୫୦ରୁ ଅଧିକ ନ-କ-ଲି ବିବାହ କରିଛନ୍ତି ଏହି ମହିଳାମାନେ,ଏମିତି ଭାବରେ ନିଜ ଜାଲରେ ଫ-ସା-ଇ-ଥା-ନ୍ତି ଲୋକମାନଙ୍କୁ,ଜାଣନ୍ତୁ କେମିତି ତାଙ୍କର ଚାଲ !

ଡ-କା-ୟ-ତି ମହିଳାମାନଙ୍କର କାହାଣୀ ଆଜିକାଲି ନ୍ୟୁଜ ପେପର ଏବଂ ଟିଭିରେ ବହୁତ ଆସିଥାଏ | କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ଏମାନଙ୍କ ଶିକାର ହୋଇଯାନ୍ତି | ଆପଣ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଡକାୟତି ମହିଳାଙ୍କ ବିଷୟରେ ଅନେକ କାହାଣୀ ନିଶ୍ଚିତ ଭାବେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ସେମାନଙ୍କର ଏକ ଏପରି ଗ୍ୟାଙ୍ଗ ସହିତ ପରିଚିତ କରିବାକୁ ଯାଉଛୁ, ଯେଉଁମାନେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ନ-କ-ଲି ବିବାହ କରିଛନ୍ତି |

ବାସ୍ତବରେ କିଛି ସମୟ ପୂର୍ବରୁ ପୁଣେ କ୍ରାଇମ ବ୍ରାଞ୍ଚ ନକଲି ବିବାହ କରି ଲୋକଙ୍କୁ ଲୁଟ କରୁଥିବା ଏକ ଆନ୍ତରାଜ୍ୟ ଗ୍ୟାଙ୍ଗର ପରଦା ଫାସ କରି ୯ ଜଣ ମହିଳାଙ୍କୁ ଗି-ର-ଫ କରିଛି | ଏହି ମହିଳାମାନେ ବହୁତ ଚାଲାକରେ ନିଜ ନୁଆଁ ସ୍ୱାମୀଙ୍କୁ ବୋକା ବନାଇ ସେମାନଙ୍କ ଘରୁ ଗହଣା,ଟଙ୍କା ଏବଂ ମୂଲ୍ୟବାନ ଜିନିଷ ଲୁଟି ନେଇ ପଳାଇ ଯାଉଥିଲେ |

ପୋ-ଲି-ସ ଏହି ୯ ଜଣ ମହିଳାଙ୍କ ସହ ୨ ଜଣ ପୁରୁଷଙ୍କୁ ମଧ୍ୟ ଗି-ର-ଫ କରିଛି | ଏହି ନକଲି ବିବାହ କରାଇବାରେ ସେମାନେ ମହିଳାମାନଙ୍କୁ ସାହାଯ୍ୟ କରୁଥିଲେ | ସେହିପରି ଏହି ଗ୍ୟାଙ୍ଗର ୧୨ ରୁ ଅଧିକ ମହିଳା ବର୍ତ୍ତମାନ ମଧ୍ୟ ଫେ-ରା-ର ଅଛନ୍ତି | ଧରାଯାଇଥିବା ଏହି ସମସ୍ତ ମହିଳାଙ୍କ ବୟସ ୨୨ ରୁ ୩୫ ବର୍ଷ ମଧ୍ୟରେ ଅଟେ | ଏହି ଡକାୟତି ମହିଳାମାନେ ମହାରାଷ୍ଟ୍ର, ଗୁଜୁରାଟ ଏବଂ କର୍ଣ୍ଣାଟକରେ ଲୋକଙ୍କ ସହ ନକଲି ବିବାହ କରି ସେମାନଙ୍କୁ ଲୁ-ଟ କରୁଥିଲେ |

ଏହି ଗ୍ୟାଙ୍ଗର ପରଦା ଫାସ ସେତେବେଳେ ହେଲା, ଯେତେବେଳେ ଜଣେ ଯୁବକ ଅ-ଭି-ଯୋ-ଗ ଲେଖି କହିଥିଲେ ଯେ କିପରି ଜ୍ୟୋତି ପାଟିଲ (୩୫) ନାମକ ଜଣେ ଝିଅ ତାଙ୍କ ସାମ୍ନାରେ ନିଜକୁ ଗରିବ, ବେସାହାରା ଏବଂ ଅସହାୟ ହେବାର ନାଟକ କରିଥିଲେ | ଯୁବକ ଜଣକ ମଧ୍ୟ ତାଙ୍କୁ ଦୟା କରି ଜାନୁଆରୀରେ ବିବାହ କରିଥିଲେ | କିନ୍ତୁ ବିବାହର କିଛି ଦିନ ପରେ ହିଁ ବୋହୁ ଘରେ ରଖାଯାଇଥିବା ମୂଲ୍ୟବାନ ଗହଣା ଏବଂ କ୍ୟାସ ନେଇ ଫେ-ରା-ର ହୋଇଯାଇଥିଲେ |

ପୋ-ଲି-ସ ଯେତେବେଳେ ଯାଞ୍ଚ କଲା, ଜଣାପଡିଲା ଯେ ଜ୍ୟୋତି ପୂର୍ବରୁ ବିବାହିତ ଅଟନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି | ଏହା ପରେ ପୋ-ଲି-ସ ନିଜ ସର୍ଚିଙ୍ଗ ଆହୁରି ଜୋରଦାର କରିଦେଲେ ଏବଂ ଜ୍ୟୋତିଙ୍କ ସହିତ ତାଙ୍କ ସହ ଥିବା ୯ଜଣ ମହିଳାଙ୍କୁ ଗି-ର-ଫ କରିଥିଲା | ପୋ-ଲି-ସ ଅନୁଯାୟୀ, ଏହି ଗ୍ୟାଙ୍ଗର ଲିଡର ଜ୍ୟୋତି ପାଟିଲ ହିଁ ଅଟନ୍ତି |

ପଚରାଉଚରା ସମୟରେ ଜ୍ୟୋତି ନିଜେ ହିଁ ସ୍ୱୀକାର କରିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ପୁଅଙ୍କୁ ବିବାହ କରିଛନ୍ତି | ତେବେ ଏହି ପାଞ୍ଚଜଣଙ୍କ ମଧ୍ୟରୁ କେବଳ ଜଣେ ଜ୍ୟୋତିଙ୍କ ବିରୋଧରେ ଲିଖିତ ଭାବେ ଅ-ଭି-ଯୋ-ଗ କରିଛନ୍ତି | ଏଭଳି ପରିସ୍ଥିତିରେ ଗ୍ରାମୀଣ ପୋ-ଲି-ସ-ର ଏସପି ଅଭିନାଭ ଦେଶମୁଖ କହିଛନ୍ତି ଯେ ଯଦି ଆପଣଙ୍କ ସହ ମଧ୍ୟ ଏପରି ଡ-କା-ୟ-ତି କିମ୍ବା ଠକେଇ ହୋଇଥାଏ, ତେବେ ସାମ୍ନାକୁ ଆସି ଥାନାରେ ନିଜ ଅ-ଭି-ଯୋ-ଗ ଲେଖନ୍ତୁ | ଏହାଦ୍ୱାରା କେସ ଆହୁରି ଅଧିକ ଶକ୍ତିଶାଳୀ ହେବ ଏବଂ ଅ-ଭି-ଯୁ-କ୍ତ-ମାନଙ୍କୁ କଠୋରରୁ କଠୋର ଦ-ଣ୍ଡ ଦିଆଯାଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *