୭ ଘଣ୍ଟା ପର୍ଯ୍ୟନ୍ତ ଶୋଇଲେ ଆଉ ୧୧ ଲକ୍ଷ ଟଙ୍କା ପାଇଲେ ,ଦେଖନ୍ତୁ ଭିଡ଼ିଓ

କୌଣସି ଲୋକ ଶୋଇବା ଦ୍ୱାରା କିପରି ଟଙ୍କା ରୋଜଗାର କରିପାରିବ ? ଯଦି ଏତେ ସହଜ ଅଟେ ଟଙ୍କା ରୋଜଗାର କରିବା, ତେବେ କାହିଁକି ଲୋକମାନେ ଏତେ କଷ୍ଟ କରୁଛନ୍ତି | ଶୋଇଯାଅ ଏବଂ ଉଠିପଡ, ଆଉ ହୋଇଯାଅ ଲକ୍ଷପତି | ଲୋକମାନେ ବହୁ ବର୍ଷ ଧରି ରୋଜଗାର କରିଚାଲନ୍ତି କିନ୍ତୁ ସେମାନେ ଲକ୍ଷପତି ହୋଇପାରନ୍ତି ନାହିଁ | କିନ୍ତୁ ଜଣେ ଭଦ୍ରବ୍ୟକ୍ତି ଅଛନ୍ତି, ଯିଏକି ଶୋଇକି ହିଁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଦେଲେ |

ଏହା କ’ଣ ହେଲା, କିପରି ହେଲା ?

ଏହି ପୁଅର ବୟସ ୨୬ ବର୍ଷ ବୋଲି କୁହାଯାଉଛି ଏବଂ ୭ ଘଣ୍ଟାରେ ହିଁ ଯୁବକ ୧୧ ଲକ୍ଷ ଟଙ୍କା ରୋଜଗାର କରିଲା | ଏହି ଯୁବକ ଜଣକ ଶୋଇକି ହିଁ ଏତେ ଟଙ୍କା ରୋଜଗାର କଲା | ଏହି ସମୟରେ ଲୋକମାନେ ଏହାକୁ ଡିଷ୍ଟର୍ବ କରିବାରେ ଲାଗିଲେ | ସେଥିରୁ ହିଁ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିଲେ |

କ’ଣ ହେଉଛି ଏସବୁ ?

ଲୋକମାନେ ପଠାଇଲେ ଏହି ରାଶି :-

ଏହି ବ୍ୟକ୍ତି ଏସିଆନ ଆଣ୍ଡି ନାମରେ ୟୁଟ୍ୟୁବ ଚ୍ୟାନେଲ ଚଲାନ୍ତି ଏବଂ ସେ ଗେମିଂ ଷ୍ଟ୍ରିମିଂ ମଧ୍ୟ କରନ୍ତି | ସେ ଏକ ଲାଇଭ ଷ୍ଟ୍ରିମ କଲେ | ଏଥିରେ ସେ ଶୋଇଛନ୍ତି ଏବଂ ଲୋକମାନେ ତାଙ୍କୁ ଟଙ୍କା ଡୋନେଟ କରି ତାଙ୍କୁ ଡିଷ୍ଟର୍ବ କରୁଛନ୍ତି | ଏଥିରୁ ହିଁ ସେ ଏତେ ପରିମାଣର ଟଙ୍କା ରୋଜଗାର କଲେ | ଟାଇମ୍ସ ନ୍ୟୁ ଅନୁଯାୟୀ, ତାହାକୁ ଦେଖୁଥିବା ଦର୍ଶକମାନେ ବିଭିନ୍ନ ପ୍ରକାରର ସାଉଣ୍ଡ ପଠାଉଥିଲେ | ଯାହାଦ୍ୱାରା ସେ ଡିଷ୍ଟର୍ବ ହେବେ | ଅନେକ ଲୋକ ତାଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ | ଏହା ସହିତ ସେମାନେ ଅନେକ ଡଲାର ମଧ୍ୟ ପଠାଉଥିଲେ |

୪୦ ଲକ୍ଷ ଲୋକ ଦେଖିଥିଲେ ଭିଡିଓ :-

ଏହି ଭିଡିଓରୁ ଟୋଟାଲ ସେ ୧୬,୦୦୦ ଡଲାର ରୋଜଗାର କରିଥିଲେ | ଏପରିକି ଭିଡିଓକୁ ୪୦ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି | ବ୍ୟକ୍ତି ଜଣକ ଲୋକମାନଙ୍କୁ ଧନ୍ୟବାଦ ଦେଇଥିଲେ | କହିଛନ୍ତି ଯେ ସେ ଜଣେ ଟ୍ୟାକ୍ସି ଡ୍ରାଇଭର ଅଟନ୍ତି | ବହୁ କଷ୍ଟରେ ସେ ପ୍ରତିଦିନ ୧୬ ଡଲାର (୧୧୬୩ ଟଙ୍କା) ରୋଜଗାର କରିପାରନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *