ଘରେ ପଶି ୮ ଦିନର ଯାଆଁଳା ପିଲାଙ୍କୁ ନେଇଗଲା ମାଙ୍କଡ଼ । ଜଣେ ହେଲେ ଉ-ଦ୍ଧା-ର,ଅନ୍ୟ ଜଣେ ମୃ-ତ,ଜାଣନ୍ତୁ ପୁରା ଖବର

ତାମିଲନାଡ଼ୁର ତାଞ୍ଜାବୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସମ୍ନାକୁ ଆସିଛି । ଯେଉଁଠାରେ ଏକ 8 ଦିନର ପିଲାଟିର ଯ-ନ୍ତ୍ର-ଣା-ଦା-ୟ-କ ମୃ-ତ୍ୟୁ ହୋଇଯାଇଛି । ପିଲାଟିର ମାଆଙ୍କ କହିବା କଥା ହେଲା ମାଙ୍କଡ଼ ସମୂହ ଘର ଭିତରକୁ ପଶିଗଲା ଓ ପିଲାଟିକୁ ଉଠାଇ ନେଇଗଲା । ଏହାପରେ ବହୁତ ଚେଷ୍ଟା ପରେ ଗୋଟିଏ ପିଲାଟିକୁ ଛାତରୁ ଉ-ଦ୍ଧା-ର କରଗଲା କିନ୍ତୁ ଅନ୍ୟ ପିଲାଟିର ମୃତ୍ୟୁ ହୋଇଗଲା ।

ବୁବନେଶ୍ୱରୀ ନାମକ ମହିଳା ଜଣକ 8 ଦିନ ପୂର୍ବରୁ ଦୁଇ ଯାଆଁଳା ପିଲାଙ୍କୁ ଜନ୍ମ ଦେଇଥିଲା । ବୁବନେଶ୍ଵରୀଙ୍କ ଗୋଟିଏ ପିଲାର ମୃ-ତ୍ୟୁ ପରେ କାନ୍ଦି କାନ୍ଦି ସେ ହ-ତା-ଶ ହୋଇଗଲେ । ବୁବନେଶ୍ୱରୀ କହିଥିଲେ, ଶନିବାର ଦିନ ସକାଳେ ଉଭୟ ପିଲା ତାଙ୍କ ଘରେ ଶୋଇଥିଲେ ।

ସେତେବେଳେ ମାଙ୍କଡ଼ର ଏକ ସମୂହ ଘର ଟାଇଲ ଉଠାଇ ଭିତରକୁ ପ୍ରବେଶ କରିଥିଲା ଓ ପିଲାଙ୍କୁ ନେଇଯାଇଥିଲା । ବୁବନେଶ୍ୱରୀ ଘରକାମ କରି ଫେରୁଥିବା ସମୟରେ ଘ ଛାତ ଉପରେ ମାଙ୍କଡ଼କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ସହାୟତା ପାଇଁ ଚି-ତ୍କା-ର କରିଥିଲେ ।

ମହିଳାଙ୍କ କହିବା ହେଲା, କିଛି ସମୟ ପରେ ତାଙ୍କୁ ଅନୁଭବ ହେଲା ତାଙ୍କ ଦୁଇ ଛୁଆ ନାହାଁନ୍ତି। ଗୋଟିଏ ପିଲା ଛାତ ଉପରୁ ମିଳିଥିବା ବେଳେ ଅନ୍ୟ ପିଲାଟି ମିଳିନଥିଲା । ଏହାପରେ ମାଆ କାନ୍ଦିବାକୁ ଲାଗିଲେ ଓ ଲୋକମାନେ ଆସିବାରୁ ସେ ତାଙ୍କୁ କହିଲେ କି, ପିଲାମାନେ ଗାୟବ ହୋଇଯାଇଛନ୍ତି । ମାଙ୍କଡ଼ ପିଲା ମାନଙ୍କୁ ନେଇଯାଇଛି ।

ଖୋଜାଖୋଜି କରିବାପରେ ଗୋଟିଏ ପିଲାଟିକୁ ଛାତରୁ ଉ-ଦ୍ଧା-ର କରାଗଲା ଓ ଅନ୍ୟ ପିଲାଟିର ପତା ମିଳିନଥିଲା । ଏହାପରେ ଦ୍ଵିତୀୟ ପିଲାଟିର ଶ-ବ ପାଖରେ ଥିବା ପୋଖରୀ କୂଳରୁ ମିଳିଲା । ମେଡିକାଲ ଟିମ ପିଲାଟିକୁ ଚିକିତ୍ସା କରିଥିଲେ କିନ୍ତୁ ପିଲାଟିର ଜୀବନ ବଞ୍ଚାଇ ପାରିନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *