ଆସନ୍ତା କାଲି ଓଡିଶା ବନ୍ଦ,ସକାଳ ୭ ରୁ ଦିନ ୧ ଟା ପର୍ଯ୍ୟନ୍ତ ବନ୍ଦ

ରାଜ୍ୟରେ ପେଟ୍ରୋଲ, ଡିଜେଲ ଆଦି ଦରବୃଦ୍ଧି ହେବାରେ ଲାଗିଛି। ଏହାକୁ ପ୍ରତିବାଦ କରି ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ରହିବ ବୋଲି କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହି ବନ୍ଦ ସମୟରେ ଆବଶ୍ୟକୀୟ ଜରୁରୀ କାଳୀନ ସେବା ଯେପରି, ଆମ୍ବୁଲାନ୍ସ,ଔଷଧ ଦୋକାନ, କ୍ଷୀର ଗାଡ଼ି ଆଦି ଏଥିରୁ ବାଦ ରହିବ। ଆଉ ଯେଉଁ ଗାଡ଼ି ଗୁଡିକରେ ଫୁଲ ସଜା ହୋଇଥିବ, ସେହି ଗାଡ଼ି ଗୁଡ଼ିକ ମଧ୍ୟ ଏହି ବନ୍ଦ ଡାକରାରୁ ବାଦ ରହିବ। ଅର୍ଥାତ୍ ବିବାହ ପାଇଁ ଯାଉଥିବା ଗାଡ଼ି ଓ ସତ୍କାର ପାଇଁ ଯାଉଥିବା ଗାଡ଼ି ଏହି ବନ୍ଦ ଡାକରାରୁ ବାଦ୍ ରହିବ। ସାଧାରଣ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେହି ପ୍ରତି ଧ୍ୟାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କେବଳ ପେଟ୍ରୋଲ,ଡିଜେଲ ଦରବୃଦ୍ଧି ନୁହେଁ, ରାଜ୍ୟରେ ହେଉଥିବା ନାରୀ ଓ ଶିଶୁ ନି-ର୍ଯ୍ୟା-ତ-ନା, ଆ-ଇ-ନ ଶୃ-ଙ୍ଖ-ଳା ଆଦି ପ୍ରସଙ୍ଗକୁ ନେଇ ଆସନ୍ତା କାଲି ଓଡ଼ିଶା ରାଜ୍ୟ ବନ୍ଦ ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *