଇଂଲଣ୍ଡ ଦଳ ଶୃଙ୍ଖଳାରେ ଅନ୍ତିମ ଦୁଇ ମ୍ୟାଚ ଯାକ ଭାରତକୁ ହରାଇବାକୁ ପଡିବ|ଯଦିଓ ପ୍ରଥମ ଟେଷ୍ଟ ବିଜୟ ଫଳରେ ଆତ୍ମବିଶ୍ବାସ ବଢ଼ିଛି|ଏହା ଏତେ ସହଜ ନୁହେଁ,୨୦୧୩ ପରେ ଏହା ଭାରତର ନିଜ ମାଟିର ଅନ୍ୟ ହାର ରହିଛି|ଭାରତକୁ ହରାଇଵା ଏକ ଚ୍ୟାଲେଞ୍ଜ କାମ|ଇଂଲଣ୍ଡକୁ ୩-୧ ରେ ଜିତିବାକୁ ହେବ|

ଭାରତ ଶୃଙ୍ଖଳାର ପ୍ରଥମ ମ୍ୟାଚ ହାରିବା ଫଳରେ ଡବ୍ଲୁଟିସି ରେଙ୍କିଙ୍ଗର ଚତୁର୍ଥ ସ୍ଥାନ ପାଇଥିଲା କିନ୍ତୁ ଏଵେ ଦ୍ୱିତୀୟ ମ୍ୟାଚ ଜିତିବା ଫଳରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛି|ଭାରତକୁ ଡବ୍ଲୁଟିସିରେ ପହଞ୍ଚିଵାକୁ ଏହି ଶୃଙ୍ଖଳା ଜିତିବାକୁ ହେଵ|ଯଦି ଗୋଟିଏ ମ୍ୟାଚ ମଧ୍ୟ ହାରେ ଭାରତ ଫାଇନାଲରେ ପହଞ୍ଚି ପାରିବ ନାହିଁ|ଭାରତ ଫାଇନାଲ ପହଞ୍ଚିବାକୁ ଦୁଇଟି ଉପାୟ ରହିଛି|ଏଥିପାଇଁ ଭାରତକୁ ୨-୧ରେ ଵା ୩-୧ ରେ ଶୃଙ୍ଖଳା ଜିତିବାକୁ ପଡିବ|

ଏହାର ଅର୍ଥ ଏହିକି ଯେ ଯଦି ଆସନ୍ତା ଦୁଇ ମ୍ୟାଚ ଡ୍ର ବା ଇଂଲଣ୍ଡ ସିରିଜ ଜିତେ ତେବେ ଭାରତ ଫାଇନାଲ ପହଞ୍ଚିବା ଆଶା କ୍ଷୀଣ ହୋଇଯିବ|ଯଦି ଗୋଟିଏ ମ୍ୟାଚ ଡ୍ର ଓ ଗୋଟିଏ ଜିତେ ତେବେ ଭାରତ ଫାଇନାଲ ପହଞ୍ଚିଯିବ|ଯଦି ଦୁଇ ମ୍ୟାଚ ଜିତେ ତେଵେ ନିଶ୍ଚିତ ଫାଇନାଲ ଖେଳିବ|ଯଦି ଆସନ୍ତା ଗୋଟିଏ ମ୍ୟାଚ ମଧ୍ୟ ଡ୍ର ହୁଏ ତେବେ ଇଂଲଣ୍ଡର ଆଶା କ୍ଷୀଣ ହେଵ|

ଏହାର ଫାଇଦା ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ମିଳିବ|ଅଷ୍ଟ୍ରେଲିଆ ପାଖରେ ଗୋଟିଏ ଉପାୟ ରହିଛି ତାହା ଭାରତ ଇଂଲଣ୍ଡ ମଧ୍ୟରେ ସିରଜ୍ ୧-୧ ବା ୨-୨ ରେ ଡ୍ର ହେଉ|ଅଥବା ଇଂଲଣ୍ଡ ୨-୧ ରେ ସିରିଜ ଜିତୁ|ଏହା ଅର୍ଥ ଇଂଲଣ୍ଡ ଗୋଟିଏ ଡ୍ର କରିବାକୁ ଚାହେଁ ନାହିଁ|ଇଂଲଣ୍ଡର ୨-୧ ଜିତବା ଫଳରେ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *