ଦେଖନ୍ତୁ ପେଟ୍ରୋଲ ଭରୁଥିବା ସମୟରେ ଏହି ବ୍ୟକ୍ତି ଜଣକ କଣ କରୁଛି,ଆପଣ ମଧ୍ୟ ସେମିତି କରନ୍ତୁ,ଦେଖନ୍ତୁ ଭିଡ଼ିଓ

ଜନତା ପେଟ୍ରୋଲ ଓ ଡିଜେଲର ବଢୁଥିବା ଦାମରେ ବର୍ତ୍ତମାନ ଅସନ୍ତୋଷ ହୋଇଯାଉଛନ୍ତି । କେତେକ ରାଜ୍ୟରେ ବର୍ତ୍ତମାନ ଏହା ଲିଟର ପ୍ରତି 100 ଟଙ୍କା ହୋଇସାରିଥିବା ବେଳେ, ଏବେ ଧୀରେଧୀରେ ଡିଜେଲ ବି ଶତକ ଛୁଇଁବାକୁ ଯାଉଛି । ଭାବନ୍ତୁ ଯଦି ପେଟ୍ରୋଲ, ଡିଜେଲ ଏତେ ମହଙ୍ଗା ହେବ ତାହେଲେ ଗୋଟିଏ ଲୋକ କେମିତି ଏକ ଠୋପାଏ ପେଟ୍ରୋଲ ନିଜର ବ୍ୟର୍ଥ ହେବାକୁ ଦେବ । ଏହିସମୟରେ ଏମିତି ଏକ ଲୋକ ଭିଡ଼ିଓ ବନାଇଛନ୍ତି ଯାହାକୁ ଦେଖି ହସ ଲାଗୁଥିବା ବେଳେ ଭବିଷ୍ୟତକୁ ଅନୁମାନ କରି ଦୁଃଖ ଲାଗୁଛି ।

ବିନ୍ଦୁ ବିନ୍ଦୁରେ ସାଗର ହୋଇଥାଏ :-

ଏହି ଭିଡ଼ିଓକୁ ଟ୍ୱିଟର ୟୁଜର୍ସ RJPandey ଶେୟର କରିଛନ୍ତି । ସେ ଲେଖିଥିଲେ, ଏକ ଏକ ବୁନ୍ଦା ପେଟ୍ରୋଲ ମୂଲ୍ୟ ତମେ କେମିତି ଜାଣିବ ରମେଶ ବାବୁ… ଏବେ ଏହି ଭିଡ଼ିଓ ବହୁତ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣାଇଦେଉଛୁ କି, ଭାଇରାଲ ହେବାପୁର୍ବରୁ ଏହାକୁ 5 ହଜାର ରୁ ଅଧିକ ଭିୟୁଜ ଓ ସାତ ଶହରୁ ଉର୍ଦ୍ଧ୍ବ ଲାଇକ ମିଳିସାରିଥିଲା।

କଣ ରହିଛି ଭିଡ଼ିଓରେ ?

ଆପଣ ଦେଖିପାରିବେ ଜଣେ ବ୍ୟକ୍ତି କାରରେ ପେଟ୍ରୋଲ ପକାଉଛନ୍ତି । ଯେମିତି ଜଣେ ପମ୍ପ ପେଟ୍ରୋଲ ଧାରୀ ପେଟ୍ରୋଲ ପକାଉଛନ୍ତି ସେ ସମୟରେ ଗ୍ରାହକ ପେଟ୍ରୋଲ ନୋଜଲ ଧରି ପକାଉଛନ୍ତି ଓ ସେଥିରେ ବଞ୍ଚିଥିବା ପ୍ରତ୍ୟେକ ବୁନ୍ଦା ପେଟ୍ରୋଲ କାର ଟାଙ୍କିରେ ପକାଇବାକୁ ଚେଷ୍ଟା କରୁଛନ୍ତି । ଏବଂ ସୋସିଆଲ ମିଡିଆରେ ଏହିପରି ଭାବରେ ନିଜର କଷ୍ଟ ଶେୟର କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *