ଡ୍ୟାନ୍ସିଂ ଡାଡ ତାଙ୍କ ସ୍ତ୍ରୀ ସହ କଲେ ଧମାକାଦାର ଡ୍ୟାନ୍ସ, ‘ଛମକ ଛଲୋ’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ବଲିଉଡ ଗୀତରେ ନିଜର ଜବରଦସ୍ତ ଡ୍ୟାନ୍ସ ଭିଡିଓକୁ ନେଇ ସୋସିଆଲ ମିଡିଆରେ ସର୍ବଦା ରହିଥିବା ଡ୍ୟାନ୍ସିଂ ଡାଡଙ୍କୁ ତ ଆପଣ ସମସ୍ତେ ଜାଣିଥିବେ | ଆଜ୍ଞା ହଁ, ସେ ସେହି ଡ୍ୟାନ୍ସିଂ ଡାଡ ଅଟନ୍ତି, ଯିଏ ସବୁବେଳେ ସୋସିଆଲ ମିଡିଆରେ ବଲିଉଡ ଗୀତରେ ନିଜ ଡ୍ୟାନ୍ସର ଭିଡିଓ ସେୟାର କରିଥାନ୍ତି | ସେହିପରି ବର୍ତ୍ତମାନ ପୁଣି ଥରେ ଡ୍ୟାନ୍ସିଂ ଡାଡ ନିଜର ଏକ ନୂଆ ଡ୍ୟାନ୍ସ ଭିଡିଓ ନେଇ ଆସିଛନ୍ତି, ଯାହା ବହୁତ୍ ଭାଇରାଲ ହେବାରେ ଲାଗିଛି | ପ୍ରାୟତଃ ନିଜ ପିଲାମାନଙ୍କ ସହିତ ଡ୍ୟାନ୍ସ ଭିଡିଓ କରୁଥିବା ଡ୍ୟାନ୍ସିଂ ଡାଡ ଏଥର ନିଜ ସ୍ତ୍ରୀଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି |

ଡ୍ୟାନ୍ସିଂ ଡାଡ ନାମରେ ଜଣାଶୁଣା ରିକି ପଣ୍ଡ ଏଥର ଶାହାରୁଖ ଖାନଙ୍କ ଫିଲ୍ମ ରା-ୱାନର ସହ ଛମକ ଛଲୋ ଗୀତରେ ଧମାକାଦାର ଡ୍ୟାନ୍ସ କରିଛନ୍ତି। ଏହି ଭିଡିଓରେ ଆଉ ଏକ ବିଶେଷ କଥା ହେଉଛି ଯେ ଏହି ଭିଡିଓରେ ରିକି ପଣ୍ଡ ନିଜ ସ୍ତ୍ରୀ ସହ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଭିଡିଓ :-

ଏହି ଭିଡିଓରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଅଧିକ ଲାଇକ ଆସିଛି | ସେହିପରି ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ରିକି ପଣ୍ଡ ଏବଂ ତାଙ୍କ ସ୍ତ୍ରୀଙ୍କ ଡ୍ୟାନ୍ସକୁ ବହୁତ ପ୍ରଶଂସା କରୁଛନ୍ତି। ଏହି ଭିଡିଓ ରିକି ପଣ୍ଡ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। କୁହାଯାଉଛି ଯେ ସେ ପ୍ରାୟତ ନିଜର ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ହିଁ ସେୟାର କରିଥାନ୍ତି | ସେ ବଲିଉଡ ଗୀତରେ ନିଜ ଡ୍ୟାନ୍ସ ପାଇଁ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *