ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ଅଭିଯୋଗ ଜଣାଇବାର ଅଛି କି ? ବାସ ତା ହେଲେ ଏମିତି କରନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଜଣାଇ ପାରିବେ ନିଜର ମନର କଥା। ଏହି ବିଷୟରେ ପ୍ରଧାନମନ୍ତ୍ରୀ “ମନ କୀ ବାତ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କର ମତାମତ ମାଗିଛନ୍ତି। ଯଦି ଆପଣ ମାନଙ୍କର ମତାମତ ଦେଶର ହିତ ପାଇଁ ହୋଇଥିବ, ତାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ କୀ ବାତ”ର ୭୪ ଏପିସୋଡ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରି ଏହି ବିଷୟରେ ବିଚାର କରାଯିବ।

ଏହି କାର୍ଯ୍ୟପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଦେଶବାସୀଙ୍କର ମତାମତ ମାଗିଛନ୍ତି। ଏଥିପାଇଁ ଆପଣଙ୍କୁ my.gov.in ୱେବସାଇଟରେ ନିଜର ମନର କଥା ଦେଇପାରିବେ। ଆଉ ଆପଣ ଦେଇଥିବା କଥାକୁ ଫେବୃଆରୀ ୨୮ ତାରିଖରେ “ମନ କୀ ବାତ” କାର୍ଯ୍ୟକ୍ରମରେ ୭୪ ଏପିସୋଡରେ ସାମିଲ କରାଯିବ।

“ମନ କୀ ବାତ” କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ମଧ୍ୟ ଟୋଲ-ଫ୍ରି ନମ୍ୱର ୧୮୦୦-୧୧-୭୮୦୦ରେ କଲ କରି ଆପଣଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ଆପଣ ୧୯୨୨ ନମ୍ୱରରେ ମିସ-କଲ ମଧ୍ୟ କରିପାରିବେ। ମିସ-କଲ ପରେ ଆପଣଙ୍କ ପାଖକୁ ଏକ ଲିଙ୍କ ଆସିବ, ସେହି ଲିଙ୍କରେ କ୍ଲିକ୍ କରି ଆପଣ ଆପଣଙ୍କର ମତାମତ ମଧ୍ୟ ଦେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *