ପ୍ରଥମ ପ୍ରେମିକା ଠାରୁ ମୁଦି ଚୋ-ରି କରି ପିନ୍ଧାଇଲେ ଦ୍ୱିତୀୟ ପ୍ରେମିକାକୁ,ତା ପରେ ଯୁବକର ଅବସ୍ଥା …ଜାଣନ୍ତୁ ପୁରା ଘ-ଟ-ଣା

ଆଜି ହେଉଛି “ଭାଲେଣ୍ଟାଇନ୍ ଡେ”। ଆଜି ହେଉଛି ଏପରି ଏକ ଦିନ ଉଭୟ ପ୍ରେମିଯୁଗଳ ନିଜର ପ୍ରେମ ଜାହିର କରିଥାନ୍ତି। ଆଉ ପ୍ରେମ ଏପରି ଅନ୍ଧ ହୋଇଥାଏ ଯେ, ପ୍ରେମିକମାନେ ନିଜର ପ୍ରେମିକା ପାଇଁ କିଛି ବି କରିପାରନ୍ତି। ଯେପରି କି, ନିଜର ନିର୍ବନ୍ଧ ମୁଦିକୁ ଚୋ-ରି କରି ନିଜର ପ୍ରେମିକାକୁ ପ୍ରୋପୋଜ ମଧ୍ୟ କରିଥାନ୍ତି। ଠିକ୍ ଏହିପରି ଏକ ଘ-ଟ-ଣା ଦେଖିବାକୁ ମିଳିଛି ଆମେରିକାର ପ୍ଲୋଡ଼ିଆରେ।

ପ୍ଲୋଡ଼ିଆର ଜଣେ ଯୁବକ ନିଜର ପ୍ରଥମ ପ୍ରେମିକାର ନିର୍ବନ୍ଧ ମୁଦିକୁ ଚୋ-ରି କରି ଦ୍ଵିତୀୟ ପ୍ରେମିକାକୁ ଗିଫ୍ଟ କରିଛନ୍ତି। ଯେତେବେଳେ ଏହି ଘ-ଟ-ଣା ପ୍ରଘଟ ହେବାରେ ଲାଗିଥିଲା, ସେହି ସମୟରେ ପ୍ରଥମ ପ୍ରେମିକା ସେହି ଯୁବକର ଫେସବୁକ୍ ଆକାଉଣ୍ଟର ପୋଷ୍ଟ ଚେକ୍ କରୁଥିଲେ ଏବଂ ପୂର୍ବରୁ ଯୁବକ ଜଣକୁ ସନ୍ଦେହ ମଧ୍ୟ କରୁଥିଲେ। ଯୁବକଙ୍କ ବିଷୟରେ ସମସ୍ତ ତଥ୍ୟ ପାଇଲା ପରେ ପ୍ରେମିକା ଜଣକ ସବୁ ସମ୍ପର୍କ କାଟି ଦେଇଥିଲେ ଏବଂ ଥା-ନା-ରେ ଲିଖିତ ଅ-ଭି-ଯୋ-ଗ କରିଥିଲେ।

Google

ପ୍ରଥମ ପ୍ରେମିକା ଜଣଙ୍କ କହିବା ଅନୁଯାୟୀ, ପୂର୍ବରୁ ସେ ଯୁବକଙ୍କୁ ସନ୍ଦେହ କରୁଥିଲେ। ସେଥିପାଇଁ ସେ ଯୁବକଙ୍କର ଫେସବୁକ୍ ଆକାଉଣ୍ଟର ପୋଷ୍ଟ ଦେଖୁଥିବା ସମୟରେ, ତାଙ୍କ ପ୍ରେମିକ ସହ ଠିଆ ହୋଇଥିବା ଝିଅର ମୁଦି ଏବଂ ୱେଡିଂ ବ୍ୟାଣ୍ଡ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ଯେତେବେଳେ ତାଙ୍କର ଗହଣା ବାକ୍ସ ଖୋଲି ଦେଖିଥିଲେ, ସେଥିରେ ତାଙ୍କ ନିର୍ବନ୍ଧ ମୁଦି ଗାଏବ ଥିଲା। ଏହା ସହିତ ତାଙ୍କର ଲାପଟପ୍ ଓ ଅନେକ ଗହଣା ମଧ୍ୟ ଗାଏବ ଥିଲା। ଏହି ସମ୍ପର୍କରେ ସେ ଥା-ନା-ରେ ଏକ ମା-ମ-ଲା ରୁ-ଜୁ କରିଥିଲେ। ପୋ-ଲି-ସ ତ-ଦ-ନ୍ତ ପରେ ୪୮ ବର୍ଷୀୟ ୟୁସୁଫ ଦେଭିସ ନାମକ ଅ-ଭି-ଯୁ-କ୍ତକୁ ଗି-ର-ଫ କରିଛି। ଏହି ଯୁବକ ଜଣଙ୍କ ମହିଳାଙ୍କର ପ୍ରାୟ ୬୨୭୦ ଡଲାରର ସମ୍ପତ୍ତି ଚୋ-ରି କରି ନେଇଛନ୍ତି।

ଆଉ ଦ୍ଵିତୀୟ ପ୍ରେମିକା ଏହି ଘ-ଟ-ଣା ବିଷୟରେ ସୂଚନା ପାଇବା ପରେ ଅ-ଭି-ଯୁ-କ୍ତ ବ୍ୟକ୍ତି ସହିତ ସବୁ ସମ୍ପର୍କ କାଟି ଦେଇଛନ୍ତି। ଏହା ସହିତ ପ୍ରେମିକ ପ୍ର-ତା-ର-ଣା କରିଥିବାରୁ ଥା-ନା-ରେ ଅ-ଭି-ଯୋ-ଗ କରିଛନ୍ତି।

ପୋ-ଲି-ସ ଚୋ-ରି ଏବଂ ପ୍ର-ତା-ର-ଣା ଅ-ଭି-ଯୋ-ଗରେ ଅ-ଭି-ଯୁ-କ୍ତ ୟୁସୁଫକୁ ଗି-ର-ଫ କରିଛି। ୟୁସୁଫଙ୍କ ନାଁରେ ଗି-ର-ଫ ପରୱାନା ଜାରି ହୋଇଛି। ସୂଚନା ଅନୁଯାୟୀ, ଓରେଗନରେ ଏକ ଦୁ-ର୍ଘ-ଟ-ଣା ମା-ମ-ଲା-ରେ ୟୁସୁଫ ଫେ-ରା-ର ଥିଲା। ୟୁସୁଫଙ୍କ ନାଁରେ ଆଗରୁ କୋକେନ ଚୋ-ରା ଚା-ଲା-ଣ, ନକଲି ଆଇଡି ପ୍ରୁଫ ଏବଂ ଘରୋଇ ହିଂସା ଅ-ଭି-ଯୋ-ଗରେ ଗି-ର-ଫ ମଧ୍ୟ ହୋଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *