ସୈନିକଙ୍କ ଅଣ୍ଟାରେ ଥିଲା ବନ୍ଧୁକ, ଜଣେ ଛୋଟ ପିଲା କାନ୍ଦି କାନ୍ଦି ଆସି ମାଗିଲା ବନ୍ଧୁକ, ତା’ପରେ ଯାହା ହେଲା,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଏକ ଛୋଟ ପିଲାର ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି । ଏହି ଭିଡ଼ିଓ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ । ଜଣେ ସୈନିକ ରାସ୍ତା ପାଖରେ ଛିଡ଼ା ହୋଇଥିଲେ, ଗୋଟିଏ ପିଲା ସେସମୟରେ ଆସି ବନ୍ଧୁକ ନେବାପାଇଁ ଜିଦ ଧରି ବସିଲା । ଏହି ମଜାଦାର ଭିଡ଼ିଓକୁ ଟ୍ୱିଟର ଓ ଫେସବୁକରେ ଶେୟର କରାଯାଉଛି ।

ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଫୋୖଜୀ ଜଣକ ରାସ୍ତା କଡ଼ରେ ଛିଡା ହୋଇଥିବାବେଳେ ଗୋଟିଏ ଛୋଟ ପିଲା ଫୋୖଜୀଙ୍କ ଅଣ୍ଟାରେ ବନ୍ଧୁକ ଦେଖି ତାଙ୍କ ପାଖକୁ ଆସିଲା ଓ ବନ୍ଧୁକ ପାଇଁ ଜିଦ ଧରିଲା । ମନାକରିବାରୁ ସେ ଜୋର ଜୋରରେ କାନ୍ଦିଲା ଓ ବନ୍ଧୁକ ନେବାପାଇଁ ଜିଦ କଲା । ପିଲାଟି କହୁଥିଲା, ” ମୋତେ ଗନ ଦରକାର “। ଯବାନ କହିଲେ ଚାଲ ମୁଁ ତୁମକୁ ଆଉ ଗୋଟେ ବ-ନ୍ଧୁ-କ ଦେଉଛି । ଏହାପରେ ପିଲାଟି କାନ୍ଦି କରି କହିଲା ” ନା ମୋତେ ଏହି ଗନ ହିଁ ଦରକାର ।

ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ମଜାକ ଲାଗୁଛି । ଜଣେ ୟୁଜର ଲେଖିଥିଲେ, ଦେଖ ସେ ବନ୍ଧୁକ ଚଳାଇବା ପସନ୍ଦ କରୁଛି । ବ-ନ୍ଧୁ-କ ଲକ ଥିଲା ନଚେତ ବଡ଼ ଦୁ-ର୍ଘ-ଟ-ଣା ଘଟି ପାରିଥାନ୍ତା । ଆଉ ଜଣେ ୟୁଜର ଲେଖିଥିଲେ, ଏହି ପିଲାଟିକୁ କେବଳ ଏହି ବନ୍ଧୁକ ହିଁ ଦରକାର ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *