ଦେଖନ୍ତୁ ଭିଡ଼ିଓ : ବେନ ଷ୍ଟୋକ୍ସ ଆଉଟ ହେଲା ପରେ ପ୍ୟାଭିଲିୟନ ଯାଇ କଲେ ଏହି ପ୍ରକାରର ହରକତ, ଲୋକମାନେ କହିଲେ- ଲଜ୍ଜ୍ୟା-ଲଜ୍ଜ୍ୟା

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ଵିତୀୟ ମ୍ଯାଚରେ ଆର ଅଶ୍ଵିନୀ ବେନ ଷ୍ଟୋକ୍ସଙ୍କୁ ଆଉଟ କରିଥିଲେ। ଏହି ସମୟରେ ଷ୍ଟୋକ୍ସ ୩୪ଟି ବଲ ଖେଳି ୧୮ରନ କରିଥିଲେ। ଷ୍ଟୋକ୍ସ ବଡ ସଟ ଖେଳିବା ଚକ୍କରରେ ଥିଲେ କିନ୍ତୁ ଆର ଅଶ୍ଵିନୀଙ୍କ ଫିରକି ବଲକୁ ବୁଝିନପାରି ନିଜର ୱିକେଟ ହରାଇଦେଲେ।

ଆଉଟ ହେବା ପରେ ସେ ନିଜର ରୋଗକୁ ଯେମିତି ସେମିତି ଦବାଇ ରଖିଦେଲେ। କିନ୍ତୁ ପଡିଆରୁ ବାହାରିବା ମାତ୍ରେ ହ୍ୟାଲମେଟ ଜମିରେ କଚାଡି ଦେଇଥିଲେ। କେବଳ ଏତିକି ନୁହେଁ ସେ ହ୍ୟାଲମେଟକୁ ଗୋଇଣ୍ଠା ମଧ୍ୟ ମାରିଥିଲେ। ବୋଧେ ଷ୍ଟୋକ୍ସଙ୍କୁ ଲାଗିଲାକି ଏହି ହରକତ ରୁମ ମଧ୍ୟରେ ହେଉଛି କିନ୍ତୁ ଏହା ସମସ୍ତ ଦର୍ଶକଙ୍କ ନିକଟରେ ପହଞ୍ଚିଗଲା। ବର୍ତ୍ତମାନ ତାଙ୍କର ଏହି କାରନାମା ଭାଇରାଲ ହେଉଅଛି। ସୋସିଆଲ ମିଡିଆରେ ଲୋକମାନେ ଏହାକୁ ନିନ୍ଦା କରିଛନ୍ତି। ତାଙ୍କର ଏହି ହରକତକୁ ଖେଳ ଭାବନା ବିରୁଦ୍ଧରେ ଦେଖାଯାଉଛି।

ଷ୍ଟୋକ୍ସଙ୍କର ଖେଳ ସମୟରେ ଏହିପରି ପ୍ରତିକ୍ରିୟା ପାଇଁ ବଦନାମ ହେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *