ଜାଣନ୍ତୁ ସଚିନ ପାଇଲଟଙ୍କ ରୋମାଞ୍ଚକର ପ୍ରେମ କାହାଣୀ । ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସଚିନ ପାଇଲଟ ଥିଲେ ଜଣେ ରାଜନୀତିର ହାତୀ ଓ ରାଜେଶ ପାଇଲଟଙ୍କ ପୁତ୍ର। ସଚିନ ରାଜସ୍ଥାନର ଟୋଙ୍କ ବିଧାନସଭାର ବିଧାୟକ, ଉପମୁଖ୍ୟମନ୍ତ୍ରୀ, ୧୫ ନମ୍ବର ଲୋକସଭାରେ କେନ୍ଦ୍ରୀୟ ସଞ୍ଚାର ରୂପେ, ସୂଚନା ପ୍ରଦ୍ୟୋଗିକା ରେ ମନ୍ତ୍ରୀ, କଂଗ୍ରେସ କମିଟିରେ ଅଧ୍ୟକ୍ଷ ମଧ୍ୟ ରହିଥିଲେ, ପରେ ତାଙ୍କୁ ଏସବୁ ପଦବୀରୁ ହଟାଇ ଦିଆଯାଇଥିଲା।

୪୩ ବର୍ଷର ସଚିନ ପାଇଲଟ ନିଜର ଶିକ୍ଷା ପ୍ରାରମ୍ଭିକ ଏୟାର ଫୋର୍ସ ବାଲଭାରତୀ ସ୍କୁଲରେ ସମାପ୍ତ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରେ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଗୁଡ଼ଗାଁଓ ଠାରେ ଅଢ଼େଇରୁ ତିନି ବର୍ଷଧରି ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିଥିଲେ, ପରେ ଅଧିକ ପଢ଼ିବା ପାଇଁ ବିଦେଶ ଯାଇଥିଲେ।

ବିଦେଶ ଗଲା ପରେ ସଚିନଙ୍କ ସହ ସାରା ଅବ୍ଦୁଲାଙ୍କ ଦେଖା ହୋଇଥିଲା । ତାଙ୍କ ଦୁହିଁଙ୍କ ଭିତରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ହୋଇଥିଲା । ସାରା ପୁର୍ବ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲାଙ୍କ ଝିଅ ଓ ଉମର ଅବ୍ଦୁଲାଙ୍କ ଭଉଣୀ ଥିଲେ ।

ପାଠପଢ଼ା ସରିଲା ପରେ ସେ ଦୁହେଁ ଦୂରରେ ରହି ମଧ୍ୟ ପ୍ରେମ ଆଳାପରେ କଥାବାର୍ତ୍ତା କରୁଥିଲେ। ପରେ ସେ ଦୁହେଁ ସାହାସ କରି ନିଜର ପ୍ରେମ କଥା ଘରେ ଜଣାଇଥିଲେ। ଯେହେତୁ ସଚିନ ହିନ୍ଦୁ ପରିବାରର ଓ ସାରା ମୁସଲିମ ପରିବାରର, ତେଣୁ ସେମାନଙ୍କ ବିବାହରେ ପାଚେରୀ ଛିଡ଼ା ହୋଇଯାଇଥିଲା।

ସେମାନଙ୍କ କଥା ଶୁଣିଲା ପରେ ସେମାନଙ୍କ ପରିବାରର ଲୋକମାନେ ମନା କରିଦେଇଥିଲେ। ଫାରୁକ ଅବ୍ଦୁଲା ସାରାଙ୍କର କୌଣସି କଥା ବୁଝିନଥିଲେ। ସେହି କାରଣରୁ ବହୁତ ଦିନଧରି ସାରା କାନ୍ଦିଥିଲେ।

କିଛି ସମୟ ପରେ ଅର୍ଥାତ ୨୦୦୪ ମସିହାରେ ସାରା ଓ ସଚିନଙ୍କର ବିବାହ ହୋଇଥିଲା। ଏହି ବିବାହରେ କେବଳ ସଚିନଙ୍କର ପରିବାର ସାମିଲ ହୋଇଥିଲା। ପରେ କିଛିଦିନ ପରେ ଅବ୍ଦୁଲାଙ୍କ ପରିବାର ବିବାହକୁ ସ୍ୱୀକାର କଲେ।

ଯେତେବେଳେ ସଚିନଙ୍କର ପିତା ମୃତ୍ୟୁ ବରଣ କଲେ, ତାଙ୍କୁ ସେତେବେଳେ ତାଙ୍କୁ ୨୬ ବର୍ଷ ହୋଇଥିଲା। ସେ ଏହି ୨୬ ବର୍ଷରେ ରାଜନୀତିରେ ପ୍ରବେଶ କରିଥିଲେ। ଏହି ସମୟରେ ଅବ୍ଦୁଲାଙ୍କ ପରିବାରର ଲୋକ ତାଙ୍କ ବିବାହକୁ ସ୍ୱୀକାର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *