ଦେଖନ୍ତୁ ଭିଡ଼ିଓ : ଝିଅଟି ଗ୍ରୁପ କଲରେ ମ୍ୟୁଟ ନକରି କିପରି ଫୋନରେ ସାଙ୍ଗ ସହ କରୁଥିଲେ ଅ-ନ୍ତ-ର-ଙ୍ଗ କଥାବାର୍ତ୍ତା,ଆଉ ତା ପରେ ..

କରୋନା ଭାଇରସ ମହାମାରୀ ସମୟରେ ଲୋକମାନେ ଘରେ ରହି ହିଁ ଅଫିସର କାମ କଲେ | ଅଫିସର ମିଟିଙ୍ଗ ମଧ୍ୟ ଲୋକମାନେ ଗ୍ରୁପ କଲରେ କରିଲେ | ଗତ ବର୍ଷ ଜୁମ ମିଟିଙ୍ଗ କଲର କେତେକ ଭିଡିଓ ଭାଇରାଲ ହୋଇଥିଲା | କେହି କେହି ଜୁମ ମିଟିଂରେ କିଛି ନ ପିନ୍ଧି ପ୍ରେଜେଣ୍ଟେସନ ଦେଇଥିଲେ ତ ଆଉ କେତେକଙ୍କ ଘର ଲୋକେ ମିଟିଙ୍ଗ ସମୟରେ ଡିଷ୍ଟର୍ବ କରିଥିଲେ | ଗତ ସପ୍ତାହରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଠାରେ ମିଟିଙ୍ଗ ସମୟରେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ କିସ କରିବାକୁ ଚେଷ୍ଟା କରିଥିଲେ | ଏଥର ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଝିଅଟି ଗ୍ରୁପ କଲକୁ ଭୁଲିଗଲେ ଏବଂ ସେ ଫୋନରେ ସାଙ୍ଗ ସହ ଅନ୍ତରଙ୍ଗ କଥାବାର୍ତ୍ତା କରିଥିଲେ |

ଝିଅଟିର ନାମ ଶ୍ୱେତା ଅଟେ, ଯିଏକି ନିଜ ସାଙ୍ଗ ରାଧିକାଙ୍କ ସହ କଥା ହେଉଥିଲେ | କେହି ଜଣେ ସେହି ଦୁଇଜଣଙ୍କ କଥାବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଦେଲା | ତା’ପରଠାରୁ ହିଁ #Shweta ଟ୍ୱିଟରରେ ଅନେକ ଘଣ୍ଟା ଧରି ଟପ ଟ୍ରେଣ୍ଡ କଲା | ଯିଏକି ସ୍ପଷ୍ଟ ଭାବରେ ନିଜ ସାଙ୍ଗମାନଙ୍କ ସହ ମାଇକ୍ରୋସଫ୍ଟ ଟିମ କଲ ସମୟରେ ମାଇକ ମ୍ୟୁଟ କରିବାକୁ ଭୁଲି ଯାଇଥିଲେ | ସେ ନିଜ ସାଙ୍ଗ ସହିତ ଅନ୍ୟ ଜଣେ ସାଙ୍ଗର ବିଷୟରେ ଅ-ନ୍ତ-ର-ଙ୍ଗ କଥାବାର୍ତ୍ତା ହେଉଥିଲେ, ଯାହାକୁ ଗ୍ରୁପ କଲରେ ଉପସ୍ଥିତ ଥିବା ସାଙ୍ଗମାନେ ଶୁଣିଥିଲେ | ଅନେକ ସାଙ୍ଗ ଚିତ୍କାର କରି କହିଥିଲେ, ‘ଶ୍ୱେତା ତୁମର ମାଇକ ଅନ ଅଛି |’ କିନ୍ତୁ ସେ ନିଜ ସାଙ୍ଗ ସହିତ କଥାବାର୍ତ୍ତା କରିବାରେ ବିଜି ଥିଲେ |

ଖୁବ ଶୀଘ୍ର ଟ୍ୱିଟର ୟୁଜର୍ସ ମିମସ ସେୟାର କରିବା ଆରମ୍ଭ କରିଦେଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ #Shweta ଟପ ଟ୍ରେଣ୍ଡ କରିବାରେ ଲାଗିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *