ଦୁଇ ଛୁଆଙ୍କୁ ବଞ୍ଚାଇବା ପାଇଁ ପ୍ରା-ଣ-ଘା-ତୀ ସାପ ସହ ଲ-ଢ଼ି-ଲା ବିଲେଇ,ହେଲା,ତା ପରେ ହେଲା ଏମିତି ଅବସ୍ଥା,ଜାଣନ୍ତୁ ପୁରା ଘ-ଟ-ଣା

ସବୁବେଳେ କୁହାଯାଏ ଯେ କୁକୁର ସବୁଠାରୁ ଲଢୁଆ ଜୀ-ବ ହୋଇଥାଏ କିନ୍ତୁ ଅଷ୍ଟ୍ରେଲିଆର ଏକ ବିଲେଇ ନିଜ ଜୀ-ବ-ନକୁ ବାଜି ଲଗାଇ ପ୍ରମାଣିତ କରିଛି ଯେ ସେ ଏହି ମା-ମ-ଲାରେ ମଧ୍ୟ କମ ନୁହେଁ|ଦୁନିଆର ଅନ୍ୟତମ ବିଷଧର ସାପ ଈଷ୍ଟର୍ନ ବ୍ରାଉନ କବଳରୁ ଦୁଇ ଛୁଆଙ୍କ ଜୀ-ବ-ନ ଵଞ୍ଚାଇବା ପାଇଁ ଏହି ବିଲେଇ ନିଜ ଜୀ-ଵ-ନ ତ୍ୟା-ଗ କରିଥିଲେ|ଏହି ଘ-ଟ-ଣା ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସହରରେ ହୋଇଥିଲା|

ସୁଚନା ଅନୁସାରେ ଦୁଇ ଛୁଆ ନିଜର ପଛ ବଗିଚାରେ ଖେଳୁଥିଲା ବେଳେ ଏକ ଈଷ୍ଟର୍ନ ବ୍ରାଉନ ନାମକ ସାପ ଦେଖା ଦେଇଥିଲା|ଏହି ବିଲେଇ ପୁରା ତାକତ ସହ ଲ-ଢେ-ଇ କଲା ଓ ଛୁଆଙ୍କ ଜୀ-ବ-ନ ବଞ୍ଚାଇଥିଲା| ନେସନାଲ ଜେଗ୍ରୋଫିକ୍ ଅନୁସାରେ ଈଷ୍ଟର୍ନ ବ୍ରାଉନ ଅଷ୍ଟ୍ରେଲିଆର ସବୁଠାରୁ ଡେଡଲି ସାପ ଅଟେ ଓ ଅନ୍ୟ ସାପ ତୁଳନାରେ ଏହା ଅଷ୍ଟ୍ରେଲିଆ ଲୋକଙ୍କ ଅଧିକ ପ୍ରା-ଣ-ଘା-ତୀ|

Google

ଈଷ୍ଟର୍ନ ବ୍ରାଉନ ସାପ ବହୁତ ଆ-କ୍ର-ମ-ଣା-ତ୍ମ-କ ଓ ଜୋରରେ ଦୈଡିଥାଏ|ଏହାକୁ ବହୁତ ଶିଘ୍ର ରାଗ ଆସେ ଓ ଅଷ୍ଟ୍ରେଲିଆର ସବୁଠାରୁ ଵିଷଧର ସାପ ଭାବେ ପରିଚିତ ଓ ପୁରା ଦୁନିଆର ୨ୟ ତମ ବିଷଧର ଅଟେ| ଏହା କାରଣ ଥିଲା ଯେ, ଏହା ଛୁଆଙ୍କ ପାଇଁ ଘା-ତକ ହୋଇଥାନ୍ତା| ଆର୍ଥର ଯେତେବେଳେ ଏହି ସାପକୁ ଦେଖିଲା ସେତେବେଳେ ଲଢେଇ ଲାଗିଥିଲା|

ଆର୍ଥର ବହୁ ସଂଘର୍ଷ ଫଳରେ ଏହି ସାପକୁ ମା-ରି-ଥିଲା, ଯଦିଓ ଏହି ଭୟଙ୍କର ଲଢେଇ ମଧ୍ୟରେ ସାପ କାଟି ଦେଇଥିଲା| ଏହି ସାପର ବିଷ ଏତେ ଭ-ୟାବହ ଥିଲା ଯେ ଆର୍ଥରଙ୍କୁ ଏହି ସାପ ଦଂ-ଶ-ନ କରିବା କ୍ଷଣି ସେ କିଛି ସମୟ ତଳେ ପଡିଗଲା କିନ୍ତୁ କିଛି ସମୟପରେ ପୁଣି ଠିଆହେଲା| ଯଦିଓ ଆସନ୍ତା ଦିନ ଆର୍ଥର ଶରୀରରେ ସାପ ବି-ଷ ଚରି ଯାଇଥିଲା|

ଯେତେବେଳେ ଆର୍ଥର ମାଲିକ ତାର ଅବସ୍ଥା ଦେଖିଲା ସେତେବେଳେ ଫୈରନ ହସ୍ପିଟାଲ ନେଇଥିଲେ କିନ୍ତୁ ତାଙ୍କୁ ବଞ୍ଚାଇପାରି ନଥିଲେ|କୁଇନ୍ସଲ୍ୟାଣ୍ଡର ଆନିମଲ ଇମରଜେନ୍ସି ସର୍ଭିସଙ୍କ କହିବାନୁଯାୟୀ, ଏହି ଘ-ଟ-ଣା ପରେ ବିଲେଇ ମାଲିକ ମନରେ ନିରାଶ ଖେଳି ଯାଇଛି|ଫେସବୁକର ଏକ ପୋଷ୍ଟରେ ସେ ଲେଖିଛନ୍ତି ଆର୍ଥରଙ୍କୁ ପରିବାର ବହୁତ ମନେ ପକାଏ, ସଦାବେଳେ ଆର୍ଥରଙ୍କ ବାହାଦୂରୀ ପାଇଁ ଆଭାରୀ ରହିବ ଯାହାଫଳରେ ଛୁଆଙ୍କ ଜୀ-ଵ-ନ ବଞ୍ଚିଗଲା

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *