ବହୁତ ସ୍ପିଡ଼ରେ ଆଇସ ସ୍କେଟିଂ କରୁଥିଲେ ଏହି ବ୍ୟକ୍ତି,ଅଚାନକ ବରଫ ଭାଙ୍ଗିଗଲା ଆଉ ତା ପରେ. , ଦେଖନ୍ତୁ ପୁରା ଭିଡିଓ

ଅନେକ ଲୋକ ସ୍କେଟିଂ କରିବାକୁ ବହୁତ ଭଲ ପାଆନ୍ତି | ଫିଲ୍ମଗୁଡିକରେ ମଧ୍ୟ ପ୍ରାୟତଃ ସ୍କେଟିଂ ସିନ୍ସ ଦେଖାଯାଇଥାଏ | କିନ୍ତୁ, ସ୍କେଟିଂ କରିବା ଯେତିକି ମଜାଦାର ହୋଇଥାଏ, ସେତିକି ବେଳେବେଳେ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ | ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ପାଣି ଉପରେ ଜମିଥିବା ବରଫ ଉପରେ ବହୁତ ମଜାରେ ସ୍କେଟିଂ କରୁଥିବାର ଦେଖାଯାଉଛି | କିନ୍ତୁ, ସ୍କେଟିଂ କରି କରି ଯେତେବେଳେ ସେ ଦୁରକୁ ଚାଲିଯାଏ, ସେତେବେଳେ ଅଚାନକ ବରଫ ଫାଟି ଯାଇଥାଏ ଏବଂ ବହୁତ ବିପଜ୍ଜନକ ଅବସ୍ଥାରେ ପାଣି ଭିତରକୁ ଚାଲିଯାଏ | ଏହି ଭିଡିଓଟିକୁ ଲୋକମାନେ ବାରମ୍ବାର ଦେଖୁଛନ୍ତି |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି | ଭିଡିଓରେ ଆପଣ ନେଜେ ଦେଖିପାରିବେ ଯେ କିପରି ଜଣେ ବ୍ୟକ୍ତି ବିନା ପୋଷାକରେ ବରଫ ଉପରେ ମଜାଳିଆ ଶୈଳୀରେ ସ୍କେଟିଂ କରୁଛି | ତାଙ୍କ ଆଖପାଖରେ ମଧ୍ୟ ଆହୁରି ବହୁତ ଲୋକ ସ୍କେଟିଂ କରୁଥିବାର ଦେଖାଯାଉଛନ୍ତି | କିନ୍ତୁ, ଅଚାନକ ଗୋଟିଏ ସ୍ଥାନରେ ବରଫ ଭାଙ୍ଗି ଯାଇଥାଏ ଏବଂ ସେହି ବ୍ୟକ୍ତି ଅଚାନକ ପଡିଯାଉଥାଏ ଏବଂ ପାଣି ଭିତରକୁ ଚାଲି ଯାଉଥାଏ | ସେଠାରେ ଆଖପାଖର ଲୋକମାନେ, ତାଙ୍କୁ ଖସି ପଡୁଥିବା ଦେଖି ତାଙ୍କୁ ସାହସ ଦେବା ପାଇଁ କରତାଳି ଦେବା ଆରମ୍ଭ କରନ୍ତି | କିଛି ସମୟ ପରେ ଚେଷ୍ଟା କରିବା ପରେ ସେ ବାହାରକୁ ବାହାରନ୍ତି ଏବଂ ପୁଣିଥରେ ସ୍କେଟିଂ କରିବାକୁ ଲାଗିଯାନ୍ତି |

ତେବେ ଖସିପଡିବା ପରେ ମଧ୍ୟ ଏହି ବ୍ୟକ୍ତିଙ୍କୁ କୌଣସି ବିଶେଷ ଆଘାତ ଲାଗିନଥିଲା | ସେହିପରି ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକମାନେ ଏହି ବ୍ୟକ୍ତିଙ୍କୁ ଖୁବ ପ୍ରଶଂସା କରୁଛନ୍ତି | ଏହି ଭିଡିଓ ଦେଖିବା ପରେ ଆମ ସମସ୍ତଙ୍କୁ ଏହା ଶିକ୍ଷା ମିଳୁଛି ଯେ ଆମେ ଯେତେଥର ପଡ଼ୁନା କାହିଁକି, କିନ୍ତୁ ଆମକୁ କେବେହେଲେ ହାର ମାନିବା ଉଚିତ ନୁହେଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *