ଭଉଣୀ ସହିତ ପ୍ରେମ, ସ୍ତ୍ରୀକୁ ଘରୁ କଲା ଘରୁ ବାହାର ଓ ମାଗିଲା ଛାଡପତ୍ର,ଜାଣନ୍ତୁ ପୁରା ଘଟଣା

ଭାଇ ଓ ଭଉଣୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ମାନାଯାଇଥାଏ କିନ୍ତୁ ବିହାରର ଗୟା ଠାରେ ଏମିତି ଏକ ଘ-ଟ-ଣା ଘଟିଛି ଯେଉଁଠାରେ ଏକ ଯୁବକ ନିଜର ଭଉଣୀକୁ ହିଁ ପ୍ରେମ କରି ବସିଛି । ଯୁବକ ଜଣକ ନିଜର ଭଉଣୀ ପ୍ରେମରେ ନିଜ ପତ୍ନୀକୁ ଛାଡ଼ପତ୍ର ଦେବା ଘୋଷଣା କରିଥିଲା । ଏହି ପୁରା ମାମଲା ଗୟାର କୋତବଳି ଥାନା କ୍ଷେତ୍ରର ପଞ୍ଜାବୀ କଲୋନୀ ମାହୋଲର ଅଟେ ।

ଏଠାରେ ନିତିନ ଲାଲ 17 ଫେବୃଆରୀ 2016 ରେ ରାଣୀ କୁମାରୀଙ୍କ ସହିତ ବିବାହ କରିଥିଲେ । ବିଗତ ଗୁରୁବାର ଯେତେବେଳେ ରାଣୀ ନିଜ ଘର ଝାରଖଣ୍ଡରୁ ନିଜ ଶ୍ବଶୁର ଘରକୁ ଫେରିଥିଲେ ସେତେବେଳେ ତାଙ୍କ ଶ୍ବଶୁର, ଦିଅର ତାଙ୍କୁ ଘର ଭିତରକୁ ଆସିବାକୁ ଦେଇନଥିଲେ ବରଂ ମା-ର-ପି-ଟ କରି ତାଙ୍କୁ ବାହାରକୁ ବାହାର କରିଦେଇଥିଲେ । ଏହାପରେ ପି-ଡ଼ି-ତା ବିହାରର ଡିଜିପି, ଆଇଜି, ଏସଏସପି, ଡ଼ିଏସପି ସହିତ ଇତ୍ୟାଦି ଲୋକଙ୍କର ନମ୍ବର୍ ବାହାର କରି ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ ଓ ଏକ ଭିଡ଼ିଓ ବନାଇ ହ୍ଵାଟ୍ସଆପରେ ସମସ୍ତଙ୍କୁ ପଠାଇଥିଲେ ।

ମହିଳାଙ୍କ ଆଶା ଥିଲା କି, କେହି ନା କେହି ଆସି ତାଙ୍କୁ ସାହାର୍ଯ୍ୟ କରିବେ ଓ ଥଣ୍ଡା ରାତିରୁ ସୁରକ୍ଷା ଦେବେ କିନ୍ତୁ ଏମିତି ହୋଇନଥିଲା । ପୁଣି ଯେକୌଣସି ପରିସ୍ଥିତିରେ ମହିଳା ଜଣକ ଏସଏସପି କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ଶ୍ବଶୁର ଘର ଲୋକଙ୍କ ବିରୁଦ୍ଧରେ ଏଫଆଇଆର ଦାରଜ କରିଥିଲେ ।

ପି-ଡ଼ି-ତା ମହିଳା କହିଥିଲେ, ମୋ ସ୍ୱାମୀଙ୍କ ସହ ତାଙ୍କ ଭଉଣୀଙ୍କ ଆଫେୟାର ଚାଲିଛି । କିଛିଦିନ ପରେ ମହିଳାଙ୍କୁ ଏହି ବିଷୟରେ ଜଣାପଡିଥିଲା, ଏହାପରେ ପତି ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ, ସେ ଆଉ ଜମାରୁ ଭଉଣୀ ସହ କଥା ହେବେନାହିଁ କିନ୍ତୁ ପୁଣିଥରେ ଉଭୟଙ୍କ ମଧ୍ୟରେ ଆଫେୟାର ଆରମ୍ଭ ହୋଇଯାଇଥିଲା ।

ମହିଳାଙ୍କ ଅନୁସାରେ, ଶ୍ବଶୁର ଘର ଲୋକେ ମହିଳାଙ୍କୁ 4 ହ୍ବିଲର ଡିମାଣ୍ଡ କରୁଥିଲେ, ଏହାପୂର୍ବରୁ ଶ୍ବଶୁର ଘର ଲୋକେ ତାଙ୍କର ଗର୍ଭପାତ ମଧ୍ୟ କରାଇଥିଲେ । ମହିଳା 2019 ମସିହାରେ ଏହାର ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ କୌଣସି ଫାଇଦା ହୋଇନଥିଲା ଓ ଏହାଉପରେ କୌଣସି ଆକ୍ସନ ମଧ୍ୟ ନିଆଯାଇନାହିଁ ।

ମହିଳାଙ୍କ ଅ-ଭି-ଯୋ-ଗ ପରେ କୋତବଳୀ ଥାନା ପୋଲିସ ଅଧିକାରୀ ମହିଳାଙ୍କ ଶ୍ବଶୁର ଘର ଯାଇଥିଲେ । ସେଠାରେ ସେ ଦେଖିବାକୁ ପାଇଲେ କବାଟ ଭିତରୁ ବନ୍ଦ ରହିଛି । ପୋ-ଲି-ସ ଶ୍ବଶୁର ଘର ଲୋକଙ୍କୁ ନିଜ ବୋହୂକୁ ଘର ଭିତରକୁ ନେବାକୁ କହିଥିଲେ କିନ୍ତୁ ଶ୍ୱଶୁର ଅଶୋକ ଲାଲ, ଦିଅର ହିମାଂଶୁ ଲାଲଙ୍କ ସହିତ 3 ଲୋକଙ୍କୁ ଗି-ର-ଫ କରିଥିଲା ।

ପୋ-ଲି-ସ କହିଛି, ମହିଳା ନିଜର ଶ୍ବଶୁର ଘର ବିପକ୍ଷରେ ଏପର୍ଯ୍ୟନ୍ତ ଦୁଇଟି ଅ-ଭି-ଯୋ-ଗ କରିଥିଲେ ଯାହାକି କୋର୍ଟରେ ପେଣ୍ଡିଂ ହୋଇପଡିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *