ବାଇକରେ ଯାଉଥିଲେ ଜଣେ ବ୍ୟକ୍ତି, ଅଚାନକ ଓଟ ଜୋରରେ ମାରିଲା ଲାତ, ତା’ପରେ ଘଟିଲା ଏମିତି କିଛି ,ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଥାଏ | କିଛି ଭିଡିଓ ଏପରି ମଧ୍ୟ ହୋଇଥାଏ, ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ ଏବଂ କିଛି ଭିଡିଓ ଏପରି ମଧ୍ୟ ହୋଇଥାଏ, ଯାହାକୁ ଦେଖି ଆମେ ହସ ବନ୍ଦ କରିପାରି ନଥାଉ | ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ନିଜ ହସକୁ ବନ୍ଦ କରିପାରିବେ ନାହିଁ | ଏହି ଭିଡିଓଟି ବହୁତ ମଜାଦାର ଅଟେ | ଲୋକମାନେ ଏହି ଭିଡିଓକୁ ଦେଖି ଏହା ଉପରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି |

ଏହି ଭିଡିଓ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି | ଏହି ଭିଡିଓ ସହିତ ସେ ମଜାଦାର କ୍ୟାପସନ ମଧ୍ୟ ଦେଇଛନ୍ତି | ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ରାସ୍ତାରେ ଓଟମାନଙ୍କର ଏକ ଦଳ ଯାଉଛନ୍ତି, ସେହିପରି ରାସ୍ତାର ପାର୍ଶ୍ୱରେ ଜଣେ ବ୍ୟକ୍ତି ମଧ୍ୟ ବାଇକରେ ଯାଉଛନ୍ତି | କିନ୍ତୁ, ଯାଉ ଯାଉ ଅଚାନକ ଏକ ଓଟ ସେହି ବାଇକ ଚଳାଳୀଙ୍କୁ ଲାତ ମାରିଦେଉଥାଏ ଏବଂ ସେହି ବାଇକ ଚଳାଳୀ ଜଣକ ପଡୁ ପଡୁ ବଞ୍ଚି ଯାଉଥାଏ ଏବଂ ନିଜକୁ ସମ୍ଭାଳି ନେଇଥାଏ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬ ହଜାରରୁ ଅଧିକ ଥର ଦେଖାଗଲାଣି | ଭିଡିଓ ଉପରେ ଲୋକମାନେ ମଜାଳିଆ କମେଣ୍ଟସ ମଧ୍ୟ କରୁଛନ୍ତି | ଏହାସହିତ କିଛି ଲୋକ କମେଣ୍ଟସରେ ଏହା ମଧ୍ୟ କହୁଛନ୍ତି ଯେ ରାସ୍ତାରେ ଯିବାବେଳେ ଆମେ ସଡକ ନିୟମ ପାଳନ କରିବା ଉଚିତ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *