ଆ-ତ୍ମ-ହ-ତ୍ୟା କଲେ ଆଉ ଜଣେ ଅଭିନେତା, ବନ୍ଧୁଙ୍କ ଘରୁ ମିଳିଲା ମୃ-ତଦେ-ହ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଥରେ ଆସିଲା ଆଉ ଏକ ଦୁଃ-ଖ-ଦ ଖବର। ତାମିଲ ଟିଭି ଜଗତର ଅଭିନେତା ଇନ୍ଦ୍ର କୁମାର ଫା-ଶୀ ଦେଇ ଆ-ତ୍ମ-ହ-ତ୍ୟା କରିଥିବା ଜଣାପଡିଛି। ଆଜି ସକାଳେ ଚେନ୍ନାଇରେ ତାଙ୍କର ବନ୍ଧୁଙ୍କ ଘରେ ତାଙ୍କର ମୃ-ତଦେ-ହ ମିଳିଥିଲା।

ଖବର ଅନୁସାରେ, ଅଭିନେତା ତାଙ୍କର ବନ୍ଧୁଙ୍କୁ ଦେଖା କରିବାକୁ ଆସିଥିଲେ। କିନ୍ତୁ, ପରଦିନ ସକାଳେ ତାଙ୍କର ବନ୍ଧୁଙ୍କ ଘରେ ମୃ-ତ ଶ-ରୀ-ର ମିଳିଥିଲା। ଆଉ ଯେତେବେଳେ ଅଭିନେତାଙ୍କ ବନ୍ଧୁ ଏହି ବିଷୟରେ ଖବର ପାଇଲେ ତୁରନ୍ତ ପୋ-ଲି-ସଙ୍କୁ ଏହି ସମ୍ପର୍କରେ ସୂଚନା ଦେଇଥିଲେ। ପୋ-ଲି-ସ ମୃ-ତଦେ-ହକୁ ଜ-ବ-ତ କରି ପୋ-ଷ୍ଟମ-ର୍ଟ-ମ କରିବା ପାଇଁ ପଠାଇଛନ୍ତି।

ଅଭିନେତାଙ୍କର ବନ୍ଧୁଙ୍କର କହିବା ଅନୁସାରେ, ଅଭିନେତା ଇନ୍ଦ୍ର କୁମାର ସନ୍ଧ୍ୟାରେ ଫିଲ୍ମ ଦେଖିବାକୁ ଯାଇଥିଲେ। ସେତେବେଳେ ସେ ତାଙ୍କ ବନ୍ଧୁଙ୍କ ଘରେ ଏକୁଟିଆ ଥିଲେ।ଆଉ ସକାଳେ ତାଙ୍କ ବନ୍ଧୁ ଆସି କବାଟ ବାଡ଼େଇବା ପରେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। କବାଟ ଖୋଲିବା ପରେ ଅଭିନେତାଙ୍କର ମୃ-ତଦେ-ହ ପଡିଥିବାର ଦେଖିଥିଲେ। ତେବେ, ଅଭିନେତାଙ୍କର ମୃ-ତ୍ୟୁର ର-ହ-ସ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ଘ-ଟ-ଣାସ୍ଥ-ଳରୁ ପୋ-ଲି-ସକୁ କୌଣସି ଆ-ତ୍ମହ-ତ୍ୟା ନୋଟ୍ ମିଳିନାହିଁ। କୁହାଯାଉଛି ଯେ, ଇନ୍ଦ୍ର କୁମାର ଟିଭି ସିରିଆଲରେ କାମ କରୁଥିଲେ ଏବଂ କିଛି ନୂଆ ସୁଯୋଗ ପାଇବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ। କିନ୍ତୁ, ନୂଆ କାମ କରିବା ପାଇଁ କୌଣସି ସୁଯୋଗ ପାଇନଥିଲେ। ଆଉ ବହୁ ସମୟରେ ଅଭିନେତା ଚିନ୍ତା ଗ୍ରସ୍ତରେ ମଧ୍ୟ ରହୁଥିଲେ। ସୂଚନା ଅନୁସାରେ, ଅଭିନେତା ଜଣକ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *