ଭାଲେଣ୍ଟାଇନ ଡେ’ରେ ଡେଟିଂ ରେ ଯିବାପାଇଁ ରାଜି ହେଲେ ନାହିଁ ଏକ୍ସ ଗାର୍ଲଫ୍ରେଣ୍ଡ, ପ୍ରେମିକ କଲେ ଅ-ପ-ହ-ର-ଣ ଏବଂ ତା’ପରେ…

ଭାଲେଣ୍ଟାଇନ ଡେ’କୁ ପ୍ରେମ ଦିବସ ଭାବରେ ସାରା ଦୁନିଆ ଜାଣିଥାଏ, ଯେଉଁଥିରେ ପ୍ରେମିକ-ପ୍ରେମିକା ପରସ୍ପର ପ୍ରତି ପ୍ରେମ ପ୍ରକାଶ କରିଥାନ୍ତି, କିନ୍ତୁ ଆମେରିକାର ଜଣେ ବ୍ୟକ୍ତିଙ୍କୁ ନିଜର ଏକ୍ସ ଗାର୍ଲଫ୍ରେଣ୍ଡକୁ ଜ-ବ-ର-ଦ-ସ୍ତି ଡେଟକୁ ଡ଼ାକିବାଟା ମହଙ୍ଗା ପଡିଲା |

ଆମେରିକାର ଆରିଜୋନାରେ ଭାଲେଣ୍ଟାଇନ ଡେ’ରେ ଡେଟରେ ଯିବାକୁ ମନା କରିବା ପରେ ଜଣେ ବ୍ୟକ୍ତି ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡକୁ ଅ-ପ-ହ-ର-ଣ କରି ନେଇଥିଲେ | ବ୍ୟକ୍ତିଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଦୁଇଟି ସନ୍ତାନର ମାଆ ମଧ୍ୟ ଅଟନ୍ତି | ମହିଳାଙ୍କୁ ଅ-ପ-ହ-ର-ଣ କରିବାର ଅ-ଭି-ଯୋ-ଗ-ରେ ପୋ-ଲି-ସ ତାଙ୍କୁ ଗି-ର-ଫ କରିନେଲା |

ଫେବୃଆରୀ ୧୦ ତାରିଖରେ ଏହି ବ୍ୟକ୍ତିଜଣକଙ୍କର ପରିଚୟ ୨୦ ବର୍ଷିୟ ୟଶାୟାହ କସପର୍ଡ ରୂପରେ ଜଣା ପଡିଥିଲା, ​​ଯିଏକି ନିଜ ପୂର୍ବତନ ପ୍ରେମିକା ଉପରେ ଆ-କ୍ର-ମ-ଣ କଲେ ଏବଂ ତାଙ୍କୁ ଅ-ପ-ହ-ର-ଣ କରିବାକୁ ଚେଷ୍ଟା କଲେ | ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ ଆ-କ୍ର-ମ-ଣ କରିଥିବା ଅ-ଭି-ଯୋ-ଗ-ରେ ତାଙ୍କୁ ଗି-ର-ଫ କରାଯାଇଥିଲା, କିନ୍ତୁ ପରେ ମୁକ୍ତ କରାଯାଇଥିଲା |

ତେବେ ପରଦିନ ସେ ପୁଣିଥରେ ତାଙ୍କୁ ଡେଟ ପାଇଁ ବାହାରକୁ ନେବାପାଇଁ ମନାଇବାକୁ ତାଙ୍କ ଘରେ ପହଞ୍ଚି ଯାଇଥିଲେ | ଡେଲି ମେଲ ରିପୋର୍ଟ ଅନୁଯାୟୀ, ପୀ-ଡି-ତା-ଙ୍କ ମା କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ସହ ଡେଟରେ ଯିବାକୁ ମନା କରିଦେଇଥିଲେ, ସେତେବେଳେ ସେ ତାଙ୍କୁ ପି-ଟି-ଲେ ଏବଂ ଜବର-ଦସ୍ତ ନିଜ କାରକୁ ନେଇଗଲେ ଏବଂ ଅତି କମରେ ୧୦୦ ମିଲି ପ୍ରତି ଘଣ୍ଟା ବେଗରେ ଗାଡି ଚଳାଇଥିଲେ |

ଯେମିତି ଲୋକମାନେ ଏହି ଦୃଶ୍ୟ ଦେଖିଲେ ପଡ଼ୋଶୀମାନେ ତୁରନ୍ତ ପୋ-ଲି-ସ-କୁ ଡାକିଥିଲେ ଏବଂ ପୋ-ଲି-ସ କାରଟିକୁ ଧରିବା ବେଳକୁ ତାହା ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇପଡ଼ିଥିଲା | ଅ-ଭି-ଯୁ-କ୍ତ-ଙ୍କୁ ଗି-ର-ଫ ପରେ ୬,୦୦୦ ଡଲାରର ବଣ୍ଡରେ କାଉଣ୍ଟି ଜେ-ଲ-ରୁ ମୁକ୍ତି ମିଳିଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *