ଦେଖନ୍ତୁ ଭିଡ଼ିଓ : ଜଣେ ମହିଳା ଭା-ଙ୍ଗି-ଲେ କୋଭିଡ ନିୟମ,କିନ୍ତୁ ପୋ-ଲି-ସ କର୍ମଚାରୀ ଫାଇନ କାଟିବା ବଦଳରେ କଲେ କି-ସ,ତା ପରେ ହେଲେ ନିଲମ୍ବିତ

ଏହି ଆଶ୍ଚର୍ଯ୍ୟକର ମାମଲା ପେରୁର ଅଟେ। ଯେଉଁଠି ଏକ ପୋ-ଲି-ସ ଅଫିସରଙ୍କୁ ଏଥିପାଇଁ ସସପେଣ୍ଡ କରିଦିଆଯାଇଛି, କାରଣ ସେ କୋଭିଡ-୧୯ ନିୟମକୁ ଭାଙ୍ଗିବା ପରିବର୍ତ୍ତେ ଜଣେ ମହିଳାଙ୍କ ଉପରେ ଜରିମାନା ଲଗାଇବା ବଦଳରେ ତାଙ୍କୁ କି-ସ କରି ଛାଡିଦେଲେ। ଏହି ଘଟଣା ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଜିନିଷ ରେକର୍ଡ ହୋଇଯାଇଛି, ଯାହାକି ଚର୍ଚ୍ଚାରେ ଆସିବା ପରେ ପୋ-ଲି-ସ ଅଫିସରଙ୍କୁ ସସପେଣ୍ଡ କରିଦିଆଯାଇଛି। ମାମଲାର ବର୍ତ୍ତମାନ ଯାଞ୍ଚ କରାଯାଉଛି।

କଣ ଏହି ମା-ମ-ଲା?

କ ଟିଭି ଚ୍ଯାନେଲ ଏହି ଘ-ଟ-ଣା-ର ଭିଡିଓକୁ ସେୟାର କରିଛନ୍ତି, ପ୍ରାରମ୍ଭରେ ପୋ-ଲି-ସ-କ-ର୍ମୀ ମହିଳାଙ୍କର ତଥ୍ୟ ନିଜର ନୋଟପେଡରେ ଲେଖୁଥିବାର ନଜର ଆସିଥିଲେ। କିନ୍ତୁ ଏହି ସମୟରେ ମହିଳା ପୋ-ଲି-ସ କର୍ମଚାରୀଙ୍କର ବହୁତ ନିକଟତର ଆସିଯାନ୍ତି। କିଛିକ୍ଷଣ ମଧ୍ୟରେ ଲାଗେକି ପୋ-ଲି-ସ ଅଫିସର ନିଜର ମନ ପରିବର୍ତ୍ତନ କରିଦିଅନ୍ତି ଓ ଦୁଇଜଣ କି-ସ କରିବସନ୍ତି।

ଏଠାରେ ଦେଖନ୍ତୁ ଭିଡିଓ…

କିନ୍ତୁ ପୋ-ଲି-ସ କର୍ମଚାରୀଙ୍କ ନାମ ସାମ୍ନାକୁ ଆସିନାହିଁ। ପେରୁର ରାଜଧାନୀ ଲୀମାର ଅଧିକାରୀମାନେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ଯେଉଁଥିପାଇଁ ପୋ-ଲି-ସକର୍ମୀଙ୍କୁ କିଛି ସମୟ ପାଇଁ ଚାକିରିରୁ ବହିସ୍କାର କରାଯାଇଛି। କୁହାଯାଉଛିକି ଏହା ପୂର୍ବରୁ ସେହି ଅଧିକାରୀଙ୍କ ଉପରେ କୌଣସି ପ୍ରକାର ଆ-ରୋ-ପ ଲାଗିନାହିଁ। ତାଙ୍କର ରେକର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ଅଛି।

ନିୟମର କରିଲେ ଉ-ଲ୍ଲ-ଙ୍ଘ-ନ:-

ମିରାଫ୍ଲୋରେସ ଜିଲ୍ଲାର ସୁରକ୍ଷା ଅଧିକାରୀ ଆଇବେରୋ ରୋଡ୍ରିଗୁଏଜ କହିଲେକି, ମାମଲା ସାମ୍ନାକୁ ଆସିବା ପରେ ଆମର ମେୟର ଲୁଇସ ମୋଲିନ ତୁରନ୍ତ ସେହି ଅଧିକାରୀଙ୍କୁ ବହିସ୍କାର କରିବାର ନିଷ୍ପତ୍ତି ନେଇଛନ୍ତି। ସେହି ଅଜଣା ମହିଳା ସାମାଜିକ ଦୂରତା ପରି କୋଭିଡ ନିୟମର ଉଲ୍ଲଙ୍ଘନ କରୁଥିଲେ ଓ ଏମିତି କରିବାକୁ ପୋ-ଲି-ସ କର୍ମଚାରୀ ଜଣକ ତାଙ୍କୁ ଅନୁମତି ଦେଉଥିଲେ। କେବଳ ଏତିକି ନୁହେଁ ସେ ତାଙ୍କର ମାସ୍କ ଉଲ୍ହାଇ ତାଙ୍କୁ କି-ସ ମଧ୍ୟ କରୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *