ପରି ମା-ମ-ଲା : ଅ-ଭି-ଯୁ-କ୍ତ ମାନିଲା ଦୋ-ଷ, ତଳେ ପକାଇ ତଣ୍ଟିଚିପି ହ-ତ୍ୟା କରିଥିଲା

ସାରା ରାଜ୍ୟରେ ଚହଳ ପକାଇଥିବା ପରୀ ହ-ତ୍ୟା ମା-ମ-ଲା-ର ଗୁମର ଖୋଲିଛି। ପରୀକୁ କେମିତି କରାଯାଇଥିଲା ହ-ତ୍ୟା ? କିପରି ଭାବରେ ମୃ-ତ ଶରୀରକୁ ଲୁ-ଚା-ଇବାକୁ ଅ-ଭି-ଯୁ-କ୍ତ ରଚିଥିଲା ଷ-ଡ଼ଯ-ନ୍ତ୍ର ? ହ-ତ୍ୟାର ସିନ କ୍ରିଏସନ୍ କରି ଦେଖାଇଲା ଅ-ଭି-ଯୁ-କ୍ତ। ଅ-ଭି-ଯୁ-କ୍ତ ନିଜେ ସବୁ ସତ କଥା ମାନିଛି। ଅ-ଭି-ଯୁ-କ୍ତ ନିଜେ ସ୍ବୀକାର କରିଛି ଯେ, ସେ ତଳେ ପକାଇ ତଣ୍ଟି ଚିପି ପରୀକୁ ହ-ତ୍ୟା କରିଛି। କାନ୍ଥ ଉପରେ ରଖାଯାଇଥିବା ଅଖାରେ ପୁରାଇ ବାଡି ପଛପଟେ ଥିବା ପୋଖରୀ କୂଳରେ ଫୋପାଡି ଦେଇଥିଲା।

ଅ-ଭି-ଯୁ-କ୍ତ କହିବା ଅନୁସାରେ, ସେ ଦୁ-ଷ୍କ-ର୍ମ କରିବାକୁ ଚାହିଁଥିଲା। ସେଥିପାଇଁ ଲେଙ୍ଗିସକୁ ଖୋଲିଥିଲା, କିନ୍ତୁ ଦୁଃଖ ଲାଗିବାରୁ ଦୁ-ଷ୍କ-ର୍ମ କରିନଥବା କଥା ମାନିଥିଲା। ମୃ-ତ ଦେହ ଫୋପାଡିବା ପୂର୍ବରୁ ପ୍ରଥମେ ଲେଙ୍ଗିସକୁ ଫୋପାଡିଥିଲା। ଆଉ ପରେ ମୃ-ତ ଶରୀରକୁ ଘର ପଛପଟ ପୋଖରୀ କୂଳରେ ଫୋପାଡି ଦେଇଥିଲା। ମା,ଭଉଣୀ ନଥିବା ସମୟରେ ପରୀକୁ ହାତଠାରି ଡ଼ାକିିଥିଲା। ପରୀ ଘରକୁ ଆସିବା ପରେ ଦୁ-ଷ୍କ-ର୍ମ କରିବା ଉଦ୍ଦେଶ୍ୟରେ କୁଣ୍ଡାଇ ପକାଇଥିଲା। ଆଉ ପରେ ତାକୁ ତଳେ ପକାଇ ତଣ୍ଟି ଚିପି ହ-ତ୍ୟା କରିଥିଲା। ୨ଟା ବେଳେ ଅ-ଭି-ଯୁ-କ୍ତର ମା ଆଉ ଭଉଣୀ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ମା ପରୀ ବିଷୟରେ ପଚାରିବାରୁ, ଅ-ଭି-ଯୁ-କ୍ତ ଦେଖିନଥିବା କଥା କହିଥିଲା। ଏହି ବିଷୟରେ ଅ-ଭି-ଯୁ-କ୍ତ ସତକୁ ସ୍ବୀକାର କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *