ଜାଣନ୍ତୁ କିଏ ରିଲେ ମେରେଡିଥ, ଯାହାଙ୍କୁ ନିଲାମ ପ୍ରକ୍ରିୟାରେ ୮କୋଟି ଟଙ୍କାରେ କିଣାଗଲା

ଆଇପିଏଲ ୨୦୨୧ ପାଇଁ ଚେନ୍ନାଇରେ ଗୁରୁବାର ଦିନ ହୋଇଥିବା ନିଲାମୀରେ ଅନେକ ଆଶ୍ଚର୍ଯ୍ୟକର ନାମ ଦେଖିବାକୁ ମିଳିଛି। ଅନେକ ବଡ ବଡ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ଶସ୍ତାରେ କିଣିଛି ତୋ ଆଉ କିଛି ଖେଳାଳିଙ୍କୁ ଦଳ ବଡ ରକମ ଦେଇ କିଣିଛି। ଏଥିରେ ସବୁଠୁ ଅଧିକ ଆଶ୍ଚର୍ଯ୍ୟକାର ନାମ ଅଟେ ମେରେଡିଥ। ଅଷ୍ଟ୍ରେଲିଆର ଏହି ଯୁବ ଅନକ୍ୟାପ୍ଦ ଖେଳାଳିଙ୍କୁ ପଞ୍ଜାବ କିଙ୍ଗସ ଦଳ ଆଠ କୋଟି ଟଙ୍କାରେ କିଣିଛି।

୨୪ ବର୍ଷୀୟ କ୍ରିକେଟରଙ୍କୁ ନେବା ପାଇଁ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଟକ୍କର ଚାଲିଥିଲା କିନ୍ତୁ ପରିଶେଷରେ ପ୍ରୀତି ଜିଣ୍ଟାଙ୍କ ଦଳ ବାଜି ମାରିନେଲା। ମେରେଡିଥ ନିଜର ପ୍ରଥମ ଆଇପିଏଲ ପାଇଁ ୪୦ଲକ୍ଷ ଟଙ୍କାର ବେସ ପ୍ରାଇସ ରଖିଥିଲେ।

ମେରେଡିଥ ବର୍ତ୍ତମାନ ପର୍ଯ୍ୟନ୍ତ ୩୪ଟି ଟି-୨୦ ମୁକାବିଲା ଖେଳିଛନ୍ତି ଓ ୨୩ ଓଉସତରେ ୪୩ଟି ୱିକେଟ ନେଇଛନ୍ତି। ସେ ଅଷ୍ଟ୍ରେଲିଆ ଟି-୨୦ ଲିଗ ବିଗ ବୋଷ ଲିଗରେ ୨୦୧୭ରେ ଡେବ୍ୟୁ କରିଥିଲେ। ସେଠାରେ ସେ ହୋବାର୍ଟ ହରିକେନ ଦଳର ଅଂଶ ଥିଲେ ଓ ତାଙ୍କର ବୋଲିଂ ପ୍ରତି ସମସ୍ତଙ୍କର ଧ୍ୟାନ ଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *