ଗଛ ମଝିରେ ଫ-ସି ଯାଇଥିଲା ଗାଈର ବେକ, ଲୋକମାନେ ବ-ଞ୍ଚା-ଇ-ବା ପରେ ଗାଈ ସେମାନଙ୍କର ଏମିତି ଅ-ବ-ସ୍ଥା କଲା ,ଦେଖିଲା ପରେ ଆପଣ ହସି ହସି ଗଡ଼ିଯିବେ,ଦେଖନ୍ତୁ ଭିଡ଼ିଓ..

ସୋସିଆଲ ମିଡିଆରେ ଗୋଟିଏ ଗାଈର ଭିଡିଓ ଦିନକୁ ଦିନ ଭା-ରା-ଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣମାନେ ମଧ୍ୟ ହସି ହସି ପାଗଳ ହୋଇଯିବେ। ପ୍ରାୟତଃ ଦେଖାଯାଏ ଯେ, ପଶୁ ଯଦି କିଛି ଅ-ସୁ-ବି-ଧା-ରେ ପଡ଼େ, ତେବେ ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଠିକ୍ ସେହିପରି, ଯେତେବେଳେ ଗାଈର ଗଳା ଗଛରେ ଫ-ସି ଯାଇଥିଲା, ତେବେ ଲୋକମାନେ ତାକୁ ବ-ଞ୍ଚା-ଇ-ବା-କୁ ଆସିଥିଲେ। କିନ୍ତୁ ଯେମିତି ହିଁ ଗାଈ ବାହାରକୁ ଆସିଲା, ସେ ଲୋକଙ୍କ ଉପରେ ଆ-କ୍ର-ମ-ଣ କରିଦେଲା। ଏହି ଭିଡିଓକୁ ଆଇଏଏସ ଅଫିସର ଅବନିଶ ଶରଣ ଟ୍ୱିଟରରେ ସେୟାର କରିଛନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳିଛିଯେ, ଦୁଇଟି ଗଛ ମଧ୍ୟରେ ଗାଈର ବେକ ଫ-ସି ଯାଇଥିଲା। ଏମିତି ଲାଗୁଥିଲାଯେ, ସେ ଗଳା ବାହାର କରିବାକୁ ଚେଷ୍ଟା କରୁଛି। ଏହାକୁ ଦେଖି ଦୁଇଟି ଲୋକ ତାକୁ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ। ସେମାନେ ଗଛରୁ ଟାଣିକି ଗଳାକୁ ବାହାର କରୁଥିଲେ। ଗଳା ବାହାରିବା ମାତ୍ରେ ହିଁ ଗାଈ କ୍ରୋ-ଧି-ତ ହୋଇଯାଏ ଏବଂ ଦୁଇଜଣଙ୍କୁ ଶି-ଙ୍ଗ ସାହାଯ୍ୟରେ ଆ-କ୍ର-ମ-ଣ କରିଦେଇ ଦୌଡ଼ି ପଳେଇଲା।

ଅବନୀଶ ଶରଣ ଭିଡିଓ ସେୟାର କରିବାବେଳେ କ୍ୟାପସନରେ ଲେଖିଛନ୍ତି, ‘କୁହନ୍ତୁ! ଭଲ କରିବାର ସମୟ ଆଉ ନାହିଁ।’ ଏହି ଭିଡିଓକୁ ଅବନୀଶ ଶରଣ ୧୩ ଫେବୃୟାରୀରେ ସେୟାର କରିଥିଲେ, ଯାହାର ଏତେ ଯାଏ ୨୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହିତ ୨୦୦୦ରୁ ଅଧିକ ଲାଇକ ଏବଂ ୨୦୦ରୁ ବେଶୀ ରି-ଟ୍ୱିଟ୍ ହୋଇସାରିଛି। ମନ୍ତବ୍ୟ ବିଭାଗରେ, ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *