ଚୁପଚାପ ରେଷ୍ଟୁରାଣ୍ଟକୁ ଚାଲି ଚାଲି ଆସିଲା ପକ୍ଷୀ ଏବଂ ଚୋରି କରି ଚିପ୍ସ ପ୍ୟାକେଟ ପଳାଇଲା,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ପ୍ରାୟତଃ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଥାଏ | କିଛି ଭିଡିଓ ଏପରି ହୋଇଥାଏ, ଯାହାକୁ ଦେଖିବା ପରେ ଆପଣଙ୍କୁ ବିଶ୍ୱାସ ହିଁ ହେବନାହିଁ ଯେ କ’ଣ ମଧ୍ୟ ହୋଇପାରେ କି ? ବର୍ତ୍ତମାନ ଏହିପରି ହିଁ ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କର ବିଶ୍ୱାସ ହିଁ ହେବନାହିଁ ଏବଂ ମଜା ବି ଲାଗିବ | ଏହି ଭିଡିଓରେ ଗୋଟିଏ ପକ୍ଷୀ ଏପରି କିଛି କରୁଛି, ଯାହା ଆପଣ ଭାବି ବି ପାରିବେ ନାହିଁ | ଆଜ୍ଞା ହଁ, ଭିଡିଓରେ ଗୋଟିଏ ବହୁତ ଶାନ୍ତ ଭାବରେ ଚୋ-ରି କରୁଥିବାର ଦେଖାଯାଇପାରେ |

ଏହି ଭିଡିଓ ଆଇପିଏସ ଅଫିସର ଦୀପାଂଶୁ କାବ୍ରା ଟ୍ୱିଟରରେ ସେୟାର କରିଛନ୍ତି | ଏହି ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ସବୁଠାରୁ ସୁନ୍ଦର ଚୋ-ର’ | ଏହି ଭିଡିଓଟି ବହୁତ ମଜାଦାର ଅଟେ | ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ପକ୍ଷୀ କିପରି ଚୁପଚାପ ରେଷ୍ଟୁରାଣ୍ଟ ଭିତରକୁ ପଶିଯାଉଛି ଏବଂ ଲୋକମାନଙ୍କ ନଜରରୁ ବଞ୍ଚି ନିଜ ଥଣ୍ଟରେ ଚିପ୍ସର ଏକ ପ୍ୟାକେଟ ଦବାଇ ପଳାଇ ଯାଉଥାଏ | ସେ ବହୁତ ଆରାମରେ ଚୋ-ରି କରି ବାହାରକୁ ବାହାରି ଯାଇଥାଏ ଏବଂ ଲୋକଙ୍କୁ ଦେଖିଲେ ହିଁ ରହିଯାଉଥାଏ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ଥର ଦେଖାଗଲାଣି | ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଲୋକମାନେ ଏହି ଭିଡିଓ ଉପରେ ଅନେକ ମଜାଳିଆ କମେଣ୍ଟସ ମଧ୍ୟ କରୁଛନ୍ତି | କ’ଣ ଆପଣ କେବେ ଏପରି ପକ୍ଷୀକୁ ଏହିପରି ଭାବେ ଚୋରି କରୁଥିବାର ଦେଖିଛନ୍ତି ? ଯଦି ଦେଖି ନାହାଁନ୍ତି, ତେବେ ବର୍ତ୍ତମାନ ଦେଖିନିଅନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *